DSLRର ଫୁଲଫର୍ମ କଣ ? ଏହିଭଳି ଆହୁରି…15+ Odia GK

ଆମେ କୌଣସି ଚାକିରି ପାଇଁ ଗଲେ ପ୍ରଥମେ ଆମକୁ ଇନ୍ଟରଭିଉ ଦେବାକୁ ପଡିଥାଏ । ତେବେ ସେହି ଇନ୍ଟରଭିଉରେ ଏଭଳି ପ୍ରଶ୍ନ ସବୁ ପଚରା ଯାଏ ଯାହା ଆମ ଭିତରୁ ବହୁତ ଲୋକଙ୍କୁ ଜଣା ନଥାଏ । ଏମିତି ଦେଖିବାକୁ ଗଲେ ସବୁ ଇନ୍ଟରଭିଉ କଠିନ ହୋଇଥାଏ ତେବେ ଆଜି ଆମେ ସେହି ବିଷୟରେ କିଛି କହିବୁ ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । କିଛି ଏଭଳି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବ ।

1- ସାଉଦି ଆରବରେ ରିଲିଜ ହୋଇଥିବା ଭାରତର ପ୍ରଥମ ଫିଲ୍ମ ନାମ କଣ?
ଉତ୍ତର: ଗୋଲ୍ଡ ।

2- ଭାରତର ରାଷ୍ଟ୍ରୀୟ ଫଳର ନାମ କଣ?
ଉତ୍ତର: ଆମ୍ବ ।

3- ଅଯୋଧ୍ୟାର ପୁରାତନ ନାମ କଣ?
ଉତ୍ତର: ସାକେତ ।

4- ଭାରତରେ ଇଣ୍ଟରନେଟର ବ୍ୟବହାର ପ୍ରଥମେ କେବେ ହୋଇଥିଲା?
ଉତ୍ତର: ୧୫ ଅଗଷ୍ଟ ୧୯୯୫ ।

5- ବିଶ୍ବର ସବୁଠାରୁ ବଡ ଦେଶର କୋଉଟା?
ଉତ୍ତର: ରୁଷ ।

6- ଭଗବାନ ବୁଦ୍ଧଙ୍କୁ ଞାନର ପ୍ରାପ୍ତି କେଉଁଠି ହୋଇଥିଲା?
ଉତ୍ତର: ବୋଧଗୟା ।

7- କେଉଁ ଦେଶରେ ସିଙ୍ଗଡା ଉପରେ ପ୍ରତିବନ୍ଧକ ଲଗାଯାଇଛି?
ଉତ୍ତର: ସୋମାଲିଆ ।

8- ସପ୍ତାହର ପ୍ରଥମ ଦିନ କୋଉ ବାର ହୋଇଥାଏ?
ଉତ୍ତର: ରବିବାର ।

9- କେଉଁ ଭିଟାମିନର ଅଭାବ ହେଲେ ରକ୍ତ ବହିବା ବନ୍ଦ ହୋଇନଥାଏ ?
ଉତ୍ତର: ଭିଟାମିନ K ।

10- DSLRର ଫୁଲଫର୍ମ କଣ?
ଉତ୍ତର: digital single Lense reflection ।

11- ଭାରତର ପୁରାତନ ନାମ କଣ ?

ଉତ୍ତର;- ହିନ୍ଦୁସ୍ଥାନ ।

12- CPU ର ଫୁଲ ଫର୍ମ କଣ ?

ଉତ୍ତର;- central processing unit ।

13- ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କଣ ?

ଉତ୍ତର;- ଡକ୍ଟର ରାଜେନ୍ଦ୍ର ପ୍ରସାଦ ।

14- ମନୁଷ୍ୟ ଶରୀରରେ ସର୍ବମୋଟ କେତୋଟି ହାଡ ରହିଥାଏ ?

ଉତ୍ତର;- 206 ।

15- ଓଡିଶାର ଭାତହାଣ୍ଡି କାହାକୁ କୁହାଯାଏ ?

ଉତ୍ତର;- ବରଗଡ ।

16- ତୁଳସୀ କ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର;- କେନ୍ଦ୍ରପଡା ।

ଆଶା କରୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।