ଯେତେବେଳେ ଏହି ଫଟୋକୁ “ଜୁମ୍” କରି ଦେଖିବେ ଆପଣଙ୍କର ମୁଣ୍ଡ କାମ କରିବନି ! ଥରୁଟିଏ ଦେଖି ନିଅନ୍ତୁ

ସୋସିଆଲ ମିଡିଆ ଏକ ଭଲ ମନୋରଞ୍ଜନର ସାଧନ ଅଟେ । ଏଠି ସବୁଦିନ କିଛି ନା କିଛି ଭାଇରାଲ ହୋଇଥାଏ । କିନ୍ତୁ ବେଳେ ବେଳେ କିଛି ଏମିତି ଜିନିଷ ସାମ୍ନାକୁ ଆସିଯାଏ ଯାହାକୁ ଦେଖି ଆପଣଙ୍କର ମୁଣ୍ଡ ବୁଲାଏ । ସୋସିଆଲ ମିଡିଆରେ ପ୍ରାୟତଃ କିଛି ଫଟୋ ସାମ୍ନାକୁ ଆସିଥାଏ ଯାହାକୁ ବୁଝିବା ବହୁତ କଷ୍ଟକର ହୋଇଥାଏ ।

କହିବାକୁ ଗଲେ ଆଜି ଏକ ଏମିତି ଫଟୋ ସାମ୍ନାକୁ ଆସିଛି ଯାହାକି ବହୁତ ଚର୍ଚ୍ଚାରେ ଅଛି । କାରଣ ଏହି ଫଟୋକୁ ଦେଖି ଭଲ ଭଲ ଲୋକମାନଙ୍କର ମୁଣ୍ଡ ବୁଲଉଛି । ବେଳେ ବେଳେ ଆପଣଙ୍କ ସାମ୍ନାରେ ଅଚାନକ କିଛି ଫଟୋ ଆସିଯାଏ ଯାହାକୁ ଆପଣ ବୁଝି ପାରନ୍ତି ନାହିଁ କି ଏହାକୁ କେଉଁ ଆଙ୍ଗେଲ ରୁ ଉଠା ଯାଇଛି । ଏହି ଭାଇରାଲ ଫଟୋକୁ ଦେଖିବେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେ ଏହି ଫଟୋ ବିଷୟରେ ବେଶି କିଛି କହିବୁ ନାହିଁ । କିନ୍ତୁ ଯେତେବେଳ ଏହି ଫଟୋକୁ ଦେଖିବେ ତେବେ ଆପଣଙ୍କର ମୁଣ୍ଡ ୩୬୦ ଡିଗ୍ରୀ ବୁଲିଯିବ । ଆପଣ ଏହାକୁ ଧ୍ୟାନର ସହିତ ଦେଖନ୍ତୁ ବର୍ତ୍ତମାନ ଏହି ଫଟୋରେ ଯେଉଁ ଲୋକମାନେ ଦେଖା ଯାଉଛନ୍ତି ତାଙ୍କୁ ଭଲ ଭାବରେ ଦେଖନ୍ତୁ ।

ଏହି ଫଟୋ ସୋସିଆଲ ମିଡିଆରେ ଏକ ବ୍ୟକ୍ତି ଅପ୍ଲୋଡ କରିଛନ୍ତି ଓ ଏହି ଫଟୋକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । ଏହାକୁ ଲଗାତାର ଲାଇକ ଓ ଶେୟାର କରାଯାଉଛି । କିନ୍ତୁ କିଛି ଲୋକମାନେ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ବୁଝି ପାରୁ ନାହାନ୍ତି । ଏହି ଫଟୋରେ ଆପଣଙ୍କର ବୁଦ୍ଧିର ପରୀକ୍ଷା ହେବ । ଆଜି ଆମେ ଆପଣଙ୍କ ପାଇଁ ଏହି ଫଟୋ ନେଇ ଆସିଛୁ ଦେଖିବା କାହାର ଉତ୍ତର ସଠିକ ହେଉଛି ।