ଧୋନୀଙ୍କ ବିରୋଧରେ ଅପପ୍ରଚାର କରୁଥିଲେ, ଆଉ ଏବେ କୋର୍ଟଙ୍କ ଅବମାନନା କରି ଫସିଗଲେ ଏହି ଆଇପିଏସ

ଜେଲ ଯିବେ ଆଇପିଏସ ଅଧିକାରୀ । ମହଙ୍ଗା ପଡିଲା ଧୋନୀ ଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଇପିଏସ ଅଧିକାରୀଙ୍କୁ । କ୍ଯାପଟେନ କୁଲ ଙ୍କୁ କାଠଗଡା କୁ ଟାଣିଥିଲେ । ହଁ ଦର୍ଶକ ବନ୍ଧୁ ସବୁବେକେ ସବୁ କ୍ଷେତରରେ ହେଡ ଲାଇନ ରେ ରହି ଆସିଛନ୍ତି କ୍ଯାପଟେନ ଏମ ଏସ ଧନୀ ଓରଫ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ ଦଳର ପୂର୍ବତାନ ଅଧିନାୟକ ଏମ ଏସ ଧୋନୀ 2020 ରେ ନିଜେ ଆନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେଇଥିଲେ ।

ତାଙ୍କୁ ଶେଷ ଥର ପାଇଁ 2024 ଆଇପିଏଲ ରେ ଦେଖିବାକୁ ମିଳିଥିଲା । ଏହି ଚର୍ଚ୍ଚା ମଧ୍ୟରେ ଧୋନୀ କୋର୍ଟ ସମ୍ବଧୀୟ ମାମଲାରେ ମଧ୍ୟ ଚର୍ଚ୍ଚା ରେ ଅଛନ୍ତି । ଧୋନୀ ଙ୍କ ବିରୁଦ୍ଧରେ ଜଣେ ଆଇପିଏସ ଅଧିକାରୀ କିଛି ଅଭିଯୋଗ କରିଥିଲେ । ଯେଉଁଥି ପାଇଁ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ଧୋନୀ । ଆଉ ଏବେ ସେଇ ମାମଲାର ଶୁଣାଣୀ କରି କୋର୍ଟ ସେହି ଆଇପିଏସ ଅଧିକାରୀଙ୍କୁ ଜେଲ ଦଣ୍ଡ ଦେଇଛନ୍ତି ।

ସୂଚନା ଅନୁଯାୟୀ ମାଡ୍ରାସ ହାଇ କୋର୍ଟ ଆଜି ଆଇପିଏସ ଅଧିକାରୀ ସମ୍ପଦ କୁମାର ଙ୍କୁ କୋର୍ଟ କୁ ଅବମାନନା ଅଭିଯୋଗରେ ଜେଲ ଦଣ୍ଡ ଦେଇଛନ୍ତି । ତେବେ 2013 ମସିହାରେ ଆଇପିଏଲ ମ୍ଯାଚ ଫିକସିଙ୍ଗ ଓ ବ୍ୟାଟିଂ ମାମଲାରେ ଧୋନୀ ଙ୍କ ସମ୍ପତି ନେଇ ଗଣମାଧ୍ୟମରେ ଆପତ୍ତି ଜନକ ମାନ୍ୟବତା ଦେଇଥିବା ବେଳେ ମିଡିଆ ମଧ୍ୟ ଏ ନେଇ ଖବର ପ୍ରକାଶିତ କରିଥିଲା ।

ଯାହାକୁ ନେଇ 2014 ମସିହାରେ ଆଇପିଏସ ଅଧିକାରୀ ସମ୍ପଦ କୁମାର ଓଫ ଅନ୍ୟ ମାନଙ୍କ ବିରୁଦ୍ଧରେ ଚେନ୍ନାଇ ଉଚ୍ଚ ନ୍ୟାୟଳୟ ରେ ମାନ ହାନି ମାମଲା ଦାୟର କରିଥିଲେ ଏମ ଏସ ଧୋନୀ । ଧୋନୀ 2013 ରେ ହୋଇଥିବା ଆଇପିଏଲ ରେ ମ୍ଯାଚ ଫିକସିଙ୍ଗ ରେ ସାମିଲ ଥିବା ନେଇ ଅପପ୍ରଚାର କରା ଯାଇଥିଲା ।

ତେବେ ଏହି ମାମଲାରେ କୋର୍ଟ ଶୁଣାଣୀ କରି ବିବାଦୀୟ ଟିପ୍ପଣୀ ଜାରି କରିବା କିମ୍ବା ଭଳି ଖବର ପ୍ରସାରଣ ନ କରିବାକୁ କଡା ନିର୍ଦେଶ ଦେଇଥିଲେ । ଓ ସମ୍ପଦ କୁମାର ଓ ଅନ୍ୟ ମାନଙ୍କୁ ଧୋନୀ ଙ୍କ ମାନ ହାନି ହେବା ଭଳି ବୟାନ କୁ ନେଇ ରୋକ ଲଗାଇ ଥିଲେ । ଏହା ପରେ ମାନ ହାନି ମୋକଦ୍ଦମା ଜବାବ ରେ ଲିଖିତ ବୟାନ ଜାରି କରିଥିଲେ ଆଇପିଏସ ସମ୍ପଦ କୁମାର ।

ଯେଉଁଥିରେ ପୁନଃବାର ଧୋନୀ ଙ୍କୁ ମାନ ହାନି ଜାରି କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଣୁ କୋର୍ଟ କୁ ପୁନଃ ଅବମାନନା କରା ଯାଇଥିବା ଅଭିଯୋଗ କରିଥିଲେ ଏମ ଏସ ଧୋନୀ । ଯେଉଁ ଅବମାନନା ଶୁଣିବା ପରେ ଧୋନୀ ଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ । ଆଇପିଏସ ଅଧିକାରୀ ସମ୍ପଦ କୁମାର ଙ୍କୁ 15 ଦିନ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।