ନୂଆ ବର୍ଷରେ ଏହି ରାଶି ମାନଙ୍କ ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆର୍ଥିକ କ୍ଷେତ୍ରରେ 2019 ରେ କେଉଁ ରାଶି ଗୁଡିକ ରହିବେ ଲାଭବାନ

ନୂଆ ବର୍ଷରେ ଆସିବାରେ ବର୍ତ୍ତମାନ କିଛି ଦିନ ବାକି ଅଛି । ନୂଆ ବର୍ଷର ପାର୍ଟିରେ ପୁରା ଦୁନିଆ ସାମିଲ ହେବାର ଅଛି । ଏହା ମଧ୍ୟରେ ଲୋକମାନଙ୍କର ଏହା ଚିନ୍ତା ଥାଏ କି ଆସନ୍ତା ବର୍ଷ ତାଙ୍କ ପାଇଁ କେମିତି ରହିବ ? ଆର୍ଥିକ ଅବସ୍ଥା କେମିତି ରହିବ କିମ୍ବା ଅସୁବିଧା ଆସିବାର ଅଛି କି ? ତେବେ ଚାଲନ୍ତୁ ଆପଣଙ୍କ ପାଇଁ କେମିତି ହେବାର ଅଛି ନୂଆ ବର୍ଷ ଏବଂ ଆପଣଙ୍କର ଭାଗ୍ୟ ଖୋଲିବ କି ନାହିଁ, ଏହାର ସୂଚନା ଆମେ ଆପଣଙ୍କୁ ଦେବୁ ।

ଆଜି ଆମେ ଆପଣଙ୍କୁ ସେଇ ସବୁ ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ପାଇଁ ଏଇ ନୂଆ ବର୍ଷଟି ଆର୍ଥିକ ଦ୍ରୁଷ୍ଟି କୋଣରୁ ବିଶେଷ ଲାଭ ଦାୟକ ରହିବ ?

ବୃଷ ରାଶି

ବୃଷ ରାଶି ପାଇଁ ନୂଆ ବର୍ଷ ସୁଖ ଏବଂ ଦୁଖ ଦୁଇଟି ଯାକ ରହିବ । ଏହି ବର୍ଷ ଆପଣମାନଙ୍କୁ ଲାଭ ଏବଂ କ୍ଷତି ଦୁଇଟି ଯାକର ସାମନ୍ନା କରିବାକୁ ପଡିବ । ଏହି ଜାତକର ଲୋକମାନେ ଟଙ୍କା ସମ୍ବନ୍ଧିତ ବହୁତ ଭାବିଛନ୍ତି ନିସ୍ପତି ନେବେ । ଏମାନଙ୍କର ଆର୍ଥିକ ଅବସ୍ଥା ବର୍ଷର ର ପ୍ରଥମ କିଛି ମାସ ଖରାପ ରହିଲେ ମଧ୍ୟ ଏପ୍ରିଲ, ମେ, ଏବଂ ଜୁନ ମାସ ଠାରୁ ପରିସ୍ଥିତି ସୁଧୁରି ଆର୍ଥିକ କ୍ଷେତ୍ରରେ ଅଧିକ ଲାଭ ହେବ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କ ପାଇଁ ନୂଆ ବର୍ଷ ଉଲ୍ଲାସମୟ ରହିବ । ଟଙ୍କା ମାମଲାରେ ଏହି ବର୍ଷ ଏମାନଙ୍କ ପାଇଁ ଅତି ଉତ୍ତମ ରହିବ । କିନ୍ତୁ ଏମାନଙ୍କୁ ସବୁ କାର୍ଯ୍ୟ ଭାବିଚିନ୍ତି କରିବାକୁ ପଡିବ ।

ସିଂହ

ସିଂହ ରାଶି ପାଇଁ ୨୦୧୯ ର ଆରମ୍ଭ ମାସ ବହୁତ ଭଲ ରହିବ, କିନ୍ତୁ ଫ୍ରେବୃଆରୀ, ମାର୍ଚ ଏବଂ ଏପ୍ରିଲରେ ଆର୍ଥିକ ଅବସ୍ଥା ଭଲ ରହିବ ନାହିଁ । କିନ୍ତୁ ଏହା ପରେ ସେମାନଙ୍କର ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ବହୁତ ଭଲ ରହିବ ।

କନ୍ୟା ରାଶି

ଏହି ରାଶି ର ଜାତକ ପାଇଁ ୨୦୧୯ରେ ଆରମ୍ଭ ମାସ ଆୟର ସାଧନ ପ୍ରାପ୍ତ ହେବ । କିନ୍ତୁ ଶେଷରେ ଏମାନଙ୍କୁ ଧନର କ୍ଷତି ସହିବାକୁ ପଡିବ । କହିଦେଉଛୁ ଯେ ଅକ୍ଟୋବରରେ ଏମାନଙ୍କୁ ବହୁତ ଧନ ଲାଭ ହେବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କ ପାଇଁ ନୂଆ ବର୍ଷ ବହୁତ ଶୁଭ ହେବାର ଅଛି । ବର୍ଷର ଆରମ୍ଭ ରୁ ହିଁ ଏମାନଙ୍କୁ ଧନ ଲାଭ ହେବାର ଅଛି । ବ୍ୟବସାୟ ଓ ସାଲାରୀରେ ମଧ୍ୟ ଉନ୍ନତି ହେବ । ବର୍ଷସାରା ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ମୀନ ରାଶି

ମୀନ ରାଶି ର ଲୋକମାନଙ୍କ ପାଇଁ ନୂଆ ବର୍ଷ ଚାଲେଞ୍ଜ ପୂର୍ଣ ରହିବ । ଟଙ୍କା ମାମଲାରେ କାହା ଉପରେ ଭରସା କରନ୍ତୁ ନାହିଁ । ଫ୍ରେବୃଆରୀ ଏବଂ ଡିସେମ୍ବର ମାସରେ ଭଲ ସ୍ତରରେ ଧନ ଲାଭ ହେବାର ଅଛି କିନ୍ତୁ ଅଗଷ୍ଟ ଏବଂ ନଭେମ୍ବର ମାସରେ ବହୁତ କ୍ଷତି ହେବାର ଅଛି । ତେଣୁ ଦେଖି ଚାହିଁ ନିସ୍ପତି ନେଲେ ଅସୁବିଧାର ସମୁଖୀନ ହେବେ ନାହିଁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲିବେନି ।