ଗାଈର ଛୁଇଁଦିଅନ୍ତୁ ଏହି ଅଙ୍ଗ ! ଭାଗ୍ୟ ବଦଳିଯିବ ! ରାତାରାତି ହୋଇଯିବେ ଧନୀ ! Odia Vastu tips

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଯେ ଗାଈ ହେଉଛି ସମସ୍ତ ଜଗତର ମାଆ । ଗାଈ ହେଉଛି ଏକ ଦିବ୍ୟ ଜୀବ । ଯେଉଁ ଘରେ ଗାଈ ରହିଥାଏ । ସେହି ଘରର ସବୁ ବାସ୍ତୁଦୋଷ ଦୂର ହୋଇଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ ଦେହରେ 33 କୋଟି ଦେବାଦେବୀ ବାସ କରିଥାନ୍ତି । ତେଣୁ ଗାଈର ପୂଜା କରିବା ଦ୍ଵାରା ସମସ୍ତ ଦେବାଦେବୀଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ଗାଈର ପିଠି ହାଡରେ ସୂର୍ଯ୍ୟକେତୁ ନାଡି ରହିଥାଏ ।

ଯାହାକି ସୂର୍ଯ୍ୟକିରଣରୁ ରକ୍ତରେ ସ୍ଵର୍ଣ୍ଣ କ୍ଷୀର ତିଆରି କରିଥାଏ । ଏହି ସ୍ଵର୍ଣ୍ଣକ୍ଷର ଗାଈର କ୍ଷୀରରେ ରହିଥାଏ । ଯାହାକି ମଣିଷ ମାନଙ୍କ ପାଇଁ ଅମୃତ ଭଳି ହୋଇଥାଏ । ଏହାର ରଙ୍ଗ ସୁବର୍ଣ୍ଣ ରଙ୍ଗ ହେତୁ ଗାଈର କ୍ଷୀର ସାମାନ୍ୟ ହଳଦିଆ ହୋଇଥାଏ । ତେବେ ବ୍ୟକ୍ତି ଗୋମାତାଙ୍କୁ ପୂଜା କରିବା ଦ୍ଵାରା କେଉଁ ସବୁ ଲାଭ ପ୍ରାପ୍ତ ହୋଇଥାଏ ଚାଲନ୍ତୁ ଜାଣିବା ।

1- ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିଥାଏ । ସେହି ସମୟରେ ଗାଈର ଖୁରାରୁ ଯେଉଁ ଧୁଳି ଉଡିଥାଏ । ସେହି ଧୁଳିରେ ମନୁଷ୍ୟର ପାପ ଧୋଇ ହୋଇଯାଇଥାଏ । ଯେଉଁ ବ୍ୟକ୍ତି କ୍ରୋଧୀ, ପାଠ ପଢାରେ ଦୁର୍ବଳ, କହିବାରେ ଅସମର୍ଥ ତେବେ ଏହି ସବୁ ବ୍ୟକ୍ତି ଗାଈଙ୍କୁ ସବୁଜ ଚାରା ଖାଇବାକୁ ଦେବା ଉଚିତ । ଏଥିଦ୍ଵାରା ବୁଦ୍ଧଗ୍ରହର ଦଶା ଠିକ ହୋଇଯାଇଥାଏ ।

2- ଗାଈର ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଇଛି । ଯେଉଁ ବ୍ୟକ୍ତିରା ମଙ୍ଗଳ ଗ୍ରହରା ଅବସ୍ଥିତି ଖରାପ ରହିଥାଏ । ତେବେ କୌଣସି ଗରିବ ଲୋକ କି ବ୍ରାହ୍ମଣଙ୍କୁ ଗାଈ ଦାନ କରନ୍ତୁ । ଏହା ସେହି ବ୍ୟକ୍ତି ପାଇଁ ବହୁତ ଭଲ ଅଟେ ।

3- ନବଗ୍ରହର ଶାନ୍ତି ଓ ଶନିଦଶା ଠିକ କରିବାର ଥାଏ । ତେବେ କଳା ଗାଈର ଦାନ କରନ୍ତୁ । ଯାହା ଫଳରେ ସବୁ କଷ୍ଟରୁ ମୁକ୍ତି ମିଳିଥାଏ । 4- ଯଦି କାର୍ଯ୍ୟରେ ସଫଳତା ମିଳୁନଥାଏ କି କୌଣସି କାର୍ଯ୍ୟ ଅଧୁରା ହୋଇ ପଡି ରହିଥାଏ । ତେବେ ପ୍ରତିଦିନ ଗୋମତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ଏଥିସହ ତାଙ୍କ କାନରେ ନିଜର ମନୋସ୍କାମନା ଜଣାଇ ତାଙ୍କୁ ପ୍ରଣାମ ମଧ୍ୟ କରନ୍ତୁ ।

5- ଗୋମାତାଙ୍କ ପିଠିରେ ଏକଚୁଳ ରହିଥାଏ । ଏହି ଚୁଲରେ ସୂର୍ଯ୍ୟକେତୁ ନାଡି ରହିଥାଏ । ପ୍ରତିଦିନ ସକାଳେ ଏହି ଚୁଳକୁ ବ୍ୟକ୍ତି ଆଉଁଶିଲେ । ବ୍ୟକ୍ତିରା ମନବାଞ୍ଛା ପୂରଣ ହୋଇଥାଏ । ତାଙ୍କର ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟ ଦୂର ହେବାକୁ ଲାଗିଥାଏ । ରୋଗ, ବେମାରୀ ଶରୀରରେ ଦେଖାଯାଇନଥାଏ । ବ୍ୟକ୍ତି ନିଜ ପରିବାର ସହ ସୁଖ, ଶାନ୍ତିରେ ରହିଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଯୋଡି ହୋଇ ରହିବାକୁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।