ପହେଲିର ସମାଧାନ କରିବା ଆମକୁ ପିଲାବେଳୁ ହିଁ ପସନ୍ଦ ଲାଗିଥାଏ ଓ ଆମେ ସମସ୍ତେ ଏହି ସମସ୍ତ ପହେଲିକୁ ବହୁତ ଆଗ୍ରହର ସହିତ ସମାଧାନ କରିଥାଉ । ଆଜି ବି ଯଦି କୌଣସି ପହେଲି ସାମ୍ନାକୁ ଆସିଯାଏ ତେବେ ତାକୁ ସମାଧାନ କରିବାରେ ଆମେ ଲାଗିଯାଉ । ପହେଲି ବିଭିନ୍ନ ପ୍ରକାରର ହୋଇଥାଏ । କିଛି କଥାକୁ ବୁଲାଇକରି ପ୍ରଶ୍ନ କରିବା ଓ କିଛି ଫଟୋରେ ଥିବା ରହସ୍ୟକୁ ଖୋଜିବା ଓ ଆଉ କିଛି ଫଟୋ ମଧ୍ୟରେ ଅନ୍ତର ଖୋଜିକରି ଦେଖାଇବା ।
ଆଜି ଆମେ ଆପଣଙ୍କ ସାମ୍ନାକୁ ଏମିତି ହିଁ କିଛି ଫଟୋ ନେଇ ଆସିଛୁ । ପହେଲିକୁ ସମାଧାନ କରିବା ଦ୍ଵାରା ଆପଣଙ୍କର ବୁଦ୍ଧିମତାର ବି ପରୀକ୍ଷା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ହିଁ ଫଟୋ ଆଣିଛୁ ଯାହାକୁ ଦେଖି ଆପଣଙ୍କୁ ସେହି ଫଟୋ ମଧ୍ୟରେ ଥିବା ଅନ୍ତରକୁ ଖୋଜିକରି ଦେଖାଇବାର ଅଛି ।
ପ୍ରଥମ ଫଟୋ
ଏହି ଫଟୋକୁ ଦେଖି ଆପଣଙ୍କୁ ଅନ୍ତର କହିବାର ଅଛି କି କେଉଁ ଜିନିଷ ଟି ଅଧିକ କିମ୍ବା କମ ଅଛି ।
ପ୍ରଥମ ଫଟୋର ଉତ୍ତର
ଦ୍ଵିତୀୟ ଫଟୋ
ଦ୍ଵିତୀୟ ଫଟୋରେ ବି ଅନ୍ତର ଖୋଜିବାର ଅଛି । ଆପଣ ଏହି ଫଟୋ ମଧ୍ୟରେ କେତୋଟି ଅନ୍ତର ଖୋଜି ପାରିବେ ।
ଦ୍ଵିତୀୟ ଫଟୋର ଉତ୍ତର
କଣ ଆପଣ ଏହି ଫଟୋରେ ଲୁଚି ଥିବା ଅନ୍ତରକୁ ଖୋଜି ସାରିଛନ୍ତି ?
ତୃତୀୟ ଫଟୋ
ତୃତୀୟ ଫଟୋର ଉତ୍ତର
ଆମେ ଆଶା କରୁଛୁ କି ଆପଣଙ୍କୁ ମଜା ଆସିଥିବ, ଏହି ସମସ୍ତ ଫଟୋ ମଧ୍ୟରେ ଅନ୍ତର ଖୋଜିବାରେ । ଏହା ଦ୍ଵାରା ଆପଣଙ୍କର ବୁଦ୍ଧିର ଏକ୍ସରସାଇଜ ହୋଇ ଯାଇଥିବ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।