ପାକିସ୍ତାନର ଜେଲରେ ବନ୍ଦୀ ଥିବା ୫୪ ଜଣ ଯୁଧ୍ୟବନ୍ଦୀମାନଙ୍କର ଅପରାଧୀ ହେଇଛି କଂଗ୍ରେସ, ଯାହାଙ୍କୁ ଆଜି ଭୁଲି ଯାଇଛନ୍ତି ଲୋକମାନେ

ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାରତକୁ ଫେରି ଆସିବା ପରେ ସମସ୍ତେ ଯେଉଁଠି ଖୁସି ଅଛନ୍ତି, ତେବେ ଅନ୍ୟ ପଟେ କିଛି ଯୁଧ୍ୟବନ୍ଦୀଙ୍କୁ ନେଇ ଚର୍ଚା ଚାଲିଛି । ଅଭିନନ୍ଦନଙ୍କର ଘରକୁ ଫେରିବା ପରେ ପୁଣିଥରେ ୫୪ ଜଣ ଯୁଧ୍ୟବନ୍ଦୀମାନଙ୍କର ଚର୍ଚା ହେଉଛି, ଯେଉଁମାନେ କି ନିଜର ପରିବାରକୁ କେବେ ବି ଦେଖା କରି ପାରିବେ ନାହିଁ ଏବଂ ଜଣା ନାହିଁ କି ସେମାନେ କେଉଁଭଳି ଅବସ୍ଥାରେ ଅଛନ୍ତି ।

ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ରାଜନୀତି ଚକ୍କରରେ ହଜିଯାଇଛନ୍ତି ୫୪ ଜଣ ଯୁଧ୍ୟବନ୍ଦୀ

୧୯୬୫ ଏବଂ ୧୯୭୧ରେ ପାକିସ୍ତାନ ସହିତ ହୋଇଥିବା ଯୁଧ୍ୟରେ ତତ୍କାଲୀନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀ କେବେ ବି ୫୪ ଜଣ ଯୁଧ୍ୟବନ୍ଦୀ ଉପରେ ଧ୍ୟାନ ଦେଇ ନାହାନ୍ତି । ଭାରତ ୧୯୭୧ ଯୁଧ୍ୟରେ ପାକିସ୍ତାନର ୯୩୦୦୦ ଯୁଧ୍ୟବନ୍ଦୀମାନଙ୍କୁ ଛାଡି ଦେଇଥିଲେ, କିନ୍ତୁ ତତ୍କାଲୀନ ସରକାର ନିଜର ୫୪ ଜଣ ଯବାନଙ୍କୁ ଭୁଲି ଗଲେ । ଇନ୍ଧିରା ଗାନ୍ଧୀ ନିଜକୁ ମହାନ କରିବା ପାଇଁ ୯୩୦୦୦ ଯୁଧ୍ୟବନ୍ଦୀଙ୍କୁ ବିନା କୌଣସି ସର୍ତରେ ଛାଡି ଦେଇଥିଲେ ।

କିନ୍ତୁ ଥରେ ହେଲେ ବି ପାକିସ୍ତାନ ସରକାରକୁ କହିଲେ ନାହିଁ କି ଆମର ୫୪ ଜଣ ଯୁଧ୍ୟବନ୍ଦି କେଉଁଠି ଅଛନ୍ତି ? ତାଙ୍କୁ ଆପଣ ଛାଡିବେ ? ଏମିତିରେ ଆଜି ୫୪ ଜଣ ଯୁଧ୍ୟବନ୍ଦୀ ମାନେ ଭାରତର ଯବାନ ମାନେ ହଜି ଯାଇଛନ୍ତି । କେହି ବି ଏହା ବି କହି ପାରିବେ ନାହିଁ କି ସେମାନେ ବଞ୍ଚିଛନ୍ତି ନା ନାହିଁ ।

ଆରଟୀଆଈ ଦ୍ଵାରା ଖୋଲା ଗଲା

୧୯୬୫ ଏବଂ ୧୯୭୧ ଯୁଧ୍ୟବନ୍ଦୀମାନଙ୍କୁ ଭାରତ ସରକାର ଆଣିବା ପାଇଁ କଣ କରିଥିଲେ, ଏହା ବିଷୟରେ ଏକ ଆରଟୀଆଈରେ ପଚରା ଯାଇଥିଲା । ଆରଟୀଆଈର ଜବାବ ରକ୍ଷା ମନ୍ତ୍ରଳୟ ତରଫରୁ ଆସିଥିଲା । କହିଦେଉଛୁ ଯେ ଏହି କଥାକୁ ୨୦୦୭ରେ ଖୋଲା ଯାଇଥିଲା । ରକ୍ଷା ମନ୍ତ୍ରାଳୟରୁ ଜବାବ ଆସିଲା କି ସରକାର ପାକିସ୍ତାନ ଠାରୁ ଲଗାତର ଏହି ବିଷୟରେ କଥାବାର୍ତ୍ତା କରୁଛି, କିନ୍ତୁ ପାକିସ୍ତାନ ଏହା ସ୍ଵୀକାର କରୁ ନାହିଁ କି ତାହା ପାଖରେ କୌଣସି ଯୁଧ୍ୟବନ୍ଦୀ ଅଛି ବୋଲି ।

