ଯେଉଁ ଲଢାକୁ ବିମାନ ‘ଏଫ – ୧୬’ ଉପରେ ପାକିସ୍ତାନକୁ ର ଏତେ ଗର୍ବ, ତାକୁ ହିଁ ନିଜ ଏୟାର ଫୋର୍ସରୁ ହଟାଉଛି ଏହି ଦେଶ

ଆମେରିକା ଠାରୁ କିଣିଥିବା ଫାଇଟର ପ୍ଲେନ ଏଫ – ୧୬ ଉପରେ ପାକିସ୍ତାନକୁ ବହୁତ ଅହଂକାର ଅଛି । ଏହି ଅହଂକାରକୁ ଭାରତର ପାଇଲଟ ଅଭିନନ୍ଦନ ପ୍ରଥମେ ହିଁ ଭାଙ୍ଗି ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ପାକିସ୍ତାନକୁ ଆହୁରି ଏକ ବଡ ଝଟକା ଲାଗିଛି । ପାକିସ୍ତାନ ଫାଇଟର ଜେଟ F – 16 ଦ୍ଵାରା ବଡ ବଡ ଯୁଧ୍ୟ ଜିତି ପାରିବ ବୋଲି କହୁଥିଲା, କିନ୍ତୁ ଅନ୍ୟ ପଟେ ଏମିତି ହିଁ ଏକ ଦେଶ ଏହି ଲଢାକୁ ବିମାନକୁ ହଟାଇ ଦେବେ ।

ତାଙ୍କର କହିବା ଅଟେ କି ବର୍ତ୍ତମାନ ଏହି ବିମାନ ଆଉ କୌଣସି କାମକୁ ନୁହେଁ । ଏମିତିରେ ପାକିସ୍ତାନର କିଛି ବଞ୍ଚିଥିବା ଅହଂକାର ବି ଏହି ଦେଶ ଭାଙ୍ଗି ଦେଇଛି ।

ଫାଇଟର ପ୍ଲେନ ଏଫ – ୧୬ ବହୁତ ଭଲ ଲଢାକୁ ବିମାନ ଅଟେ, କିନ୍ତୁ ଯେତେବେଳେ ଅଭିନନ୍ଦନ ତାହାକୁ ମିଗ – 21 ରୁ ତଳେ ପକାଇଦେଲେ, ସେହି ସମୟରୁ ଏହା ପୁରା ଦୁନିଆକୁ ହଲଚଲ କରିଦେଇଛି । ଏମିତିରେ ସିଙ୍ଗାପୁର ଏହାକୁ ହଟାଇବା ପାଇଁ ନିଷ୍ପତି ନେଇଛି । ବ୍ଲୂମବର୍ଗର ଏକ ରିପୋର୍ଟ ଅନୁସାରେ ସିଙ୍ଗାପୁର ଆମେରିକାର ଏକ କମ୍ପାନୀ ଲକହୀଡ ମାର୍ଟିନ ୪ଟି ଏଫ – ୩୫ର ଅର୍ଡର ଦେଇଛନ୍ତି, ଯାହାକି ଏଫ – ୧୬ ର ଜାଗା ନେବ ।

ସିଙ୍ଗାପୁର ଆମେରିକାକୁ ଲେଖିଛି ପତ୍ର

ନିଜର ସେନାର ଶକ୍ତିକୁ ବଢାଇବା ପାଇଁ ସିଙ୍ଗାପୁର ଆମେରିକାକୁ ପତ୍ର ଲେଖିଛନ୍ତି, ଯେଉଁଥିରେ ସେ ଆମେରିକାଙ୍କୁ ୪ଟି ଏଫ – ୩୫ର ଅର୍ଡର ଦେଇଛନ୍ତି । ଏହା ସହିତ ତାଙ୍କର କହିବା ଅଟେ କି ଆମେରିକା ଠାରୁ ସେ ୮ ଟି ପ୍ଲେନ କିଣିବାକୁ ଚେଷ୍ଟା କରୁଛନ୍ତି । ସିଙ୍ଗାପୁର ସରକାରଙ୍କର କହିବା ଅଟେ କି ସେ ଏଫ – ୩୫ ଏବଂ ଏଫ – ୧୫ଏସଜି ଫାଇଟର ପ୍ଲେନ କିଣିବେ, ଯାହା ଦ୍ଵାରା ତାଙ୍କର ସେନା ଆହୁରି ବି ଶକ୍ତିଶାଳି ହୋଇଯିବେ ।

ଫାଇଟର ପ୍ଲେନ ଏଫ – ୧୬ ଉପରେ ପାକିସ୍ତାନକୁ ଅଛି ଅହଂକାର

ବର୍ଷ ୧୯୮୨ – ୮୩ ରେ ପାକିସ୍ତାନ ଆମେରିକା ଠାରୁ ଆତଙ୍କବାଦ ବିରୁଦ୍ଧରେ ଲଢିବା ନାମରେ ୮୦ ରୁ ଅଧିକ ଏଫ – ୧୬ କିଣି ଥିଲେ, ଯାହାକୁ ଭାରତ ବହୁତ ବିରୋଧ ବି କରିଥିଲା । ସେହି ସମୟରେ ପାକିସ୍ତାନ ପାଖରେ ଅତ୍ୟାଧୁନିକ ବିମାନ ଥିବାରୁ ପାକିସ୍ତାନ ଆର୍ମୀକୁ ନିଜ ଉପରେ ବହୁତ ଗର୍ବ ଥିଲା । କିନ୍ତୁ ବର୍ତ୍ତମାନ ଅଭିନନ୍ଦନ ମିଗ – ୨୧ ରୁ ଏଫ – ୧୬କୁ ନଷ୍ଟ କରି ପାକିସ୍ତାନର ଗର୍ବକୁ ମାଟିରେ ମିଶାଇ ଦେଇଛନ୍ତି ।

କମି ଯାଇଛି ଏଫ – ୩୫ର ଦାମ

ସିଙ୍ଗାପୁର ସରକାରଙ୍କର କହିବ ଅଟେ କି ଏଫ – ୩୫ ଲଢାକୁ ବିମାନର ଦାମ ବର୍ତ୍ତମାନ କମ ହୋଇଯାଇଛି । କାରଣ ଏହାର ଡିମାଣ୍ଡ ବହୁତ ଅଧିକ ଅଛି । ଏବଂ ଆମେରିକା ବର୍ତ୍ତମାନ ଏହାକୁ ବହୁତ ଶସ୍ତାରେ ବିକ୍ରି କରୁଛି । ସୂତ୍ର ଅନୁସାରେ ଏଫ – ୧୬ କୁ ବଦାଲାଇବା ପଛରେ ଅଭିନନ୍ଦନଙ୍କୁ କୁହାଯାଉଛି । ଏମିତିରେ ବର୍ତ୍ତମାନ ଏଫ – ୧୬ ରଖୁଥିବା ଦେଶମାନେ ବି ନିଜର ସୁରକ୍ଷାକୁ ନେଇ ଚିନ୍ତା କରୁଛନ୍ତି ।

ପୋଷ୍ଟଟି ଭଲ ଲାଗିଲେ ସେଆର କରିବା ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରିବେ ।