ଆଜିଠୁ ବଦଳିଲା ଏହି 10 ନିୟମ, ଦେଖନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ!

ଅନେକ କ୍ଷେତ୍ରରେ ନେଇପାରନ୍ତି ବହୁତ ବଡ ବଡ ନିସ୍ପତି ଓ ଆଣିପାରନ୍ତି ଅନେକ କ୍ଷେତ୍ରରେ ହେବ ବଡ ପରିବର୍ତନ ଓ ହୋଇପାରେ ଲୋକଙ୍କ ଉପରେ କିଛି ପ୍ରଭାବ ପଡିପାରେ । ଆସନ୍ତୁ ଜାଣିବା ଏହି ବର୍ଷ କେଉଁ ଜିନିଷ ଅଧିକା ହେବ ଓ କେଉଁ ଜିନିଷ କମ ହେବ । ଏବେ ସବୁଠାରୁ ବଡ କଥା ହେଉଛି ତେଲ ଏହା ଏବିକା ଆକାଶ ଛୁଆଁ ଦର ଛୁଇଁଛି ସେଥିପାଇଁ ଲୋକଙ୍କ ଉପରେ ବହୁତ ପ୍ରଭାବ ପଡୁଛି । ଏବେ ଲଗାତାର ବଢି ଚାଲିଛି ତେଲର ଦର ଓ ତାସହିତ ଡିଜେଲ ।

ଆଉ ଏକ କଥା ଶୁଣା ଯାଉଛି ଏବେ ଏଲପିଜି ଦର ବଢିପାରେ । କୋରିନା କାଳରେ ପନିପରିବା ଦାମ ବଢିବା ସହିତ ଏବେ ବଢିବାକୁ ନେଇ ବହୁତ ଚର୍ଚା ହେଉଛି ଓ କିଛି ଲୋକଙ୍କ ଉପରେ ପ୍ରଭାବ ପକାଇ ପାରେ ବୋଲି ମଧ୍ୟ କୁହାଯାଉଛି । ଆଜି ଠାରୁ ଏଲପିଜି ପିଏନଜି ଓ ସିଏନଜି ଉପରେ ପ୍ରଭାବ ପକାଇ ପାରେ କିଛି ସୁଚାନରୁ ମିଳି ପାରିଛି ।

ପିଏନବି ଗ୍ରାହାକଙ୍କ ପାଇଁ ଏକ ସବୁଠୁ ବଡ ଖବର ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଥିବା ନୂଆ ଖାତା ଲୋକଙ୍କର ଓ ପୁରୁଣା ତାଙ୍କର କିଛି ନିଯମରେ ବଦଳିବା ଦେଖା ଯାଇଛି । ଏବେ ତାଙ୍କର ଆଜି ଠାରୁ ବଦଳିଲା ଏଟିଏମରୁ ଟଙ୍କା ଉଠାଣ ନିୟମ । ଅନ୍ୟ ଏଟିଏମ ରୁ ଉଠାଇ ପାରିବେନି ପିଏନବି ରେ ରଖିଥିବା ଖାତା ଜମାକାରୀ ମାନେ । ସାରା ଦେଶରେ ଏଟିଏମ ରୁ ଚୋରୀ ହେଉଥିବାରୁ ସେ ଏହି ନିୟମ କୁ ବଦଳାଇଛି ।

ଯଦି ଆପଣ ଉଠାଉଛନ୍ତି ତେବେ ସ୍ୱଳ୍ପ ଆୟ ଏବେ ଆପଣକୁ ଦେବାକୁ ପଡିବ । ବ୍ୟାଙ୍କ ତରଫରୁ ଏଭଳି ନିସ୍ପତି ନିଆ ଯାଇଛି । ସହଜ ହେଲା ବାହାର ରାଜ୍ୟକୁ ଗମନା ଗମନ । ଏବେ କିନ୍ତୁ ଆଉ କିଛି ପରିମିସନ ନେବାକୁ ପଡିବନି ଯଦି ଆପଣ କେଉଁଠାରୁ ଜିନିଷ ନେଇ ଅନ୍ୟ ବାହର ଜାଗାକୁ ଯାଉଛନ୍ତି । କିନ୍ତୁ କୋରୋନା କଟକଣାକୁ ମାନି ବାକୁ ବାଧ୍ୟତା ମୂଳକ କରାଯାଇଛି । ସିନେମା ହଲରେ ଫେବୃଆରି ଆରମ୍ଭରୁ ପୁରା ଘର ଫୁଲ ।

