P,R,S ଏହି ନାମର ଝିଅଙ୍କର ସ୍ଵଭାବ କିପରି ହୋଇଥାଏ ? କଣ ଆପଣଙ୍କ ନାମ ଏଥିରେ ଅଛି କି !

ବନ୍ଧୁଗଣ ଦୁନିଆରେ ପୁଅ ହେଉ ଅବା ଝିଅ ସମସ୍ତଙ୍କର ଗୋଟେ ଅଲଗା ଅଲଗା ସ୍ଵଭାବ ରହିଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯଦି ଦେଖିବାକୁ ଯିବା । ତେବେ ବ୍ୟକ୍ତିର ଜାତକ ଅନୁଯାଇ ତାହାର ସେହିଭଳି ସ୍ଵଭାବ ହୋଇଥାଏ । ତେବେ ଜାତକ ପ୍ରସ୍ତୁତ କରିବା ପାଇଁ ସେହି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରର ଗୁରୁତ୍ଵ ବହୁତ ଅଧିକ ହୋଇଥାଏ । କାରଣ ବ୍ୟକ୍ତିର ନାମର ଆଧାରରେ ହିଁ ତାର ଜାତକ ପ୍ରସ୍ତୁତ କରାଯାଇଥାଏ । କିଛି କିଛି ପିଲାଙ୍କ ନାମ ବାପା, ମାଆଙ୍କ ନାମ ଇଚ୍ଛା ଅନୁଯାଇ ରଖିଦେଇଥାନ୍ତି ।

ଆଉ କିଛି ପିଲାଙ୍କର ନାମ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ରଖାଯାଇଥାଏ । ତେବେ ବ୍ୟକ୍ତିର ନାମ ଅନୁଯାଇ ତାହାର କାମ ମଧ୍ୟ ସେହିପରି ହୋଇଥାଏ ବୋଲି ଆପଣ ଶୁଣିବାକୁ ପାଇଥିବେ । ତେବେ P, R ଓ S ଅକ୍ଷରରୁ ଆରମ୍ଭ ନାମ ଝିଅ ମାନଙ୍କ ସ୍ଵଭାବ କିଭଳି ହୋଇଥାଏ ଚାଲନ୍ତୁ ଜାଣିବା । ଏହି ଅକ୍ଷରରୁ ଆରମ୍ଭ ନାମର ଝିଅ ମାନେ ବହୁତ ବୁଝାସୁଝା ଝିଅ ହୋଇଥାନ୍ତି । ଅର୍ଥାତ ଅନ୍ୟର ଭାବନାକୁ ଭଲ ଭାବେ ବୁଝିଯାଇଥାନ୍ତି ।

ଏଥିସହ ଏମାନେ କୌଣସି କଥାକୁ ନେଇ ମଧ୍ୟ ଅଧିକ କାହା ସହ ଯୁକ୍ତିତର୍କ କରିବାକୁ ଭଲ ପାଇନଥାନ୍ତି । ଏହି ଝିଅ ମାନେ କିନ୍ତୁ ଅନେକ ସମୟରେ କଥା କଥାରେ ରାଗିଯାଇଥାନ୍ତି । ହେଲେ ବିନା କାରଣରେ କାହା ଉପରେ ରାଗି କାହା ସହ ଝଗଡା କରିବା ଏମାନଙ୍କର ସ୍ଵଭାବ ହୋଇନଥାଏ । ଏମାନେ ବହୁତ ମିଳାପୀ ପ୍ରକୃତିର ହୋଇଥାନ୍ତି । ସମସ୍ତଙ୍କ ସହ ଏମାନଙ୍କର ବହୁତ ଭଲ ବନ୍ଧୁତା ରହିଥାଏ ।

ଏହି ଝିଅ ମାନେ ଦେଖିବାକୁ ବାହିତ ସୁନ୍ଦର ହୋଇଥିବା ବେଳେ ଅନେକ ସମୟରେ ସିମ୍ପଲ ହୋଇ ରହିବାକୁ ଭଲ ପାଇଥାନ୍ତି । ଏମାନେ ନିଜ ଇଛାରେ ନିଜ ଲାଇଫକୁ ଏଞ୍ଜୟ କରିବାକୁ ବହୁତ ଭଲ ପାଇଥାନ୍ତି । ଏହି ନାମର ଝିଅ ମାନେ କାନ୍ଦିବା ଦିଗରେ ମଧ୍ୟ ମାହୀର ଥାନ୍ତି । ଅର୍ଥାତ ଏମାନେ କଥା କଥାରେ ମନ ଦୁଃଖ କରି କାନ୍ଦି ପକାଇଥାନ୍ତି ।

ହେଲେ ଏହି ଝିଅ ମାନଙ୍କର ହୃଦୟ ବହୁତ କୋମଳ ଆଉ ସଫା ହୋଇଥାଏ । ଏମାନେ ଲଭ ଚକର ଅପେକ୍ଷା ନିଜ ପରିବାରକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଜୀବନ ସାରା ତାଙ୍କ ଜୀବନସାଥି ପ୍ରତି ଲୋୟାଲ ହୋଇକି ରହିଥାନ୍ତି । ଏହା ଛଡା ଯଦି କାହାକୁ ଏମାନେ ଭଲ ପାଇବା ଆରମ୍ଭ କରନ୍ତି । ତେବେ ତାଙ୍କ ସାଥ ଜମାରୁ ବି ଛାଡନ୍ତି ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ । ଧନ୍ୟବାଦ