ବନ୍ଧୁଗଣ ଆମେ ସମସ୍ତେ ରାତି ସମୟରେ ଶୋଇଲା ବେଳେ ପ୍ରାୟତଃ କିଛି ନା କିଛି ସ୍ଵପ୍ନ ଦେଖିଥାଉ । ବେଳେବେଳେ କିଛି ସ୍ଵପ୍ନ ଆମର ସକାଳକୁ ମନେ ରହିଯାଏ ଏବଂ ବାକି କିଛି ସ୍ଵପ୍ନ ଆମେ ଭୁଲିଯାଇଥାଉ । ଆମର ସକାଳ ସମୟକୁ ଯେଉଁ ସ୍ଵପ୍ନ ଗୁଡିକ ମନେ ରହିଜାଇଥାଏ । ସେହି ସ୍ଵପ୍ନକୁ ସାଧାରତଃ ଆମେ ଅନ୍ୟ ନିକଟରେ ପ୍ରକାଶ କରିଦେଇଥାଉ । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି 3 ଟି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ।
ଯେଉଁ 3 ଟି ସ୍ଵପ୍ନ ଯଦି ଆପଣ ରାତିରେ ଶୋଇବା ସମୟରେ ଦେଖୁଛନ୍ତି । ତେବେ ସକାଳୁ ଉଠିଲା ପରେ ସେହି ସ୍ଵପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ । ନଚେତ ସେହି ସ୍ଵପ୍ନ ଦ୍ଵାରା ମିଳିବାକୁ ଯାଉଥିବା ଆପଣଙ୍କୁ କିଛି ଲାଭ ବୃଥାରେ ଯାଇଥାଏ ।
1- ଆପଣ ଯଦି ସ୍ୱପ୍ନରେ ନିଜର ମୃତ୍ୟୁ ବିଷୟରେ ଦେଖୁଥାନ୍ତି । ତେବେ ଆପଣ କେବେବି ଏହାକୁ ଅନ୍ୟ ନିକଟରେ ପ୍ରକାଶ କରନ୍ତୁ ନାହିଁ । ଏହାର ଅର୍ଥ ହେଉଛି ଆପଣଙ୍କର କୌଣସି ସମସ୍ୟା ଦୁର ହେବାକୁ ଯାଉଛି । ଯଦି ଆପଣ ଏହା କାହା ଆଗରେ କହିଦେଉଛନ୍ତି, ତେବେ ଏହି ସ୍ୱପ୍ନର ପ୍ରଭାବ ନଷ୍ଟ ହୋଇଯାଇଥାଏ । ଏହି ସ୍ଵପ୍ନର ଫାଇଦା ଆପଣ ଉଠାଇ ପାରିନଥାନ୍ତି ।
2- ଯଦି ଆପଣ ସ୍ୱପ୍ନରେ କୌଣସି ନଦୀ କୂଳରେ ବସିଥିବାର କିମ୍ବା ଜଙ୍ଗଲରେ ବୁଲୁଥିବାର ଦେଖୁଥାନ୍ତି ତାହାଲେ ଏହା ମଧ୍ୟ ବିଲକୁଲ ମଧ୍ୟ ଅନ୍ୟ କାହାକୁ ବି କୁହନ୍ତୁ ନାହିଁ । ଏହାର ଅର୍ଥ, ଆପଣଙ୍କ ଜୀବନରେ ବହୁତ ଖୁସି ଆସିବାକୁ ଯାଉଅଛି । ଯଦି ଏହି ସ୍ଵପ୍ନ ବିଷୟରେ ଆପଣ ଅନ୍ୟ ସହ ଆଲୋଚନା କରି କହିଦେଉଛନ୍ତି । ଯେବେ ଏହି ସ୍ଵପ୍ନର ଶୁଭଫଳ ଆପଣଙ୍କ ପାଇଁ ଆଉ କାମ କରିବ ନାହିଁ ।
3- ଯଦି ଆପଣ ସ୍ୱପ୍ନରେ ସାପ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ବହୁତ ଉନ୍ନତି ହେବାର ସୂଚିତ କରିଥାଏ । ଏହା ଆପଣଙ୍କ ଶତ୍ରୁର ନାଶ ହୋଇଥଏ ଏବଂ ଧନର ଲାଭ ହେବାର ସମ୍ଭାବନାକୁ ଦର୍ଶାଇଥାଏ । କେତେକ ଲୋକ ସ୍ୱପ୍ନରେ ସାପକୁ ଦେଖି ଡ଼ରିଯାଇଥାନ୍ତି । ଏହାର ଅର୍ଥ ଆପଣଙ୍କ କୌଣସି ମିତ୍ର ପକ୍ଷରୁ ବିଶ୍ୱାସ ଘାତ ହୋଇପାରେ । ଯଦି କୌଣସି ବ୍ୟକ୍ତିକୁ ସାପ କାମୁଡ଼ିବାର ସ୍ଵପ୍ନରେ ଦେଖନ୍ତି । ତେବେ ସେ ବ୍ୟକ୍ତି କୌଣସି ବଡ଼ ରୋଗରେ ଆଗକୁ ପୀଡିତ ହେବାର ସମ୍ଭାବନା ରହିଛି ।
ବନ୍ଧୁଗଣ ଆଶା କରୁଛୁ । ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