ବଡ ଖବର : ଆମେରିକା ଜାରି କଲା କି ଓସାମା ବିନ ଲାଡେନର ପୁଅର ଠିକଣା କହିବା ଲୋକକୁ ମିଳିବ ଏତେ କୋଟି ଟଙ୍କାର ପୁରସ୍କାର

ଗୋଟିଏ ପଟେ ଭାରତ ଏବଂ ପାକିସ୍ତାନ ସୀମା ଉପରେ ଯୁଧ୍ୟର ପରିସ୍ଥିତ ଅଛି । ଏବଂ ଏହି ସମୟରେ ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି । ତାଜା ସୂଚନା ଆନୁସାରେ କୁହା ଯାଉଛି କି କିଛି ବର୍ଷ ପୂର୍ବେ ଅଲକାୟଦାର ପ୍ରମୁଖ ଓସାମା ବିନ ଲାଡେନଙ୍କର ଆତଙ୍କି କାମ ଦ୍ଵାରା ଚିନ୍ତିତ ହୋଇ ଆମେରିକା ପାକିସ୍ତାନ ମଧ୍ୟରେ ପଶି ତାକୁ ମାରି ଥିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି କି ପୁଣିଥରେ ଆମେରିକାର ଆତଙ୍କି ସମସ୍ୟା ପଛରେ ଓସାମା ବିନ ଲାଡେନଙ୍କର ପୁଅ ହମଜା ବିନ ଲାଡେନ ଅଛି।

ବର୍ତ୍ତମାନ ଆମେରିକାର ଉଚ୍ଚ ଅଧିକାରୀମାନେ ଏବଂ ସେନାମାନେ ଓସମାଙ୍କର ପୁଅକୁ ଖୋଜୁଛନ୍ତି । ଏବଂ ଓସାମାଙ୍କର ପୁଅ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ଦେବେ ତାଙ୍କୁ ୧୦ ଲକ୍ଷ ଡଲାରର ଉପହାର ଦେବାର ବି ଘୋଷଣା କରନ୍ତି କରିଛନ୍ତି । ମାନେ ପାଖାପାଖି ୭୦ କୋଟି ଟଙ୍କା ।

ଆମେରିକା ତରଫରୁ କୁହାଯାଇଛି କି ହମଜା ନିଜ ପିତାର ପ୍ରତିଶୋଧ ନେବା ପାଇଁ ଆମ ଦେଶରେ କୌଣସି ବଡ ଆକ୍ରମଣ କରିବାର ଷଡଯନ୍ତ୍ର କରୁଛି । ତାହା ଦ୍ଵାରା କୌଣସି ବି ପ୍ରକାରର ଆକ୍ରମଣକୁ ନଷ୍ଟ କରିବା ପାଇଁ ଆମେରିକା ସରକାର ତାହାକୁ ଖୋଜିବାର ପ୍ରକ୍ରିୟାକୁ ବଢାଇ ଦେଇଛନ୍ତି । ଏବଂ ଏହା ସହିତ ହମଜା ଉପରେ ଏତେ ବଡ ଉପହାର ବିଷୟରେ ବି ଘୋଷଣା କରିଛନ୍ତି ।

ପ୍ରେସ କନ୍ଫ୍ରେଂସରେ ବିଦେଶ ବିଭାଗର ଅଧିକାରୀ ଏମଟି ଇବାନୋକ କହିଛନ୍ତି କି ହମଜା ଆମେରିକା ଏବଂ ତାହାର ସହଯୋଗୀମାନଙ୍କ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁଛି । ଏବଂ ହମଜା ଆକ୍ରମଣର ଧମକ ବି ଦେଇଛି ।

ଆମେରିକା ଅଧିକାରୀମାନଙ୍କ ତରଫରୁ ସୂଚନା ଦିଆଯାଇଛି କି ଅଲକାୟଦା ଗତ କିଛି ସମୟ ହେବ ଶାନ୍ତ ଅଛି । କିନ୍ତୁ ଏହା କେବଳ ରଣନୀତିକ ଚୁପ୍ପୀ ଅଟେ ନା କି ଆତ୍ମସମର୍ପଣ । ଅଲକାୟଦା ପାଖରେ ଆମ ଉପରେ ଆକ୍ରମଣ କରିବାର କ୍ଷମତା ଏବଂ ଉପାୟ ଦୁଇଟି ଯାକ ଅଛି । କହିଦେଉଛୁ ଯେ ଆମେରିକାର ନେବି ସିଲ ପାକିସ୍ତାନର ଐବଟାବାଦରେ ଏକ ଏୟାର ଆକ୍ରମଣ କରି ଓସାମା ବିନ ଲାଡେନକୁ ମାରିଥିଲେ । ବର୍ତ୍ତମାନ ଆମେରିକା ଓସାମା ର ପୁଅକୁ ମାରିବାର ଯୋଜନା କରୁଛି ।

ଆପଣଙ୍କୁ କହି ଦେଉଛୁ ଯେ ଓସାମାର ପୁଅ ହମଜା ବିନ ଲାଡେନ ବର୍ତ୍ତମାନ ହିଁ ବାହା ହୋଇଛି । ଯେଉଁ କଥାର ପୃଷ୍ଟି ନିଜର ଓସାମା ବିନ ଲାଡେନର ସୌତେଲେ ଭାଇମାନେ ‘ଦ ଗାର୍ଜିୟନ’ରେ ଦେଇଥିବା ଇଣ୍ଟରଭିୟୁରେ କହିଛନ୍ତି । ଏହା ସହିତ ସେମାନେ କହିଛନ୍ତି କି ଓସାମାର ପୁଅ ହମଜାକୁ ବର୍ତ୍ତମାନ ଅଲକାୟଦାରେ ବହୁତ ବଡ ଉଚ୍ଚ ପଦ ମିଳି ଯାଇଛି ଏବଂ ଏହା ବି ଠିକ ଅଟେ କି ସେ ବର୍ତ୍ତମାନ ନିଜ ପିତା ଓସାମାଙ୍କର ହତ୍ୟାର ପ୍ରତିଶୋଧ ନେବାର ଚିନ୍ତା କରୁଛି । ଏବଂ ନିଶ୍ଚିତ ରୂପରେ ସେ ୯/୧୧ ଭଳି କିଛି ବଡ କରିବାର ଭାବୁଛି ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।