ଏହି ବୟସରେ ଝିଅ ମାନେ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି, କରିଥାନ୍ତି ଏଭଳି କାମ

ବନ୍ଧୁଗଣ ଏକ ନିର୍ଦ୍ଧିଷ୍ଟ ବୟସ ଆସିଗଲେ ଝିଅ ମାନେ ପୁଅ ମାନଙ୍କ ପ୍ରତି ନିଜ ଆଡୁ ଆକର୍ଷିତ ହୋଇଥାନ୍ତି । ପ୍ରଥମେ ଧ୍ୟାନ ରଖନ୍ତୁ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବା ବୟସର ସ୍ୱଭାବ ହୋଇଥାଏ । ଆପଣଙ୍କ ବୟସ ଅନୁସାରେ ମହିଳା ବା ପୁରୁଷ ମାନେ ଅଧିକ ମାତ୍ରାରେ ଆକର୍ଷିତ ହୋଇଥାନ୍ତି । ଏପରି ପୁରୁଷ ବା ମହିଳା ମାନେ ଅଛନ୍ତି ଯେଉଁ ମାନଙ୍କ ମନରେ ଆକର୍ଷଣ ଆସି ନଥାଏ ।

ଏମାନେ ସମ୍ବନ୍ଧ ରଖିବା ପାଇଁ ପସନ୍ଦ କରି ନଥାନ୍ତି । କେହି କେହି ନିଜର ପାଠପଢ଼ା ଏବଂ କ୍ୟାରିଅରକୁ ଆଖି ଆଗରେ ରଖି ଏଭଳି ସମ୍ପର୍କ ରଖି ନଥାନ୍ତି । ଏମାନଙ୍କ କହିବା ଅନୁଯାୟୀ ଏମାନେ ମଧ୍ୟ ସମ୍ପର୍କ ରଖିବାକୁ ଚାହାନ୍ତି କିନ୍ତୁ ଏମାନଙ୍କ କ୍ୟାରିଅର ହେବା ପରେ । ଏଭଳି ବ୍ୟକ୍ତି ମାନେ ନିଜର ଜୀବନରେ ବହୁତ ଉନ୍ନତି କରିଥାନ୍ତି ।

ଆଜିକାଲି ସମାଜରେ ବହୁତ ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନେ ଅଳ୍ପ ବୟସରୁ ପ୍ରେମ କରିଥାନ୍ତି ଏବଂ ବାପା ମାଆଙ୍କର ସମସ୍ତ ଟଙ୍କା ନିଜର ପ୍ରେମିକା ପଛରେ ଖର୍ଚ୍ଚ କରିଥାନ୍ତି । ଅନେକ ସମୟରେ କଣ ହୁଏ ନା ଏହି ଝିଅ ମାନେ ଏମାନଙ୍କୁ ଧୋକା ଦେଇଥାନ୍ତି ।

ଯାହାଫଳରେ ଏହି ପୁଅ ମାନେ ନିଜର କ୍ୟାରିଅରକୁ ନଷ୍ଟ କରି ଦିଅନ୍ତି । ଯାହା ସେମାନଙ୍କ ପାଇଁ ଅଭିଶାପ ଭଳି ହୋଇଥାଏ । ନିଜର ବୟସ ଅନୁସାରେ ମହିଳା ଅଥବା ପୁରୁଷ ମାନେ ଅଧିକ ଆକର୍ଷଣ ହୋଇଥାନ୍ତି । ମହିଳା ମାନେ କେଉଁ ବୟସରେ ପୁଅ ମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ପୁଅ ମାନଙ୍କ ଠାରୁ କଣ ଚାହାନ୍ତି ଏହା ଏକ ସର୍ଭେରୁ ଜଣା ପଡ଼ିଛି ।

