ଜୀବନ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ବୁଡିଗଲା ହାତୀ, ଦେଖନ୍ତୁ Video, ଆପଣ ନ କାନ୍ଦି ରହି ପାରିବେନି

ଗତକାଲି ମହାନଦୀ ମୁଣ୍ଡଳି ଠାରେ ଘ-ଟି-ଥି-ବା ଦୁଃଖଦ ଘ-ଟ-ଣା ସମଗ୍ର ରାଜ୍ୟବାସୀଙ୍କୁ ହତଚକିତ କରି ରଖି ଦେଇଛି । ମହାନଦୀର ପ୍ରଖର ସ୍ରୋ-ତ ମଧ୍ୟ ଫ-ସି ରହିଥିଲା ଗୋଟିଏ ଦନ୍ତା ହାତୀ । ଅନେକ ସମୟ ଧରି ପାଣି ସୁଅକୁ କା-ଟି ବାହାରକୁ ଆସିବାକୁ ଚେଷ୍ଟା ଜାରି ରଖିଥିଲା । ହାତୀ ଏପରି ଏକ ଜୀବ ଯାହା ବହୁତ ବୁଦ୍ଧିମାନ ଏବଂ ସବୁ କିଛି ବୁଝିପାରେ ବୋଲି କୁହାଯାଏ । ଜାଣିଥିଲା ତା ପଛରେ ଅଛି ବି-ପ-ଦ ତଥାପି ଧୈର୍ଯ୍ୟ ନ ହରାଇ ଆଗକୁ ବଢିବାକୁ ପ୍ରାଣପଣେ ଚେଷ୍ଟା କରୁଥିଲା ।

ହାତୀ ନଦୀ ମଧ୍ୟରେ ଫ-ସି ଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ କିଛି ଓଡ୍ରାଫ ଟିମ ଓ କିଛି ଗଣମାଧ୍ୟମ ପ୍ରତିନିଧି । ହାତୀକୁ କୂଳ ଆଡକୁ ସୁରକ୍ଷିତ ଭାବେ ନେଇ ଆସିବା ପାଇଁ ଏକ ରବର ବୋଟରେ ଯାଇଥିଲେ କିଛି ଓଡ୍ରାଫ କର୍ମଚାରୀ ଓ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି । ଆଉ ଏହି ସମୟରେ ଘ-ଟି-ଥି-ବା ଅ-ଘ-ଟ-ଣ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଓଡ୍ରାଫ ବୋଟ ନିୟନ୍ତ୍ରଣ ହ-ରା-ଇ ଖାଇ ମଧ୍ୟକୁ ଖସି ପଡିଥିଲା ଓ ବହୁତ କଷ୍ଟରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଏହା ସହ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କୁ ହରାଇଛି ଓଡିଶା । ତେବେ ଏତେ ସବୁ ଅ-ଘ-ଟ-ଣ ଘ-ଟି-ବା ପରେ ବି ହାତୀକୁ ଉଦ୍ଧାର କରାଯାଇ ପାରିଲା ନାହିଁ । କେତେ ସମୟ ବା ସଂ-ଘ-ର୍ଷ କରିଥାନ୍ତା ନିର୍ବିକ ଜୀବଟି । ନିଜେ ବି-ପ-ଦ-ରେ ପଡିଥିଲେ ମଧ୍ୟ ଖାଇକୁ ଖସି ପଡିଥିବା ବୋଟ ପ୍ରତି ତା ଆଚରଣ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଆଗକୁ ବଢିବାକୁ ଚେଷ୍ଟା କରୁଥିବା ହାତୀ ଖାଇ ମଧ୍ୟରେ ବୋଟ ଖସି ପଡିବା ଦେଖି ହଠାତ ପଛକୁ ବୁଲି ଯାଇଥିଲା । ଆଉ ବାରମ୍ବାର ଶୁଣ୍ଢ ବଢାଇ ବୋଟକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲା ।

କିନ୍ତୁ ତା ପକ୍ଷେ ଏହା ସମ୍ଭବ ହେଉ ନଥିଲା । ହାତୀର ସମସ୍ତ ଉଦ୍ୟମ ବିଫଳ ଯାଇଥିଲା । ଆଉ ଶେଷରେ ହାତୀ ମଧ୍ୟ ପାଣି ସୁଅରେ ବୁଡିଗଲା । ଆଉ ଏବେ ହାତୀକୁ ଖୋଜୁଛି ଓଡ୍ରାଫ ଟିମ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।