ଫେବୃଆରି ପହିଲା ପର ଠାରୁ ସତ ପ୍ରତିଶତ ଲୋକେ ଅବିକା ଚଳଚିତ୍ର ଦେଖିବାକୁ ଯାଇ ପାରିବେ । ପ୍ରତିଟି ସିଟରେ ବସି ଲୋକେ ଚଳଚିତ୍ର ଦେଖି ପାରିବେ । କିନ୍ତୁ କୋରୋନା କଟକଣାକୁ ଗୁରୁତ୍ୟ ଦେବାକୁ ପଡିବ । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଗାଇଡ ଲାଇନ ବାହାର କରିଛନ୍ତି ଓ କିନ୍ତୁ ଏବାବଦରେ ପରିସ୍ଥିତିକୁ ଅନୁଧ୍ୟାନ କରି ସରକାର ନିସ୍ପତି ନେବେ ଏହା ଠିକ ହେବ ନା ନାହିଁ । ଏହା ପରେ ରାସନ କାର୍ଡରେ ହେବ ବଡ ପରିବର୍ତନ ।

ରାଶାନ କାର୍ଡ ହିତାଧିକାରୀ ଓ ଅର୍ନ୍ନପୂର୍ଣ୍ଣା କାର୍ଡ ଧାରୀଙ୍କୁ ପ୍ରତି ମାସ ମିଳୁଥିବା ଚାଉଳ ଏବେ ଆପଣଙ୍କୁ ବୋଇମେଟ୍ରିକ ବଦଳରେ ମୋବାଇଲ ଓଟିପି ରେ ମିଳିବ ରାଶନ ହିତାଧିକାରୀ ମାନଙ୍କୁ । ଆଏସ ଓ ir ଆଥରୀଟି ଅନୁସାରେ ଏବେ ମିଳିବ । ଏବେ କିନ୍ତୁ ଆଉ ଆପଣଙ୍କୁ ଲାଇନ ଧରି ଛିଡା ହେବାକୁ ପଡିବ ନାହିଁ । କାରଣ ଏବେ ଆପଣଙ୍କ ମୋବାଇଲକୁ ଏକ otp ଆସିବ ଏହା ପରେ ଆପଣ ରାସନ ପାଇବେ ।

ଫେବୃଆରୀରେ ଏବେ ଆଉ ଏକ ଜିନିଷ ବଦଳିବାକୁ ଯାଉଛି ସେଇଟା ହେଉଛି ଫ୍ରାଂକ୍ଲିନ ଟେମ୍ପଲେସନ ନିବେଶ 6ଟି ବନ୍ଦ ଯୋଜନାରେ ପାଣ୍ଠି ବିକ୍ରୟ ପ୍ରକ୍ରିୟା କରିବା ପାଇଁ ସୁପ୍ରିମ କୋଟ ଏବେ ନିସ୍ପତି ନେବେ । ଫେବ୍ରୁଆରି ୨୩ରୁ ଚେଞ୍ଜ ହେବ ଏହି ନିୟମ । ବିରୋଧ କରିବା ଦ୍ଵାରା ଏହି ନିବେଶ ବନ୍ଦ ହୋଇ ଯାଇଥିଲା । ଫେବ୍ରୁଆରି ୧ ରୁ ସ୍ପାଇସ ଜେଟ ୨୦ ଟି ନୂଆ ବିମାନ ଘୋଷଣା କରିଛି ଡେରାଡୁନ, ଅମୃତସର, ଦିଲ୍ହି, ସାହାର କୁ ବିମାନ ଉଡାଣ ହେବ ।

ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ଫେବ୍ରୁଆରି ୧ ସୁଧା ନିବେଶକଙ୍କର ଏକ ସମୟ ନିର୍ଦିଷ୍ଟ କରିଛନ୍ତି । ଫେବ୍ରୁଆରି ୧ ରୁ ମହାରାଷ୍ଟ୍ରର ସ୍ଥାନୀୟ ଲୋକ ଓ ମୁମ୍ବାଇ ପାଇଁ ସ୍ଥାନୀୟ ଟ୍ରେନ ସେବା ଜାରି ରହିବ । ଯାହାକି କୋରୋନା ସମୟରେ ବନ୍ଦ ଥିଲା । ଏହା ସହିତ ଟ୍ରେନ ଚଳାଚଳ ବୃଦ୍ଧି କରାଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।