ଏହି ସର୍ଭେରୁ ଜଣା ପଡ଼ିଛି ଯେ ମହିଳା ମାନେ ୨୦-୨୪ ବର୍ଷର ପୁଅ ମାନଙ୍କୁ ଅଧିକ ପସନ୍ଦ କରନ୍ତି । କାହିଁକି ନା ଏହି ବୟସର ପୁରୁଷ ମାନେ ମହିଳା ମାନଙ୍କର ସବୁ କଥାକୁ ମାନିଥାନ୍ତି । ଏହି ବୟସର ପୁରୁଷ ମାନେ ଅତି ସହଜରେ ମହିଳା ମାନଙ୍କର ହାତ ମୁଠାରେ ରହିଥାନ୍ତି । ଅଧିକାଂଶ ପୁରୁଷ ମାନଙ୍କୁ ୨୫-୩୦ ବର୍ଷର ମହିଳା ମାନେ ଅଧିକ ରୋମାଣ୍ଟିକ ଲାଗନ୍ତି ।

ଏହି ମହିଳା ମାନେ ମଧ୍ୟ ୨୫-୩୦ ବର୍ଷ ମଧ୍ୟରେ ଅଧିକ ମାତ୍ରାରେ ରୋମାଣ୍ଟିକ ହୋଇଥାନ୍ତି । ଏହି ବୟସରେ ମହିଳା ମାନେ ପୁଅ ମାନଙ୍କ ଠାରୁ ଶାରୀରିକ ସମ୍ପର୍କ ଆଶା କରିଥାନ୍ତି । ଏମାନଙ୍କ ମନରେ ସର୍ବଦା ଶାରୀରିକ ସମ୍ପର୍କ ପ୍ରତି ଭାବନା ଆସିଥାଏ । ଏମାନେ ପୁଅ ମାନଙ୍କୁ ସର୍ବଦା ଖରାପ ନଜରରେ ଦେଖିଥାନ୍ତି ।

ଏହି କାରଣରୁ ମହିଳା ମାନଙ୍କର ଅଧିକ ମାତ୍ରାରେ କ୍ଷରଣ ହୋଇଥାଏ । ଏହା ଛଡା ୩୦-୩୫ ବର୍ଷୀୟ ମହିଳା ମାନେ ସେମାନଙ୍କ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ରହିଥାନ୍ତି । ପୁରୁଷ ମାନଙ୍କୁ ୩୦-୩୫ ବର୍ଷୀୟ ମହିଳା ପସନ୍ଦ ଆସୁଥିବା ବେଳେ ମହିଳା ମାନଙ୍କୁ ୨୫ ବର୍ଷୀୟ ପୁରୁଷ ମାନେ ଅଧିକ ମାତ୍ରାରେ ପସନ୍ଦ ଆସିଥାନ୍ତି । ଯାହା ଦ୍ୱାରା ସେମାନଙ୍କ ଶାରୀରିକ ସମ୍ପର୍କ ବହୁତ ଉତ୍ତମ ଭାବରେ ହୋଇଥାଏ ।

ଏହି ୩୦ ବର୍ଷୀୟ ମହିଳା ମାନେ ଅତ୍ୟନ୍ତ ଲାଜକୁଳା ସ୍ୱଭାବର ହୋଇଥାନ୍ତି । ଏମାନେ ନିଜର ଭାବନାକୁ ନିଜର ଲାଇଫ ପାଟନରଙ୍କୁ ଜଣାଇ ପାରି ନଥାନ୍ତି । ଏହି କାରଣରୁ ପୁଅ ମାନେ ଏମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଏହି ଝିଅ ମାନେ ମଧ୍ୟ ନିଜର ସବୁ କିଛି ଦେବା ପାଇଁ ପ୍ରସ୍ତୁତ ଥାଆନ୍ତି । ଅନେକ ଝିଅ ମଧ୍ୟ ଏହି ବୟସରେ ରୋମାଣ୍ଟିକ ହୋଇ ନଥାନ୍ତି । ପ୍ରାୟତ ସମସ୍ତ ଝିଅ ଏହି ବୟସରେ ଅଧିକ ମାତ୍ରାରେ ରୋମାଣ୍ଟିକ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।