ଏକ ଚିକମିକ କରୁଥିବା ବସ୍ତୁ ଆସି ଚାଷ ଜମିରେ ପଡ଼ିଲା, ଯାହାକୁ ଦେଖି ଏଣେ ତେଣେ ଦୈାଡିଲେ ଲୋକେ…

ମଝି ଆକାଶରୁ ଖସିଲା ଜଣା ବସ୍ତୁ । କଣ ସେହି ଅଜଣା ବସ୍ତୁ ? ଆଉ କେଉଁ ଗ୍ରହରୁ ଆସିଲା ? ଲୋକଙ୍କ ମନରେ ଏବେ ଖେଳାଇ ଦେଇଛି କୋକୁଆ ଭୟ । ଭୟରେ ଲୋକେ ଆତଙ୍କିତ ହୋଇ ପଡିଲେଣି । ହଁ ଦର୍ଶକ ବନ୍ଧୁ କିଛି କୁଆଡୁ ନ ଥିଲା ହଠାତ ମଝି ଆକାଶରୁ ଖସିଲା ଚିକମିକ କରୁଥିବା ଏକ ରହସ୍ୟମୟ ବସ୍ତୁ । କେଉଁଠୁ ଆସିଲା କୁଆଡୁ ଆସିଲା ଏ ସବୁକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ଖେଳି ଯାଇଛି ।

ଦିଲ୍ଲୀ ଗ୍ଵାର୍ଲିୟୋ ଜିଲ୍ଲା ରେ ଭିତରରୁହା ଥାନା ଅଧୀନରେ ଥିବା ଯୋରା ଗାଁ ରେ ଆକାଶ ରୁ ରହସ୍ୟମୟ ବସ୍ତୁ ଖସି ପଡିଛି । ଯାହାକୁ ଦେଖି ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି । ଏହି ବସ୍ତୁ ଆକାଶରୁ ଖସିବା ପରେ ଚଟାଣ ର ପ୍ରାୟ 2 ଫୁଟ ଭିତରକୁ ଦାବି ରହିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ଗାଁ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଆଉ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଆକାଶ ରୁ ଖସିଥିବା ବସ୍ତୁ ଟି କଣ ତାହା ଏ ଯାଏଁ ଜଣା ପଡିନି । ବିଶେଷଜ୍ଞ ଦଳ ଏହାର ଯାଞ୍ଚ କରୁଛନ୍ତି । ଚାଷୀ ଙ୍କ ଚାଷ ଜମିରେ କାମ ଚାଲିଥିଲା । ଆଖ ପାଖ ଜମି ରେ ଚାଷୀ ମାନେ ଚାଷ କରୁଥିଲେ । ଆଉ ଏହି ସମୟରେ ହଠାତ ଆକାଶରୁ ଚିକମିକ କରୁଥିବା ଏକେ ବସ୍ତୁ ଆସି ଉକ୍ତ ଜମିରେ ପଡିଥିଲା ।

ଯାହାକୁ ଦେଖିବା ପରେ ଏଣେତେଣେ ଦୌଡିଥିଲେ ଚାଷୀ ମାନେ । ଏହି ବସ୍ତୁ ଟି ଗୋଲାକାର ହୋଇଥିବା ବେଳେ ଏହାର ଓଜନ ପ୍ରୟା 50 କିମି ରହିଥିବା ଅନୁମାନ କର ଯାଇଛି । ତେବେ ଏହି ଗୋଲାକାର ବସ୍ତୁ ଟି ଚଟାଣ ରେ ପଡିବା ପରେ ଘୁରି ଘୁରି ଅନ୍ୟ ଏକ ସ୍ଥାନକୁ ଚାଲି ଯାଇଥିଲା । ଏହି ଘଟଣା କୁ ନେଇ ଗମ୍ଭୀର ଭାବେ ଜନଚ କରା ଯାଉଛି ।

ଅନ୍ୟ ପଟେ ବିଶେଷଜ୍ଞ ଦଳ ଙ୍କ ଯାଞ୍ଚ ପରେ ଏହି ବସ୍ତୁ ଟି କଣ ତାହା ଜଣା ପଡିବ । ତେବେ ଏହି ଘଟଣା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଲୋକ ମାନେ ଏଭଳି ବସ୍ତୁ କୁ ଦେଖି ଆଚମ୍ବିତ ହୋଇ ପଡିଛନ୍ତି । ଆଉ ଚିନ୍ତା ରେ ପଡି ଯାଇଛନ୍ତି କଣ ହୋଇପାରେ ଏହି ଗୋଲାକାର ବସ୍ତୁ ଟି ? ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।