ଦୀପାଞ୍ଜଳି କିଛି ଭୁଲ ଏଠାରେ କରିନି… ଏ ସବୁ ତ ତାଙ୍କର ବୟସର ଦୋଷ ! Advocate Boumakesh

ଏଥିରେ କାହାର କିଛି ଭୁଲ ନାହିଁ, ଏ ସବୁ ବୟସର ଦୋଷ ! ତେବେ ଏଭଳି କିଛି କଥା ଉପରେ ନିଜର ମନ୍ତବ୍ୟ ରଖିଛନ୍ତି ଆଇନଜୀବୀ ବୌମକେଶ । ତେବେ ଆଇନଜୀବୀ ବୌମକେଶଙ୍କ କହିବା ଆଧାରରେ ଏ ଦୀପାଞ୍ଜଳି ବୋଲି ଯେଉଁ ଝିଅ । ପ୍ରେମ ବିବାହ କରି ନିଜ ବାପା, ମାଆକୁ ପର କରି ବାହା ହେଇଯାଇଛି । ସେ ଯାହା ବି କରିଛି, ତାହାର ସେଥିରେ କିଛି ମଧ୍ୟ ଦୋଷ ନାହିଁ । କାରଣ ସେ ଝିଅ ବର୍ତ୍ତମାନ ଟିନ ଏଜରେ ଅଛି । ତା’ ର ବୟସ ବହୁତ ଅଳ୍ପ ।

ଉଭୟ ପୁଅ ଓ ଝିଅଙ୍କର ବୟସ କମ୍ ହୋଇଥିବା ହେତୁ ସେ ଏଭଳି ବାହା ହେବାର ହଟାତ ନିଷ୍ପତ୍ତି ନେଇଗଲେ । ହେଲେ ପ୍ରେମ କରି ବିବାହ କରିବା ଜମାରୁ ମଧ୍ୟ ଭୁଲ ନାହିଁ । ହେଲେ ଝିଅ କି ପୁଅକୁ ନେଇ ବାପା, ମା ବହୁତ କିଛି ସ୍ଵପ୍ନ ଦେଖିଥାନ୍ତି । ହେଲେ ପୁଅ ହେଉ ଅବା ଝିଅ ହେଉ ବାପା, ମାଙ୍କର ସ୍ଵପ୍ନକୁ ଧୂଳିସାତ କରି ନିଜ ଇଛାରେ ବାହା ହୋଇ ପଡିଥାନ୍ତି । ସେତେବେଳେ ପରିବାର ଲୋକଙ୍କୁ ବହୁତ ବାଧିଥାଏ ।

ହେଲେ ଏଭଳି କ୍ଷେତ୍ରରେ ପରିବାର ଲୋକେ ରାଗିବା ତ ସ୍ଵାଭାବିକ କଥା । ହେଲେ ଶୁଦ୍ଧିକ୍ରିୟା କରିବା ଠିକ କଥା ନୁହେଁ । ହେଲେ ଯଦି ଦୀପାଞ୍ଜଳି ଭଲ ପାଇ ଦୂରରେ ଅନ୍ୟ କେଉଁ ସ୍ଥାନରେ ବାହା ହୋଇଥାନ୍ତେ । ତେବେ ହୁଏତ ତାଙ୍କ ବାପା, ମା’ କି ପରିବାର ଲୋକଙ୍କର ତାଙ୍କ ଉପରେ ଏତେ ରାଗ ଆସିନଥାନ୍ତା ।

ହେଲେ ଯେହେତୁ ଝିଅର ଘର ପାଖରେ ହିଁ ତା’ ର ଶାଶୁଘର । ସେହି କାରଣରୁ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ଝିଅ ବାହା ହେଲା ପରେ ଝିଅର ବାହାଘର ଖୁସିକୁ ସହଜରେ ଏତେ ପାଖରୁ ଝିଅର ପରିବାର ଲୋକେ ସଜ୍ୟ କରିପାରିନାହାନ୍ତି । ହେଲେ ଏଥିରେ କାହାର ମଧ୍ୟ ଭୁଲ ନାହିଁ ।

ଏବେ ଯାହା ସବୁ ଘଟି ଯାଉଛି । ବାହାଘରର ପାଖାପାଖି ୬ ମାସ ବିତିଗଲା ପରେ ହିଁ ନିଜ ଇଛାରେ ବାହା ହୋଇଥିବା ପୁଅ ଓ ଝିଅ ଠିକ ଭାବରେ ବୁଝି ପାରିବେ । ହେଲେ ଭଲ ପାଇଲା ପରେ ପରିବାର ଲୋକଙ୍କୁ ବୁଝାଇ ବାହା ହେବାର ନିଷ୍ପତ୍ତି ନେବା ଉଚିତ । ତେବେ ଖବରର ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