ଗଙ୍ଗାଜଳ ଭଳି ପବିତ୍ର ହେଇଥାନ୍ତି ଏହି 5 ନାମର ଝିଅ -Chanakya Niti

ବନ୍ଧୁଗଣ ନମାସ୍କର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ସମ୍ପର୍କରେ କହିବାକୁ ଯାଉଛୁ । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଏହି ୩ଟି ନାମ ର ନାରୀ ଗଙ୍ଗାଜଳ ଭଳି ପବିତ୍ର ଅଟନ୍ତି ବୋଲି କୁହାଯାଇଛି ଏବଂ ଏହା ମଧ୍ୟ କୁହାଯାଇଛି ଯେ, ଏହି ଝିଅ ମାନେ ନିଜ ଘରକୁ ସ୍ୱର୍ଗ ଭଳି ରଖନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନାମ ଥିବା ନାରୀ ମାନେ କିଏ ଅଟନ୍ତି । ବନ୍ଧୁଗଣ ଦୁନିଆ ରେ ବହୁତ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ସ୍ଵଭାଵ ପରସ୍ପର ଠାରୁ ବହୁତ ଭିନ୍ନ ।

କିଛି ଲୋକଙ୍କ ଭିତରେ ବହୁତ ମାତ୍ରା ରେ ଭଲ ଗୁଣ ନିହିତ ହୋଇ ରହିଛି ତଥା ସେମାନେ ଗୁଣୀ ଅଟନ୍ତି ଏବଂ କିଛି ଲୋକଙ୍କ ମଧ୍ୟରେ ସେହି ଗୁଣ ନିହିତ ନାହିଁ । ଦୁନିଆ ରେ ସବୁ ବ୍ୟକ୍ତି ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବନ୍ଧୁଗଣ କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ପ୍ରଶଂସନୀୟ ଅଟନ୍ତି ଏବଂ କିଛି ବ୍ୟକ୍ତି ଏମିତି ଯିଏ କେବଳ ନିନ୍ଦା ର ଅଧିକାରୀ ।

ତେବେ ଆଜି ଆମେ କହିବା କୁ ଯାଉଛୁ ଏଭଳି ୩ଟି ନାରୀ ଙ୍କ ସମ୍ପର୍କରେ ଯେଉଁମାନେ ପ୍ରଶଂସା ର ପାତ୍ର ଏବଂ ତାଙ୍କ ଗୁଣ ଏବଂ ବ୍ୟବହାର ପାଇଁ ତାଙ୍କୁ ଗଙ୍ଗାଜଳ ଭଳି ପବିତ୍ର ବୋଲି ମଧ୍ୟ କୁହାଯାଏ । ତେବେ ବନ୍ଧୁଗଣ ଆସନ୍ତୁ ସେହି ନାରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘B’ । ଯେଉଁ ନାରୀ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ଏହି ନାରୀ ମାନେ ନିଜର ପାର୍ଟନର ଙ୍କ ପ୍ରତି ବହୁତ ଇମାନଦାର ଅଟନ୍ତି । ଏମାନେ ଯେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥୀ ଙ୍କ ସାଥ ଦେଇଥାନ୍ତି ଏବଂ ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏହି ନାରୀ ମାନଙ୍କର ଏହି ଗୁଣ ଯୋଗୁଁ ଏମାନଙ୍କୁ ପବିତ୍ର ବୋଲି ମାନିନିଆ ଯାଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି ‘N’ । ଯେଉଁ ନାରୀ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ନାରୀ ମାନେ ବହୁତ ତେଜ ହୋଇଥାନ୍ତି । ଏମାନେ ସର୍ବଦା ନିଜ ଜୀବନସାଥୀ ଏବଂ ପରିବାର ସଦସ୍ୟ ଙ୍କ ଧ୍ୟାନ ରଖିଥାନ୍ତି । ଏମାନେ ଏଭଳି କୌଣସି କାର୍ଯ୍ୟ କରନ୍ତି ନାହିଁ ଯାହାଦ୍ୱାରା ତାଙ୍କ ପରିବାର ଏବଂ ପାର୍ଟନର ଙ୍କୁ କଷ୍ଟ ହେବ । ଏମାନେ ବହୁତ ଗୁଣୀ ଅଟନ୍ତି । ଏହି ସବୁ କାରଣରୁ ଏହି ନାମର ଝିଅ ମାନଙ୍କୁ ପବିତ୍ର ବୋଲି କୁହାଯାଏ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘P’ । ଯେଉଁ ନାରୀ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସମସ୍ତ ସମ୍ପର୍କ କୁ ଯୋଡି ରଖିଥାନ୍ତି । ଏମାନେ ସମସ୍ତଙ୍କ ସହ ନିଜ ସମ୍ପର୍କ ଭଲ ରଖିଥାନ୍ତି ଏବଂ ଏମାନେ କେବେବି ଅନ୍ୟର ମନରେ କଷ୍ଟ ଦିଅନ୍ତି ନାହିଁ । ଏହି ନାରୀ ମାନେ ସର୍ବଦା ସମସ୍ତ ଙ୍କ ସହିତ ମିଲିମିଶି ରହିବାକୁ ପସନ୍ଦ କରିଥାନ୍ତି । ଏହି କାରଣ ରୁ ଏହି ନାରୀ ମାନଙ୍କୁ ଗଙ୍ଗାଜଳ ଭଳି ପବିତ୍ର ବୋଲି କୁହାଯାଏ ।