ଗଣେଶଙ୍କର ଏହି ଉପାୟକୁ କରି ପାରିଲେ ବଦଳିଯିବ ଆପଣଙ୍କ ଭାଗ୍ୟ, ଧନରେ ପରିପୂର୍ଣ୍ଣ ହେବ ଭଣ୍ଡାର

ସନାତନ ଧର୍ମରେ କୌଣସି ଶୁଭ କାମ ବା ମାଙ୍ଗଳିକ କାମ କରିବା ପୂର୍ବରୁ ସର୍ବ ପ୍ରଥମେ ଭଗବାନ ଗଣେଶଙ୍କର ପୂଜା କରା ଯାଇଥାଏ । ଏମିତି କୁହାଯାଏ କି ଭଗବାନ ଗଣେଶଙ୍କର ଆରାଧନା କରିବା ଦ୍ଵାରା ବୁଦ୍ଧି ଓ ବିଦ୍ୟା ପ୍ରାପ୍ତ ହୋଇଥାଏ । ଭଗବାନ ଗଣେଶଙ୍କର ବାହନ ମୂଷା ବି ସବୁ ସଙ୍କଟର ଜାଲକୁ କାଟେ ବୋଲି ଲୋକେ ମାନନ୍ତି । ଯେଉଁ ବ୍ୟକ୍ତି ଉପରେ ଭଗବାନ ଗଣେଶଙ୍କର କୃପାଦୃଷ୍ଟି ରହିଥାଏ ସେହି ବ୍ୟକ୍ତିର ଜୀବନରେ କେବେ ବି କୌଣସି ପ୍ରକାରର ସମସ୍ୟା ଆସି ନଥାଏ ।

ଭଗବାନ ଗଣେଶ ସବୁ ଖରାପ ପରିସ୍ଥିତିରେ ସମସ୍ୟାରୁ ବାହାରିବା ପାଇଁ ବାଟ ଦେଖାଇ ଥାନ୍ତି । ଏମିତିରେ ଯଦି ଆପଣ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି ଉପାୟ ଜଣାଇବୁ ଯାହାକୁ ଆପଣ ବୁଧବାର ଦିନ କରି ଆପଣଙ୍କ ଭାଗ୍ୟକୁ ନିଜ ଅନୁସାରେ ବଦଳେଇଦେଇ ପାରନ୍ତି । ଭଗବାନ ଗଣେଶଙ୍କର ଏହି ଉପାୟ ବହୁତ ସଠିକ ବୋଲି ଲୋକେ ମାନନ୍ତି ଓ ଏହି ଉପାୟକୁ କରି ଆପଣଙ୍କ ଜିବନରେ ବହୁତ ବଡ ପରିବର୍ତ୍ତନ ଆସିବ ।

ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କର ଉପାୟ ବିଷୟରେ

ଯଦି ଆପଣଙ୍କର କୌଣସି କାର୍ଯ୍ୟ ଯେତେ ଚେଷ୍ଠା କଲେ ମଧ୍ୟ ପୂରଣ ହୋଇପାରୁନାହିଁ ତେବେ ଆପଣ ଗଣେଶଙ୍କୁ ଚାରିଟି ନଡିଆ ମାଳରେ ବାନ୍ଧି ଅର୍ପଣ କରନ୍ତୁ ଓ ସଙ୍କଟ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ଯଦି ଆପଣ ଏମିତି କରନ୍ତି ତେବେ ଦେଖୁ ଦେଖୁ ଆପଣଙ୍କର ସବୁ କାର୍ଯ୍ୟ ପୂର୍ଣ୍ଣ ହେବ ।

ଯଦି ଆପଣ ଇଣ୍ଟରଭ୍ୟୁ ବା ପରୀକ୍ଷାରେ ସଫଳତା ପାଇବାକୁ ଚହୁଁଛନ୍ତି ଏଥିପାଇଁ ସୂତାରେ ସାତ ଗଣ୍ଠି କରି “ଜୟ ଗଣେଶ କାଟୋ କଲେସ” କହି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ । ତା ପରେ ସେହି ସୂତାକୁ ନିଜ ପର୍ଶରେ ରଖନ୍ତୁ । ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କୁ ଇଣ୍ଟରଭ୍ୟୁ ଓ ପରୀକ୍ଷାରେ ସଫଳତା ମିଳିବ ।

ଯଦି ଆପଣ ନିଜ ଭାଗ୍ୟକୁ ନିଜ ହିସାବରେ ବଦଳେଇବାକୁ ଚହୁଁଛନ୍ତି ତେବେ ଏଥିପାଇଁ ଗଣେଶ ଚତୁର୍ଥୀ ଦିନ ଶୁଦ୍ଧ ପାଣିରେ ଗଣପତିଙ୍କର ଅଭିଶେକ କରନ୍ତୁ ଓ ଏହା ପରେ ଗଣପତି ଅର୍ଥଶୀର୍ଷର ପାଠ କରି ସୁଜିରେ ତିଆରି ଲଡୁ ଭୋଗ ଅର୍ପଣ କରନ୍ତୁ ଓ ମନ ମଧ୍ୟରେ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତୁ । ଏହି ଉପାଯରେ ଆପଣଙ୍କୁ ତୁରନ୍ତ ଲାଭ ଦେଖିବାକୁ ମିଳିବ ।

ଏମିତି କୁହାଯାଏ କି ବ୍ୟକ୍ତିର ମନରେ ଯଦି ବିଶ୍ଵାସ ଥାଏ ଓ ଶ୍ରଦ୍ଧାର ସହିତ କୌଣସି କାର୍ଯ୍ୟ କରିଥାଏ ତେବେ ତାକୁ ସଫଳତା ଅବଶ୍ୟ ମିଳିଥାଏ । ଉପରୋକ୍ତ ଯେଉଁ ଉପାୟ ଆପଣଙ୍କୁ କୁହାଗଲା ଯଦି ଆପଣ ଏହି ଉପାୟ କୁ ଶ୍ରଦ୍ଧାର ସହିତ କରନ୍ତି ଆପଣଙ୍କୁ ଏହାର ପରିଣାମ ଅବଶ୍ୟ ମିଳିବ ଓ ଭଗବାନ ଗଣେଶ ଆପଣଙ୍କ ଜୀବନରୁ ସବୁ ବିଘ୍ନ ଦୂର କରିବେ ।