କୋରୋନା ଭାଇରସ ଯୋଗୁ ଚୀନରେ ଅନେକ ପ୍ରକାରର ସମସ୍ଯା ସୃଷ୍ଟି ହୋଇ ସାରିଲାଣି । ଚୀନ କୋରୋନା ଭାଇରସର କୌଣସି ସୂଚନା ଏ ପର୍ଯ୍ୟନ୍ତ ବିଶ୍ବରେ ଦେଇ ନାହି । ଚୀନ ବୁହାନର ମିଟ ମାରକେଟରେ ମିଳିଥିବା ଚମଗାଦଡ ମାଂସ ଯୋଗୁ ଏହି ଭାଇରସ ବ୍ୟାପିଛି ବୋଲି ଚୀନ ଦାବି କରୁଛି । କିନ୍ତୁ ଏହି ଭାଇରସକୁ ଚୀନ ନିଜ ଲ୍ୟାବରେ ପ୍ରସ୍ତୁତ କରିଛି ବୋଲି ଅନେକ ଦେଶ ଗୁଡିକ ନିଜର ମତ ଦେଇଛନ୍ତି । ବର୍ତ୍ତମାନ ୟୁଏସ ଡିପାର୍ଟମେଣ୍ଟ ହାତରେ କିଛି ଜରୁରୀ ତଥ୍ୟ ମିଳିଛି । ଏହି ତଥ୍ୟ ଅନୁସାରେ କୋରୋନା ଭାଇରସ ସୃଷ୍ଟି କରି ଚୀନ ତୃତୀୟ ବିଶ୍ଵ ଯୁଦ୍ଧ କରିବାକୁ ଚାହୁଥିଲା ।
ଏହି ଭାଇରସକୁ ସବୁଆଡେ ଛାଡି ଚୀନ ପୁରା ବିଶ୍ଵକୁ ନଷ୍ଟ କରି ଏକଛତ୍ର ଭାବେ ଶାସନ କରିବାକୁ ଚାହୁଥିଲା । ଏହାର ଆରମ୍ଭ ୨୦୧୫ରୁ ଚୀନ କରି ଆସୁଛି ।
ଜିତିବାର ଅସ୍ତ୍ର ଥିଲା କୋରୋନା ଭାଇରସ : ଆମେରିକାର ଇନୱେଷ୍ଟିଗେଟ୍ର୍ସ ହାତରେ ଏକ ଜରୁରୀ ସୂଚନା ଲାଗିଛି ଯେ ଚୀନ କୋରୋନା ଭାଇରସକୁ ପ୍ରସ୍ତୁତ କରିଛି ଓ ଏହାକୁ ପ୍ରଶୟ ମଧ୍ୟ ଦେଉଛି । ଅନେକ ଥର ଏହି ମାରାତ୍ମକ ଭାଇରସକୁ ପ୍ରସ୍ତୁତ କରିବାରେ ଚୀନର ହାତ ଅଛି ବୋଲି କୁହା ଯାଉଥିଲେ ମଧ୍ୟ ଚୀନ ଏହାକୁ ସ୍ଵକାର କରୁ ନ ଥିଲା। କିନ୍ତୁ ବର୍ତ୍ତମାନ ପ୍ରମାଣ ମିଳିବା ଦ୍ଵାରା ଚୀନ ପୁଣି ଠାରେ ନିସାନକୁ ଆସିଛି ।
ଦୁନିଆକୁ ନଷ୍ଟ କରିବାର ମିସନ: ସୂଚନା ଅନୁଯାୟୀ ଚୀନ ଏପରି ଏକ ବାୟୋଲୋଜିକାଲ ଅସ୍ତ୍ର ପ୍ରସ୍ତୁତ କରୁଥିଲା ଯାହା ଦୁନିଆର ମେଡିକାଲ ସିଷ୍ଟମକୁ ନଷ୍ଟ କରି ପାରିବ । “ଦ ଆଷ୍ଟ୍ରୋଲିୟାନ” ସମ୍ବାଦ ଅନୁଯାୟୀ ଚୀନ ଏପରି ଏକ ସ୍ତର ପ୍ରସ୍ତୁତ କରୁଥିଲା ଯାହା କେହି କେବେ ଭାବି ନ ଥିବେ । ଡାକ୍ୟୁମେଟ୍ସରେ କୋରୋନା ଭାଇରସର ନାଁ ନ ଥିଲା କିନ୍ତୁ ଏଥିରେ ଲେଖା ଥିବା କଥା ଏହି ସୂଚନା ଆଡକୁ ଇସାରା କରୁଛି ।
ତେଣୁ କଥାଟି ସତ୍ୟ ଅଟେ: ଡାକ୍ୟୁମେଟ୍ସରେ ଲେଖାଥିବା ସବୁ କଥାକୁ ଯୋଡିଲେ ଜଣାଯାଏ ଯେ ଏହାର ସବୁ ତଥ୍ୟ କୋରୋନା ଭାଇରସ ଆଡକୁ ଆଙ୍ଗୁଳି ଉଠାଉଛି । ଯଦି ଏ କଥା ସତ ହୋଇଥାଏ ତେବେ ଚୀନ ନିଜ ଲ୍ୟାବରେ ହିଁ କୋରୋନା ଭାଇରସକୁ ପ୍ରସ୍ତୁତ କରିଛି । ଏହି କଥାର ପ୍ରମାଣ ମିଳିଥିଲା ଯେ ୨୦୦୨ରୁ ଚୀନର “ଦ ୱୂହନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି”ରେ ଚମଗାଦଡର ଶ୍ୟାମ୍ପ୍ଲ ଜମା କରାଯାଉ ଥିଲା ।
ଏଥିରେ ଏମିତି ଭାଇରସ ପ୍ରସ୍ତୁତ କରାଯାଉ ଥିଲା ଯାହା ମଣିଷର ସେଲ୍ସକୁ ପ୍ରଭାବିତ କରୁଥିଲା । ଏହା ପରେ ମଧ୍ୟ ଚୀନ ରହି ନ ଥିଲା । ବରଂ କୋରୋନା ଭଳି ମାରାତ୍ମକ ଭାଇରସକୁ ପ୍ରସ୍ତୁତ କରି ଦୁନିଆକୁ ଲୋପ କରିବାକୁ ଚାହୁଥିଲା ।
ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଦେଶ ଦୁନିଆର ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