ବନ୍ଧୁଗଣ ଚଳିତ ବାର ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ପଡିବାକୁ ଯାଉଛି ଦୀପାବଳି ପର୍ବ । ଏହି ପର୍ବ ଅମାବାସ୍ୟାରେ ପଡୁ ଥିବାରୁ ଏହି ଦିନ ଠାରୁ ରାଶିଚକ୍ର ର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ କାରଣରୁ ମଣିଷ ଜୀବନରେ ସଫଳତା ଓ ବିଫଳତା ଆସିଥାଏ । ଜ୍ଯୋତିଷ ଙ୍କ ଅନୁଯାୟୀ ଏହି ଦିନ ଠାରୁ କିଛି ରାଶିଙ୍କର ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଦୀପାବଳି ହେଉଛି ଆଲୋକର ପର୍ବ । ମା ଲକ୍ଷ୍ମୀ ଙ୍କ ଅଶେଷ କୃପା ଦ୍ରୁଷ୍ଟି ଏହି ରାଶିଙ୍କ ଉପରେ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହେବାକୁ ଯାଉଛି । ଦୀପାବଳି ପର୍ବରେ ଆପଣଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ । ପୁରୁଣା କାମ ସେସ କରିବେ । ବେପାର ବାଣିଜ୍ୟରେ ଧନ ଲାଭ ହେବ । ନୂଆ ବିଜେନ୍ସ ଆପଣ ଏହି ସମୟରେ ଆରମ୍ଭ କରିବାକୁ ଯାଉଛନ୍ତି ।
ସିଂହ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ପାଇବାକୁ ଯାଉଛି । ସମୟ ଶୁଭ ରହିବ । ଜୀବନରେ ଅନେକ ପରିବର୍ତ୍ତନ ହେବ । ସେଥିପାଇଁ ପୁରୁଣା କରଜ ରୁ ମୁକ୍ତି ପାଇବେ ।
କନ୍ୟା ରାଶି : ମା ଲକ୍ଷ୍ମୀଙ୍କ ଅଶେଷ କୃପା କାରଣରୁ ଖରାପ ସମୟ ଏବେ ଶେଷ ହେବାକୁ ଯାଉଛି । ଚାକିରି ଓ ବେପାର କ୍ଷେତ୍ରରେ ଅର୍ଥ ଲାଭ କରିବେ । ଆପଣ ଚାକିରି କ୍ଷେତ୍ରରେ ପ୍ରମୋସନ ଓ ବେପାର କ୍ଷେତ୍ରରେ ଲାଭବାନ ହେବେ ।
କର୍କଟ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି କାରଣରୁ ବିଜଣେଶରେ ଭଲ ଲାଭ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଅନେକ ସମସ୍ୟାର ସମାଧାନ ହେବ । ଯାନବାନ କିଣିବାର ବିଚାର କରିବେ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ ।
ମିଥୁନ ରାଶି : ଦୀପାବଳି ଠାରୁ ଭାଗ୍ୟ ସୁନା ଠାରୁ ଅଧିକ ଚମକିବ । ନୂଆ ବେପାର ଆରମ୍ଭ କରିବେ । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ଅଟକି ରହିଥିବା କାମ ପୂରଣ ହେବ । ନୂଆ ଚାକିରି ମିଳିପାରେ । ପରିବାରରେ ଖୁଶିର ମହୋଲ ରହିବ ।
କୁମ୍ଭ ରାଶି : ଦୀପାବଳି ଠାରୁ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ଆର୍ଥିକ ସମସ୍ଯା ଦୃଢ ହେବ । ପ୍ରେମ କ୍ଷେତ୍ରରେ ଚାଲୁଥିବା ବାଧା ଦୂର ହେବ । ଗଛିତ ଅର୍ଥ ବୃଦ୍ଧି କରିବାରେ ଚେଷ୍ଟା କରିବେ ।
ମକର ରାଶି : ନୂତନ ବନ୍ଧୁ ସ୍ଥାପନ କରିବେ । ବନ୍ଧୁଙ୍କ ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ସମାଜରେ ମାନ ସମାନ ପ୍ରାପ୍ତ ହେବ । ଅଟକି ରହିଥିବା ଧନ ଫେରି ପାଇବେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ସମର୍ଥନ ପାଇବେ ।
କୁମ୍ଭ ରାଶି : ଯାନବାହନ ସମୟରେ ସତର୍କ ରୁହନ୍ତୁ । ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପାଇବେ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଦାଂପତ୍ଯ ଜୀବନରେ ମଧୁରତା ବଜାୟ ରହିବ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।