ଏହି ସୁପରଷ୍ଟାରଙ୍କ ସହ ହୋଟେଲ ରୁମ ରୁ ଗୋଟେ ଚାଦର ତଳୁ ଧରା ପଡିଥିଲେ ହେମା ମାଲିନୀ, ଦେଖନ୍ତୁ ଫୋଟୋ …

ଏହି ସୁପରଷ୍ଟାରଙ୍କ ସହ ହୋଟେଲ ରୁମ ରୁ ଗୋଟେ ଚଦରରେ ଧାରା ପଡିଥିଲେ ହେମା ମାଲିନୀ, ଦେଖନ୍ତୁ ଫୋଟୋ

ବଲୀଉଡ ରେ ହେମା ମାଳିନୀ ଙ୍କର ଆଜି ମଧ୍ୟ ବହୁତ ଚାହିଦା ଅଛି । ଆଜିକାଲି ସେ ଫିଲ୍ମ ରେ ବହୁତ କମ ଦେଖିବାକୁ ମିଳୁଛନ୍ତି । କିନ୍ତୁ ତଥାପି ତାଙ୍କ ଚର୍ଚ୍ଚା ସବୁବେଳେ ହେଉଥାଏ । ଏମିତି ତ ହେମା ମାଳିନୀ ଙ୍କ ସୁନ୍ଦରତା ଆଗରେ ବଲୀଉଡ ର କେତେ କେତେ ଅଭିନେତ୍ରୀ ଫିକା ପଡିଯିବେ । କିନ୍ତୁ ଯେବେ ସିଏ ଯୁବତୀ ଥିଲେ ସେତେବେଳେ ସେ କୋଟି କୋଟି ହୃଦୟରେ ରାଜ୍ କରୁଥିଲେ । ବଲୀଉଡ ର କେତେ ବଡ ବଡ ନେତା ତାଙ୍କୁ ପସନ୍ଦ କରୁଥିଲେ ମଧ୍ୟ ଧର୍ମେନ୍ଦ୍ର ବାଜି ମାରିନେଇଥିଲେ ଓ ତାଙ୍କ ସହ ବିବାହ କରିଥିଲେ ।

ଆଜି ଆମେ ସେଇ ଦୁଜଣଙ୍କ ବିଷୟରେ କହିବାକୁ ଯାଉଛୁ । ଯେତେବେଳେ ହେମା ମାଳିନୀ ଗୋଟେ ନାମିଦାମି ଅଭିନେତାଙ୍କ ସହ ଗୋଟେ ହୋଟେଲ ରୁମ ରେ ଧରା ପଡିଥିଲେ ।

ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ଫିଲ୍ମ ଶୋଲେର ସୁଟିଙ୍ଗ ହେଉଥିବା ସମୟର । ଏହି ସମୟରେ ଧର୍ମେନ୍ଦ୍ର ଓ ହେମା ଦୁହେଁ ଦୁଇଜଣଙ୍କୁ ଭଲ ପାଉଥିଲଏ । ଏବଂ ଏହି କଥା ପ୍ରାୟତଃ ସମସ୍ତେ ଜାଣିଥିଲେ । ଫିଲ୍ମ ଶୋଲେ ର ସୁଟିଙ୍ଗ ସମୟରେ ହେମା ଧର୍ମେନ୍ଦ୍ର ଙ୍କ ସହ କିଛି ସମୟ ଅତିବାହିତ କରିବାକୁ ଚାହୁଁଥିଲେ । ସେହି ସମୟରେ ତାଙ୍କ ଫିଲ୍ମ ର ଡିରେକ୍ଟର ତାଙ୍କ ଦୁଇ ଜଣଙ୍କୁ ଖୋଜି ଖୋଜି ସେହି ହୋଟେଲ ରେ ପହଞ୍ଚି ଥିଲେ ଯେଉଁଠି ଫିଲ୍ମ ଶୋଲେ ର ସମସ୍ତ କଳାକାର ରହୁଥିଲେ ।

ସବୁ ରୁମ ଦେଖିବା ପରେ ଗୋଟେ ରୁମ ରେ କବାଟ ଖୋଲୁ ଖୋଲୁ ଦେଖିବାକୁ ମିଳିଲା ଯେ ଗୋଟେ ଚଦର ତଳେ ହେମା ମାଳିନୀ ଓ ଧର୍ମେନ୍ଦ୍ର ମସ୍ତି କରୁଛନ୍ତି । ନିର୍ଦେଶକ ସେମାନଙ୍କ ଫୋଟୋ ଉଠାଇ ରଖି ଦେଲେ । ଏବଂ ସେହି ଫୋଟୋ ସମସ୍ତଙ୍କ ନଜରକୁ ଆସିଗଲା, ଯାହା ଫଳରେ ଯେଉଁ ଲୋକ ହେମା ଓ ଧର୍ମେନ୍ଦ୍ର ଙ୍କ ପ୍ରେମ ସମ୍ବନ୍ଧରେ କିଛି ଜାଣି ନଥିଲେ ସେମାନେ ମଧ୍ୟ ଏହି ବିଷୟରେ ଜାଣିଗଲେ ।

ହେମା ମାଳିନୀ ଙ୍କର ଜନ୍ମ 16 ଅକ୍ଟୋବର 1948 ରେ ତାମିଲନାଡୁ ରେ ହୋଇଥିଲା । ଏବେ ସିଏ 70 ବର୍ଷର ହେଲେଣି । ସେ ତାଙ୍କର ଫିଲ୍ମ କ୍ଯାରିୟର ଫିଲ୍ମ ସପନୋଂ କା ସୌଦାଗର ରୁ ଆରମ୍ଭ କରିଥିଲେ । ସେ ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ, ଯିଏ କି ଆଗରୁ ବିବାହିତ ଥିଲେ । ତଥାପି ସେମାନେ ବିବାହ କରିଥିଲେ ।