ଦେହ ବ୍ୟାପାର ରେ ଧରାପଡ଼ିଲେ ତିନିଜଣ ହିନ୍ଦୀ ସିରିଏଲ ଅଭିନେତ୍ରୀ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ମହାରାଷ୍ଟ୍ର ପୋଲିସ କୁ ବଡ଼ ସଫଳତା ହିନ୍ଦୀ ସିରିଏଲ ଅଭିନେତ୍ରୀ ମାନେ ଦେହ ବ୍ୟାପାରରେ ସଂଶ୍ଳିଷ୍ଟ ଥିବା କଥା ପଦାକୁ ଆସିଛି । ଦୀର୍ଘ ଦିନ ଧରି ଚାଲି ଆସିଥିଲେ ଏହି ସେ-କ୍ସ ରାକେଟ । ଏହି ରାକେଟ କେବଳ ଧନୀ ଲୋକ ବ୍ୟବସାୟୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିଲା । କାରଣ ଏହି ହିରୋଇନ ମାନଙ୍କ ସହ କେବଳ ଧନୀ ଲୋକ ମାନେ ହିଁ ରାତି ବିତାଇ ପାରିବେ । ଏହି ଧାରାବାହିକ ଅଭିନେତ୍ରୀ ମାନଙ୍କ ରାତିକର ଦାମ ଥିଲା ପ୍ରାୟ 10 ଲକ୍ଷ ଟଙ୍କାରୁ 15 ଲକ୍ଷ ଟଙ୍କା । ଦୀର୍ଘ ଦିନ ଧରି ମୁମ୍ବାଇର ବିଭିନ୍ନ ହୋଟେଲ ରେ ଏହି ଅଭିନେତ୍ରୀ ମାନେ ଦେହ ବ୍ୟବସାୟ କରି ଆସୁଥିଲେ ।


ଏହି ସେ-କ୍ସ ରାକେଟରେ ସଂଘର୍ଷ କରୁଥିବା ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ ଜଡିତ ଥିବା ମୁମ୍ବାଇ ପୋଲିସ ଖୁଲାସା କରିଛି । ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଶାଖା ଜଣେ ଗ୍ରାହକଙ୍କୁ ପଠାଇ 10.50 ଲକ୍ଷ ଟଙ୍କା ପାଇଁ ତିନିଜଣ ମହିଳାଙ୍କ ପାଇଁ ଏକ ଡିଲ୍ କରିଥିଲା ।

ଏହି ତିନିଜଣ ହିନ୍ଦୀ ସିରିଏଲ ଅଭିନେତ୍ରୀ ଥିଲେ । ଏମାନେ ସୁନ୍ଦରୀ ଏବଂ ଜଣାଶୁଣା ଚେହେରା ଅଟନ୍ତି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ସେ-କ୍ସ ରାକେଟକୁ ଠାବ କରି ଏକ ଛୋଟ ଚଳଚ୍ଚିତ୍ର ଅଭିନେତାଙ୍କୁ ଗିରଫ କରିଛି ​​ଏବଂ ଟେଲିଭିଜନ ସିରିଏଲରେ ଅଭିନୟ କରିଥିବା ତିନିଜଣ ମହିଳାଙ୍କୁ ଉଦ୍ଧାର କରିଥିଲା ​​ବୋଲି ଶନିବାର ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି ।

ପୋଲିସ୍ ନିଜର ଜଣେ ଏଜେଣ୍ଟ ଙ୍କୁ ଏହି କାମ ପାଇଁ ଲଗାଇଥିଲେ । 10 ଲକ୍ଷ ଟଙ୍କା ରେ ହିରୋଇନ ର ଆବଶ୍ୟକତା ଅଛି ବୋଲି ଏଜେଣ୍ଟ ଜଣଙ୍କ ଦେହ ବେପାରୀ ଡିଲର ଙ୍କୁ କହିଥିଲେ ଏହାପରେ ଡିଲର ଏଭଳି ହିରୋଇନ ମିଳିଯିବେ ବୋଲି କହିଥିଲେ ।

ପ୍ରଥମେ ତ ଏଜେଣ୍ଟ ଙ୍କୁ ବିଶ୍ୱାସ ହୋଇନଥିଲା । ତାପରେ କିନ୍ତୁ ଏହି ରାକେଟ ସତ ହୋଇଥିବା କଥା ଜଣାପଡିଛି । ତିନି ଜଣ ଅଭିନେତ୍ରୀ ଙ୍କୁ ପୋଲିସ ରିମାଣ୍ଡ ରେ ନେଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।