‘ଧନ ତୁମେ ଫେରି ଆସ’ କହି କାନ୍ଦି କାନ୍ଦି ଗଡି ଯାଉଛନ୍ତି Arindam Das ଙ୍କ ପତ୍ନୀ, ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ, ଦେଖନ୍ତୁ Video

ଗତକାଲି ମହାନଦୀର ମୁଣ୍ଡଳି ବ୍ୟାରେଜରେ ଓଡ୍ରାଫ ବୋଟ ବୁ-ଡି ଦୁ-ର୍ଘ-ଟ-ଣା-ରେ ଓଡିଶା ତାର ଜଣେ ନିର୍ଭୀକ ଏବଂ ସାହସୀ ଗ-ଣ-ମା-ଧ୍ୟ-ମ ପ୍ରତିନିଧିଙ୍କୁ ହରାଇଛି । ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ସହ ରବରବୋଟରେ ଯାଇଥିବା ଓଟିଭିର ଯୁବ ଗ-ଣ-ମା-ଧ୍ୟ-ମ ପ୍ରତିନିଧି ଅରିନ୍ଦମ ଦାସ ମହାନଦୀର ଗଭୀର ଜଳରେ ବୁ-ଡି ପ୍ରା-ଣ ହ-ରା-ଇ-ଛ-ନ୍ତି । ତାଙ୍କର ଏଭଳି ଅ-କା-ଳ ବି-ୟୋ-ଗ-ରେ ତାଙ୍କ ପରିବାର ଲୋକେ ସଂପୂର୍ଣ୍ଣ ଭାବେ ଭା-ଙ୍ଗି ପଡିଛନ୍ତି ।

କାହାରି ଆଖିରେ ଆଉ ଲୁହ ବାହାରୁନି କି ପାଟିରୁ ଭାଷା ମଧ୍ୟ ବାହାରୁନି । ଏକଦମ ସ୍ତବ୍ଧ ହୋଇ ବସି ରହିଛନ୍ତି ଅରିନ୍ଦମଙ୍କ ପରିବାର ଲୋକେ । ଅରିନ୍ଦମଙ୍କ ପିତାଙ୍କ ବି-ୟୋ-ଗ ପୂର୍ବରୁ ହୋଇ ଯାଇଥିବା ବେଳେ ତାଙ୍କ ଘରେ ଅରିନ୍ଦମଙ୍କ ମା, ପତ୍ନୀ ଓ କୋମଳ ଶିଶୁଟି ଅଛନ୍ତି । ତାଙ୍କ ଶିଶୁଟି ତ ଏବେ ଅଜ୍ଞାତ ଅଛି । ଜୀବନ ମୃ-ତ୍ୟୁ ଏସବୁ ଭଲ ଭାବେ ବୁଝି ନାହିଁ । କିନ୍ତୁ ଏତେ କୁନି ବୟସରୁ ବାପା ଛେଉଣ୍ଡ ହୋଇ ଯାଇଛି । ଅରିନ୍ଦମଙ୍କ ମାଆ ପୂର୍ବରୁ ସ୍ଵାମୀଙ୍କୁ ହରାଇଥିବା ବେଳେ ଏକମାତ୍ର ପୁଅକୁ ମଧ୍ୟ ହରାଇ ଦେଇଛନ୍ତି । ମା’ର ଦୁଃଖ କିଏ ଅନୁଭବ କରିପାରେ !

ବୃଦ୍ଧା ବୟସରେ ପୁଅ ମୁହଁ ଚାହିଁ ଓ ତା ଉପରେ ନିର୍ଭର କରି ବଞ୍ଚିଥିବା ବୁଢୀ ମା ତାର ଏକମାତ୍ର ସାହାରା ପୁଅକୁ ହରାଇ ଦେଇଛନ୍ତି ଏହିଭଳି ଏକ ଦୁ-ର୍ଘ-ଟ-ଣା-ରେ । ଅରିନ୍ଦମଙ୍କ ପତ୍ନୀ ମଧ୍ୟ ଏ ବୟସରୁ ବିଧବା ହୋଇ ଯାଇଛନ୍ତି । ସ୍ଵାମୀଙ୍କୁ ହରାଇ ଅକୁହା ବେଦନାରେ କାନ୍ଦି କାନ୍ଦି ଭୁଇଁରେ ଲୋଟୁଛନ୍ତି । ଅରିନ୍ଦମଙ୍କ ପା-ର୍ଥି-ବ ଶ-ରୀ-ର ପାଖେ ‘ଧନ ତୁମେ ଫେରି ଆସ’ କହି କହି ତାଙ୍କ କ୍ର-ନ୍ଦ-ନ ଦେଖିଲେ ଆପଣ ମଧ୍ୟ ନିଜ କୋହ ସମ୍ଭାଳି ପାରିବେ ନାହିଁ । ସ୍ଵାମୀକୁ ହରାଇବା ଦୁଃଖ କେବଳ ତାଙ୍କ ସ୍ତ୍ରୀ ହିଁ ଅନୁଭବ କରିପାରେ ।

ନିଜ ପ୍ରିୟ ମଣିଷ ଆଖି ସାମନାରେ ମୃ-ତ ହୋଇ ପଡିଥିବା ଦେଖିଲେ ବି ମନ ବୁଝେ ନାହିଁ । ଏମିତି ଲାଗେ ସତେ ଯେମିତି କଣ ଗୋଟେ ଚମତ୍କାର ହୋଇଯିବ ଆଉ ସେ ଏବେ ଉଠି ବସି ପଡିବେ । କିନ୍ତୁ କୁହାଯାଏ ‘ବିଧିର ବିଧାନ କେ କରିବ ଆନ’ । ଅରିନ୍ଦମ ଯେଉଁ ସ୍ଥାନକୁ ଯାଇଛନ୍ତି ସେଠାରୁ ଏ ଜନ୍ମରେ ତ ଫେରି ଆସିବା ଅସମ୍ଭବ ଅଟେ । ଭଗବାନ ତାଙ୍କ ପରିବାର ଲୋକଙ୍କ ମନରେ ଶାନ୍ତି ସାନ୍ତ୍ଵନା ଦିଅନ୍ତୁ ଏତିକି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।