Garuda Puran- ମୃ-ତ୍ୟୁ ପୂର୍ବରୁ ଯମରାଜ ଦିଅନ୍ତି ଏହି 4 ଟି ସଙ୍କେତ, ଯାହାକୁ ଆମେ ହିଁ ବୁଝି ପାରୁନା

ମନୁଷ୍ୟ ଶରୀରରେ ଅବସ୍ଥିତ ଆତ୍ମା ଅମର ଅଟେ । ତାକୁ କେହି ମଧ୍ୟ ବଧ କରି ପାରେନାହିଁ । କିନ୍ତୁ ଶରୀର ଅମର ନୁହେଁ, ଏହା ଦିନେ ନା ଦିନେ ନିଶ୍ଚୟ ମୃ-ତ୍ୟୁ-ବ-ର-ଣ କରିଥାଏ । ମନୁଷ୍ୟ ଏହି ଭୌତିକ ସଂସାରରେ ଜନ୍ମ ନେବା ମାତ୍ରେ ହିଁ ତାର ମୃ-ତ୍ୟୁ ସମୟ ମଧ୍ୟ ସ୍ଥିର ହୋଇଯାଏ ।

ମୃ-ତ୍ୟୁ ଏପରି ଏକ ବିଷୟ ଅଟେ ଯାହା ପ୍ରତ୍ଯେକ ମନୁଷ୍ୟ ଜାଣିବାକୁ ଜିଜ୍ଞାସା ରଖିଥାଏ । ଆମ ପ୍ରାଚୀନ ଗ୍ରନ୍ଥ ଗୁଡିକରେ ମୃ-ତ୍ୟୁ ସମ୍ବନ୍ଧିତ ସମସ୍ତ ରହସ୍ୟ ଉଜାଗର କରାଯାଇଛି । ଗରୁଡ ପୁରାଣରେ ଜୀବନ ରୁ ମୃ-ତ୍ୟୁ ଯାଏ ଓ ଆତ୍ମାର ଯାତ୍ରା ବିଷୟରେ ବିସ୍ତାରରେ ଉଲ୍ଲେଖ ଅଛି । ଗରୁଡ ପୁରାଣରେ ଭଗବାନ ବିଷ୍ଣ ଗରୁଡଙ୍କୁ ମୃ-ତ୍ୟୁ ପରେ ହେଉଥିବା ଘଟଣା, ନ-ର୍କ-ଲୋ-କ ଓ ଏହାରା ଯା-ତ-ନା, ସ୍ଵ-ର୍ଗଲୋକ ଓ ପୁନର୍ଜନ୍ମ ସମସ୍ତ ବିଷୟ ଜଣାଇ ଅଛନ୍ତି । ପୃଥିବୀରେ ଜନ୍ମିତ ପ୍ରତ୍ଯେକ ଜୀବ ଜୀବନ ଓ ମୃ-ତ୍ୟୁ ଚକ୍ର ମଧ୍ୟରେ ଫ-ସି ରହିଥାଏ ।

ସେଥିପାଇଁ ମୃ-ତ୍ୟୁ ଉପରେ ବିଜୟ ପାଇବା ଅସମ୍ଭବ ଅଟେ । ଈଶ୍ବରଙ୍କ ଇଚ୍ଛା ବିନା କେଉଁ ମନୁଷ୍ୟ ମଧ୍ୟ ଧାର୍ଯ୍ୟ କରାଯାଇ ଥିବା ସମୟ ଠାରୁ କ୍ଷଣମାତ୍ର ଅଧିକ ସମୟ ଜୀବିତ ରହିପାରେ ନାହିଁ । ପ୍ରତ୍ଯେକ ବ୍ୟକ୍ତି ଜୀବନର ଏହି କ-ଟୁ ସତ୍ୟତା ଜାଣିଥିଲେ ମଧ୍ୟ ମୃ-ତ୍ୟୁକୁ ନେଇ ଭୟଭୀତ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଗରୁଡ ପୁରାଣରେ ମୃ-ତ୍ୟୁ ପୂର୍ବରୁ କେଉଁ ସବୁ ସଙ୍କେତ ମିଳିଥାଏ ବୋଲି ଉଲ୍ଲେଖ ଅଛି ।

