ପ୍ରତ୍ୟକ ଦିନ କରନ୍ତୁ ଏହି ସବୁ କାମ। ଦୂରେଇଯିବ ସମସ୍ତ ଦୁଃଖ ଓ କଷ୍ଟ। 

ପ୍ରତ୍ୟକ ଦିନ କରନ୍ତୁ ଏହି ସବୁ କାମ। ଦୂରେଇଯିବ ସମସ୍ତ ଦୁଃଖ ଓ କଷ୍ଟ।

ଜୀବନରେ ସମସ୍ତେ ଖୁସିରେ ରହିବ ପାଇଁ ଚାଁହାନ୍ତି,ମାତ୍ର ସମସ୍ତଙ୍କ ଜୀବନରେ ଏହା ହେଇ ପାରେନା | ଅନେକ ସମୟରେ ବହୁତ ଧନ ସମ୍ପତି ଥାଏ ମଧ୍ୟ ଲୋକ ଶାନ୍ତିରେ ରହିପାରନ୍ତି ନାହିଁ ,ମାତ୍ର ଜଣେ ଗରିବ ହେଇ ମଧ୍ୟ ଶାନ୍ତିରେ ରହିପାରେ | ତେବେ ସବୁ ଦିନ ମଣିଷ କିଛି ନା କିଛି କର୍ମ କରିଥାଏ ଜୀବନରେ ଶାନ୍ତିରେ ରହିବା ପାଇଁ କିନ୍ତୁ ଅପାଣ ଜାଣିଛନ୍ତି କି ଘରେ କେଉଁ ଜିନିସ ରଖିଲେ ଆପଣଙ୍କ ଜୀବନ ସୁଖମୟ ହେଇପାରେ | ଚାଲନ୍ତୁ ଜାଣିବା ସେହି ସବୁ କାମ ବିଷୟରେ ଯାହା ନିତ୍ୟ କରିଲେ ଆମେ ଖୁସିରେ ରହି ପାରିବା।

ଚାଲନ୍ତୁ ଜାଣିବା ସେହି ସବୁ ବସ୍ତୁ କେଣ?

କ୍ୟାରିଅରରେ ଉନ୍ନତି କରିବାକୁ ଚାହୁଁଥିଲେ ହାତର ମଧ୍ୟମା ଆଙ୍ଗୁଠିରେ ଲୁହାର ମୁଦି ପିନ୍ଧନ୍ତୁ, ଶନିବାର ଦିନ ଗରିବଙ୍କୁ କିଛି ଦାନ କଲେ କ୍ୟାରିୟରରେ ଉନ୍ନତି ହେବ।

କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାରରେ ୧୧ଥର ହନୁମାନ ଚାଳିଶା ପାଠ କରନ୍ତୁ। ଏହା ସହିତ ମଙ୍ଗଳବାର ଦିନ ବ୍ରତ ଉପବାସ ରଖନ୍ତୁ।

ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ପାଇଁ ଘରେ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଗରିବ କିମ୍ବା କୌଣସି ପଶୁକୁ ଖାଇବାକୁ ଦିଅନ୍ତୁ।

କ୍ୟାରିଅରରେ ଉନ୍ନତି କରିବାକୁ ଚାହୁଁଥିଲେ ହାତର ମଧ୍ୟମା ଆଙ୍ଗୁଠିରେ ଲୁହାର ମୁଦି ପିନ୍ଧନ୍ତୁ, ଶନିବାର ଦିନ ଗରିବଙ୍କୁ କିଛି ଦାନ କଲେ କ୍ୟାରିଅରରେ ଉନ୍ନତି ହେବ।

ଧନଲାଭ କରିବାକୁ ଚାହୁଁ ଥିଲେ ବୁଧବାର ଦିନ ନଦୀ ପାଣିରେ ଦୁଇ ମୁଠା ହଳଦୀ ଭସାଇ ଦିଅନ୍ତୁ, ଏହା ସହ ହଳଦି ରଙ୍ଗର କୌଣସି ଫୁଲ ଗଛ କାଟନ୍ତୁ ନାହିଁ।

ସୁଖଶାନ୍ତିର ସହ ରହିବାକୁ ଇଚ୍ଛା କରୁଥିଲେ ସନ୍ଧ୍ୟାବେଳେ ତୁଳସୀ ଗଛ ତଳେ ଘିଅର ଦୀପ ଜାଳନ୍ତୁ, କିନ୍ତୁ ରବିବାର ଦିନ ଦୀପ ଜଳେଇବେ ନାହିଁ।

ବେପାରରେ ସଫଳତା ପାଇବା ପାଇଁ ପ୍ରତିଦିନ ସକାଳୁ ଉଠି ଦାନ୍ତ ଘଷିବା ପରେ ଦୁଇଟି ତୁଳସୀ ପତ୍ର ଖାଆନ୍ତୁ। ପ୍ରତ୍ୟେକ ବୁଧବାର ଦିନ ଗଣେଶ ମନ୍ଦିର ଯାଇ ଦର୍ଶନ କଲେ ବେପାରରେ ଉନ୍ନତି ହେବ।

ପଇସାର ଅଭାବ ଦୂର କରିବାକୁ ଚାହୁଁଥିଲେ ଘର ବାହାରେ ଫୁଲ ଗଛ ଲଗାନ୍ତୁ। ଛୋଟ ଛୁଆଙ୍କୁ ସର୍ବଦା ଚକୋଲେଟ ଖାଇବାକୁ ଦିଅନ୍ତୁ।

ବେକାର ଖର୍ଚ୍ଚକୁ ରୋକିବାକୁ ଚାହୁଁଥିଲେ, ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ଲଗାନ୍ତୁ। ପ୍ରତ୍ୟେକ ରବିବାରରେ ନୂଆ ପତ୍ର ଲଗାଇ ପୁରୁଣା ପତ୍ରକୁ କାଢ଼ି ଦିଅନ୍ତୁ।