କହିଦେଉଛୁ ଯେ ୨୦୦୭ରେ ଯୁଧ୍ୟବନ୍ଦୀଙ୍କର ପରିବାର ଲୋକମାନଙ୍କୁ ପାକିସ୍ତାନ ଜେଲକୁ ନିଆଯାଇଥିଲା, କିନ୍ତୁ କୌଣସି ଯୁଧ୍ୟବନ୍ଦି ସେଠି ମିଳିଲେ ନାହିଁ ।

ଏହି ଆରଟୀଆଈର ଜବାବାରେ ବିଦେଶ ମନ୍ତ୍ରୀ ଜବାବ ଦେଇ କହିଲେ କି ୧୯୬୫ର ୬ ଯୁଧ୍ୟବନ୍ଦି ପାକିସ୍ତାନରେ ବନ୍ଦୀ ଅଛନ୍ତି, ଯେଉଁଥିରେ ଲେଫ୍ଟିନେଂଟ ବୀକେ ଆଜାଦ, ଗନର ମଦନ ମୋହନ, ଗନର ସୁଜ୍ଜନ ସିଂହ, ଫ୍ଲାଇଟ ଲେଫ୍ଟିନେଂଟ ବାବୁଲ ଗୁହା, ଫ୍ଲାଇଂଗ ଅଫସର ତେଜିଂଦର ସିଂହ ସେଠୀ ଏବଂ ସ୍କ୍ୱାଡ୍ରନ ଲୀଡର ଦେବ ପ୍ରସାଦ ଚଟର୍ଜୀ ସାମିଲ ଅଛନ୍ତି । ସରକାର ତାଙ୍କୁ ଛଡାଇବା ପାଇଁ ପ୍ରୟାସ କରୁଛି ।

ଯାହା ପାଇଁ ଏକ ସମିତି ବି ତିଆରି କରାଯାଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସମିତି କୌଣସି ପରିଣାମରେ ପହଞ୍ଚି ନାହିଁ । ଏହା ସହିତ ବିଦେଶ ମନ୍ତ୍ରାଳୟ ଏହି ବି ସ୍ଵୀକାର କରିଛନ୍ତି କି ୧୯୭୧ ଯୁଧ୍ୟରେ ୪୮ ଯୁଧ୍ୟବନ୍ଦି ଅଛନ୍ତି ଏବଂ ସେ ସେଠିକାର ଜେଲରେ ଅଛନ୍ତି, କିନ୍ତୁ ପାକିସ୍ତାନ ଏହାକୁ ସ୍ଵୀକାର କରୁନାହିଁ ।

ଏହା ଥିଲା ସଠିକ ପ୍ରମାଣ

୧. ୧୯୭୧ରେ ପାକିସ୍ତାନୀ ଖବର କାଗଜ ଆବ୍ଜର୍ବର ଫ୍ଲାଇଟ ଲେଫ୍ଟିନେଂଟଙ୍କର ନାମ ଯୁଧ୍ୟ ବନ୍ଦୀରେ ଛାପି ଥିଲେ ଏବଂ ଏହା ବି କହିଥିଲେ କି ପାକିସ୍ତାନ ପାଖରେ ଭାରତର ଅନ୍ୟ ୫ ଜଣ ଯୁଧ୍ୟବନ୍ଦୀ ଅଛନ୍ତି, କିନ୍ତୁ ସରକାର ତାଙ୍କୁ ଛଡାଇ ପାରିଲେ ନାହିଁ ।

୨. ୧୯୭୧ରେ ହିଁ ଟାଇମ ମୈଗଜୀନ ମେଜର ଏ.କେ. ଘୋଷଙ୍କର ଫଟୋ ବି ଛାପିଥିଲେ, ଯେଉଁଥିରେ କୁହାଯାଇଥିଲା କି ପାକିସ୍ତାନରେ ସେ ବନ୍ଦୀ ଅଛନ୍ତି ।

ଏହିଭଳି ଭାବରେ ବହୁତ ମିଡିୟା ରିପୋର୍ଟ ଅଛି, କିନ୍ତୁ ସେହି ସମୟରୁ ନେଇ ଆଜି ପର୍ଯ୍ୟନ୍ତ କେତେ ସରକାର ଆସିଲେ ଏବଂ ଚାଲିଗଲେ, କିନ୍ତୁ ସେ ୫୪ ଜଣ ଯୁଧ୍ୟବନ୍ଦୀମାନଙ୍କ ବିଷୟରେ କୌଣସି ବି ଧ୍ୟାନ ଦେଇ ନାହାନ୍ତି ।

ପୋଷ୍ଟଟିକୁ ଅଧିକରୁ ଅଧିକ ସେଆର କରନ୍ତୁ ଓ ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।