ଗରୁଡ ପୁରାଣରେ ଅନୁସାରେ ମନୁଷ୍ୟର ମୃ-ତ୍ୟୁ ନିକଟ ହେଲେ ତାର ନିଜ ଛାଇ ତା ସାଥ୍ ଛାଡିଦିଏ । ସେହି ମନୁଷ୍ୟକୁ ତେଲ ଏବଂ ପାଣିରେ ନିଜର ପ୍ରତିବିମ୍ବ ଦିଶେ ନାହିଁ । କାହା ସହ ଏପରି ହେଉଥିଲେ ବୁଝି ନେବା ଉଚିତ କି ତାର ଅନ୍ତିମ ସମୟ ନିକଟ ହୋଇଯାଇଛି । ଯେଉଁ ମନୁଷ୍ୟର ମୃ-ତ୍ୟୁ ନିକଟ ହୋଇଥାଏ ତାର ଆଖପାଖରେ ପୂର୍ବଜ ବା ପିତୃପୁରୁଷ ଦେଖାଯାନ୍ତି ବା ଅନୁଭବ ହୁଏ । ମନୁଷ୍ୟର ମୃ-ତ୍ୟୁ ନିକଟ ହେଲେ ତା ଶରୀରରୁ ଏକ ଭିନ୍ନ ପ୍ରକାର ଗନ୍ଧ ବାହାରିଥାଏ ଯାହା ତାକୁ ବିଲକୁଲ ମଧ୍ୟ ଭଲ ଲାଗେ ନାହିଁ ।

ଏଥିରୁ ବୁଝିନେବା ଉଚିତ କି ତାର ଅନ୍ତ ସମୟ ସନ୍ନିକଟ ଅଟେ । ମନୁଷ୍ୟର ମୃ-ତ୍ୟୁ ନିକଟ ହେଲେ ଆଇନାରେ ତା ଚେହେରା ବଦଳରେ ଅନ୍ୟ ଚେହେରା ଦେଖାଯାଇ ଥାଏ ମିବା ଅନେକ ସମୟରେ ତାକୁ ନିଜର ବିକୃତ ରୂପ ଦେଖା ଦେଇଥାଏ । ଏହା ତାକୁ ମୃ-ତ୍ୟୁର ଆଭାସ ଦେଇଥାଏ । ଏହା ବ୍ଯତୀତ ମନୁଷ୍ୟର ମୃ-ତ୍ୟୁ ପାଖେଇ ଆସିଲେ ତାର ଶରୀର ହଳଦିଆ ବା ହାଲୁକା ଲାଲ ଦେଖାଯାଏ ଓ ଭିତରୁ ତା ତ୍ଵଚା ଜଳିବା ପରି ଅନୁଭବ ହୋଇଥାଏ । ଯଦି କେଉଁ ବ୍ୟକ୍ତି ପାଇ ହୋଇଥାଏ ତେବେ ତାକୁ ନର୍କ ଯିବାର ଅନୁଭବ ପୂର୍ବରୁ ହିଁ ହୋଇଯାଏ ।

ମୃ-ତ୍ୟୁ ନିକଟ ଆସିଲେ ସୂର୍ଯ୍ୟ ଏବଂ ଚନ୍ଦ୍ରର ଆଲୋକ ଦିଶିବା ମଧ୍ୟ ବନ୍ଦ ହୋଇଯାଏ । ଅନେକ ସମୟରେ ଚନ୍ଦ୍ର ଭାଙ୍ଗି ଯାଇଥିବା ଭଳି ଦେଖାଯାଏ । ମଣିଷର ଆଖି ବହୁତ ଦୁର୍ବଳ ହୋଇଯାଏ । ଯେଉଁ ବ୍ୟକ୍ତି ଜୀବନରେ ପୂଣ୍ୟକର୍ମ କରିଥାଏ, ତାକୁ ତା ଆଖି ସାମନାରେ ଗୋଟିଏ ଦିବ୍ୟ ଆଲୋକର ଅନୁଭବ ହୋଇଥାଏ ଓ ଏପରି ବ୍ୟକ୍ତି ମୃ-ତ୍ୟୁ-କୁ ଡ-ରି ନ ଥାଏ ।

ପା-ପୀ ବ୍ଯକ୍ତିର ମୃ-ତ୍ୟୁ ନିକଟ ହେଲେ ତାକୁ ଆଖି ସାମନାରେ ଭୟଙ୍କର ଯ-ମ-ରା-ଜ ଦେଖାଯାନ୍ତି । ଯାହା ଦେଖି ସେ ଭ-ୟ କରିଥାଏ ଓ ନିଜ ପା-ପ-କର୍ମ ଯୋଗୁଁ ପ-ଶ୍ଚା-ତାପ କରିଥାଏ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।