Vastu Shastra- ବିନା ପୂଜା ପାଠରେ ହିଁ ସବୁ ମନୋକାମନା ହେବ ପୂର୍ଣ୍ଣ, ବାସ ଘରର ମନ୍ଦିରରେ ରଖି ଦିଅନ୍ତୁ ଏହି 1 ଜିନିଷ

ଯେଉଁ ପୂଜା ଘରେ ଏହି ଜିନିଷ ନଥାଏ ସେହି ଘରେ ଧନ‌ କିମ୍ବା ଉନ୍ନତି ହୁଏ ନାହିଁ । ବ୍ୟକ୍ତିର ଧନି ହବାର ଆଶା ଅଧା ରହିଯାଏ । ଭଗବାନ ଶ୍ରୀକୃଷ୍ଣ ଏହାବି କହିଥିଲେ ଯେଉଁ ଘରର ମନ୍ଦିରରେ ଏହି ଜିନିଷ ରୁହେ ନାହିଁ ସେ ଘରର କେବେ ଉନ୍ନତି ହୁଏନାହିଁ । ଏମିତି ଘରେ ଧନ ସମ୍ପତ୍ତି କେବେବି ରୁହେ ନାହିଁ । ଚାକିରିରେ ଏବଂ ପିଲାମାନଙ୍କ ପଢ଼ାରେ କେବେବି ମନ ଲାଗେ ନାହିଁ । ଜଦି ଆପଣ ବି ଧନରେ ମାଲାମାଲ ହେବାପାଇଁ ଚାହୁଁଛନ୍ତି ତେବେ ଏହି ଜିନିଷ ଘରେ ନିଶ୍ଚିତ ରଖନ୍ତୁ ।

୧- ଶଙ୍ଖ : ବାସ୍ତୁଶାସ୍ତ୍ର ଅନୁସାରେ ଜଦି ଆପଣ ଠାକୁର ଘରେ କଉଡ଼ି ରଖନ୍ତି ଘରେ ସର୍ବଦା ଉତ୍ସର୍ଗ ବନି ରୁହେ । ଏମିତି କରିବା ଦ୍ବାରା ସୁନା ରୂପା ଏବଂ ଅନେକ ପ୍ରକାରର ଧନ ମିଳିଥାଏ । ଏହାଛଡା କାରବାରରେ ଉନ୍ନତି ହୋଇଥାଏ । ସେଥିପାଇଁ ଠାକୁର ଘରରେ ସବୁବେଳେ ଛୋଟ କିମ୍ବା ବଡ଼ ଶଙ୍ଖ ରଖନ୍ତୁ । ଯେଉଁ ଘରେ ଶଙ୍ଖ ଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

୨- ଶାସ୍ତ୍ର ଅନୁସାରେ କୁବେରଙ୍କ ଏବଂ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ରହିବା ନିହାତି ଆବଶ୍ୟକ । ଅନେକ ଘରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଥାଏ କିନ୍ତୁ କୁବେରଙ୍କ ମୂର୍ତ୍ତି କେବଳ ଦୀପାବଳୀ ଦିନ ପୂଜା କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମକୁ ଘରେ କୁବେର, ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ନିହାତି ଆବଶ୍ୟକ । ଏବଂ ନିୟମିତ ପୂଜା ପାଠ କରିବା ଦରକାର, କାରଣ ଏମାନେ ଧନର ଦେବତା ଅଟନ୍ତି ।

କୁବେରଙ୍କ ମୂର୍ତ୍ତି ଜଦି ଆମେ ଘରର ମନ୍ଦିରରେ ରଖୁଛନ୍ତି ତେବେ ଏହାଦ୍ବାରା ସମସ୍ତ କାମ କାର୍ଯ୍ୟ ଏବଂ ବ୍ୟବସାୟରେ ଲାଭ ହୋଇଥାଏ । ଘରକୁ ପଇସା ଆସିଥାଏ ଏବଂ ବ୍ୟାପାରରେ କୈାଣସି ଅସୁବିଧା ହୋଇ ନଥାଏ । ଘରେ ସବୁବେଳେ ସୁଖଶାନ୍ତି ଲାଗି ରୁହେ, ଏବଂ ବ୍ୟବସାୟରେ ଅଧିକ ଲାଭବାନ ।

୩- ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରାଗଲା ଯେ ବ୍ୟକ୍ତିକୁ ସଫଳ ହେବା ପାଇଁ ଘରେ ଏମିତି କେଉଁ ଜିନିଷ ରଖିବା ଆବଶ୍ୟକ ? ତେବେ ସେତେବେଳେ ଶ୍ରୀକୃଷ୍ଣ ଉତ୍ତର ଦେଲେ ଘରେ ସବୁବେଳେ ସଫା ଜଳ ରଖିବା ନିହାତି ଆବଶ୍ୟକ । ଅତିଥିର ସମ୍ମାନ କରିବା ଦରକାର, ଏବଂ ସର୍ବପ୍ରଥମେ ତାଙ୍କୁ ସଫା ଜଳ ପିଆଇବି ନିହାତି ଆବଶ୍ୟକ ।

ଏହାସହିତ ଠାକୁର ଘରେ ଦେଶୀ ଘିଅ( ଗୁଆ ଘିଅ), ଗଙ୍ଗା ଜଳ ଏବଂ ବୀଣା, ଚନ୍ଦନ, ଶଙ୍ଖ ଓ ମହୁ ରଖିବା ନିତ୍ୟାନ୍ତ ଆବଶ୍ୟକ ଯାହା ଭଗବାନ ଶ୍ରୀକୃଷ୍ଣ ମହାଭାରତ କାଳରେ କହିଥିଲେ । ଜଦି କୈାଣସି ବ୍ୟକ୍ତି ଶ୍ରୀକୃଷ୍ଣଙ୍କ ଏହି କଥାକୁ ମାନୁନାହିଁ ତେବେ ତାକୁ ଗରିବୀର ଶିକାର ହେବାକୁ ପଡିପାରେ । ଜଦି ଆମର ଏହି ଲେଖାଟି ପସନ୍ଦ ଆସିଲା ତେବେ କମେଣ୍ଟ କରି ଜଣାନ୍ତୁ ଏବଂ ସେୟାର କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