ସ୍ଵାମୀଙ୍କ ପରକୀୟା ସହ ଶାଶୁଙ୍କ ଜୁଲୁମ, ସହି ନପାରି ଧାରଣାରେ ବସିଲେ ଆଉ ଜଣେ Tapaswini, ସେ ଯାହା କହୁଛନ୍ତି ଥରେ ଶୁଣିଲେ ଆପଣ କାବା ହେବେ, ଦେଖନ୍ତୁ ଏହି Video

ବାହାଘର ର କିଛି ଦିନ ପରେ ଆମେ ଦେଖିବା କି ଆମେ କଣ କରିବା ଉଚ୍ଛିତ କେଉଁ ଭଳି ଭାବେ ଏକ ବିବାହିତ ନବ ବିବାହିତ ମହିଳା ଙ୍କୁ ରଖିବା ଉଚିତ । ତେବେ ଏବେ ଆସନ୍ତୁ ଜାଣିବା କି ଏକ ନବ ବିବାହିତା କନ୍ୟା ଯିଏ କି ମାତ୍ର ଏକ ବର୍ଷ ଭି ନିଜ ସଂସାର ଗଢିନି । ସେ କିଭଳି ଭାବେ ନିଜ ଜୀବନର ସମସ୍ଯା କୁ ଦେଖିବ । ଆପଣ ଏହା ମଧ୍ୟ ଜାଣିବା ନିହାତି ଭାବେ ଦରକାରକି ସ୍ଵାମୀ ସ୍ତ୍ରୀ ର ଝଗଡାରେ ସାସୁ କିଭଳି ଭାବେ ଘରୁ ତଡିବା ପରେ ଚକ୍ରାନ୍ତ କରିକି ନିଜ ବୋହୁ କି ଆଉ ଘରକୁ ଆଣିନୀ ତାକୁ ।

ଶାଶୁ ଘରେ ସ୍ଵାମୀ ସ୍ତ୍ରୀ ଙ୍କ ସହ କଥା ହେବା ମଧ୍ୟରେ ସାସୁ ଓ ନଣନ୍ଦ ମିସିକି ଅନେକ ବାର ବାଡା ବାଡି କରିଛନ୍ତି । ଏହା ସହ ତାଙ୍କ ବାହାଘର ର ସୁନା କୁ ସେ ଓଜନ କରିକି ମଧ୍ୟ ବୋହୁ ଠାରୁ ଛଡାଇ ଆଣିଥିଲେ ଏହା ଅପରେ ବାପା ଘରକୁ କିଛି ଦିନ ପାଇଁ ଜାଉଆ କହି ବୋହୁକୁ ଛାଡି ଦେଇକି ଆସି ଯାଇ ଥିଲେ ଅନେକ ଦିନ ଚାଲି ଯିବା ପରେ କନ୍ଯାର ମାମୁ ମାଇଁ ତାଙ୍କୁ ନେଇକି ତାଙ୍କ ଶାଶୁ ଘରେ ଛାଡି ଦେଇ ଆସିଲେ ।

ଏହା ପରେ ତାଙ୍କ ଦେହ ଅସୁସ୍ଥ ଥିଲା ମାତ୍ର ବାପପା ଘର ସହ କଥା ହେବା ପାଇଁ ମନ କରିଥିଲେ । କିଛି ଦିନ ପରେ ତାଙ୍କ ମା ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ ମାତ୍ର ତାଙ୍କଉ ଅପମାନ ଦେଇ ବାହାର କରା ଯାଇଥିଲା ଏହା ସହ କନ୍ୟା କୁ ଅନେକ ମାଡ ମାରି ଥିଲେ ।  ଶାଶୁ ଘର ଲୋକମାନେ ଏବେ ଘରେ ନାହାଁନ୍ତି । କନ୍ୟା ଜଣଙ୍କ ଆସିକି ଧାରଣା ଦେଇ ଛନ୍ତି ନିଜ ଶାଶୁ ଘର ଆଗରେ ।

କାରଣ ତାଙ୍କ ପେଟରେ ଏବେ ତାଙ୍କ ପେଟରେ ଛୁଆ ଅଛି । ଏବେ ଯିବେ କୁଆଡେ ପାଖା ପାଖି ଲୋକମାନେ ଏବେ ସାହାଜ୍ଯ ଅକରିବା ପାଇଁ ଆଗେଇ ଆସିଛନ୍ତି ମହିଳା ଜଣଙ୍କ କହିଛନ୍ତି କି ଏବେ ମୁ ସାତ ମାସ ର ଛୁଆ ଅଛି ଏବେ ମୁ ଆଉ କେଉଁ ଆଡେ ଯାଇ ପାରିବିନି । ଅପେକ୍ଷା କରିଛନ୍ତି ନିଜ ପ୍ରତାରିତ ସ୍ଵାମୀ ଓ ଶାଶୁ ଙ୍କୁ ଯିଏ କି ବୋହୁ କୁ ବାଡେଇକି ଘରୁ ତଡି ଦେଇଥିଲେ ।

ତାଙ୍କ କହିବା ଅନୁସାରେ ମାର୍ଚ 3 2021 ରେ ବିବାହ ହୋଇଥିଲା ତାଙ୍କର । ମାତ୍ର ଏବେ ବିଚ୍ଛେଦ କଣ ପାଇଁ ଶାଶୁ ଘର ଲୋକମାନେ ଘର ଛାଡି ଚାଲି ଯାଇଅଛନ୍ତି କେଉଁ ଆଡେ ଯାଇଛନ୍ତି । କେବେ ଆସିବେ ଏହା ଜଣା ନାଇ ତାଙ୍କ ନଣନ୍ଦ ମଧ୍ୟ କହୁଛନ୍ତି କି ସେ ମଧ୍ୟ ଜାଣି ନାହାଁନ୍ତି କି ତାଙ୍କ ମା ଓ ଭାଇ କେଉଁ ଆଡେ ଯାଇ ଛନ୍ତି ଶାଶୁ ପୁଣି ଚାକିରି କରୁଛନ୍ତି ଯଦି ଶିକ୍ଷିତ ଲୋକ ଏହି ଭଳି କରିବେ ତେବେ ଆଉ କଣ ଏହି ସମାଜ ରହିବ ।