ଧନୁ (Sagittarius) ରାଶିର ବ୍ୟକ୍ତି ଜାଣନ୍ତୁ ନିଜ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଭୟଙ୍କର କଥା, ଯାହା ଆଗରୁ କେବେ ଜାଣି ନଥିବେ- Jyotisha Shastra

ନମସ୍କାର ବନ୍ଧୁଗଣ, ଜନ୍ମ ସମୟ ଅନୁସାରେ ରାଶିର ନିର୍ଦ୍ଧାରଣ କରାଯାଏ । ଏବଂ ଏହା ପରଠାରୁ ମନୁଷ୍ୟର ସମସ୍ତ କାର୍ଯ୍ୟ, ଦୁଖ ସୁଖ ସବୁକିଛି ସେହି ରାଶିର ଗତି ଉପରେ ହିଁ ନିର୍ଭର କରିଥାଏ । ତେଣୁ ରାଶିରୁ ହିଁ ଗୋଟିଏ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟତ ଜଣାଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ । ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଜନ୍ମ ଠାରୁ ମୃତୁ ପର୍ଯ୍ୟନ୍ତ କେଉଁ ଘଟଣା ସବୁ ଘଟିବାକୁ ଯାଉଛି ଆସନ୍ତୁ ଜାଣିବା ।

ଧନୁ ରାଶି: ଏହି ରାଶିର ବ୍ୟକ୍ତି ଧର୍ମ ପ୍ରତି ଆଶା ବିଶ୍ଵାସ ଏବଂ ଦୃଢ ନିଷ୍ଠାର ସହ ରହିବେ । ଧନୀ ବ୍ୟକ୍ତି ଭଳି କଥା ବାର୍ତ୍ତା କରିବେ । ଏମାନେ ପଢା ପ୍ରିୟା ହୋଇଥାନ୍ତି ଓ କଳା ପ୍ରେମୀ ମଧ୍ୟ ଅଟନ୍ତି । ଉଦାର, ଦୟାଳୁ, ପରଉପକାରୀ ଓ ପରିଶ୍ରମୀ ହୋଇଥାନ୍ତି । ଏହି ରାଶିର ଅଧିପତି ହେଉଛନ୍ତି ବୃହସ୍ପତି ତେଣୁ ଶୁଭ ବାର ହେଉଛି ଗୁରୁବାର ।

ଗ୍ରହ ଶାନ୍ତି ପାଇଁ ଗୁରୁବାର ଦିନ ସୁନା ପୂଜା କରି ପିନ୍ଧିଲେ ଗ୍ରହ ଶାନ୍ତି ହୋଇଥାଏ । ଲେଖକ ବିଦ୍ୟା ସହ ସୁନ୍ଦରୀ ସ୍ତ୍ରୀ ମଧ୍ୟ ପାଇଥାନ୍ତି । ନିଶ ଦ୍ରବ୍ୟ ଏମାନଙ୍କ ପାଇଁ କ୍ଷତି କାରକ ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନଙ୍କ ବିବାହ ଯୋଗ ୧୬ ବର୍ଷ ବୟସରୁ ୨୬ ବର୍ଷ ମଧ୍ୟରେ ହୋଇଥାଏ । ବିଦେଶ ଭ୍ରାମଣର ଯୋଗରହିଛି । ଏବଂ ଅର୍ଥ ବ୍ୟୟ ହେବ । ସନ୍ତାନ ଯୋଗ ଏହି ରାଶି ପାଇଁ ଦୁର୍ବଳ ଅଟେ ।

ଏହି ରାଶିର ଅଶୁଭ ସମୟ ହେଉଛି ଜୁନ ମାସର ୧୮, ୧୯, ୨୪ ଏବଂ ୨୬ ତାରିଖ ଅଟେ । ଶୁକ୍ରବାରଟି ଆପଣଙ୍କ ପାଇଁ ଅଶୁଭ ଅଟେ । ଆପଣ ମେଷ ରାଶି, କୁମ୍ଭ ରାଶି, ଧନୁ ରାଶି ଏବଂ ସିଂହ ରାଶିର ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ ନିଶ୍ଚୟ ଶୁଭ ଫଳ ମିଳିବ । ଗୁରୁବାର ଦିନ ପୂର୍ବ ଦିଗକୁ ଯାତ୍ରା କାଲେ ନ ହୋଉଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ହୋଇଯିବ । ପରୀକ୍ଷାରେ ମଧ୍ୟ ବିଜୟ ଲାଭ ହୋଇଥାଏ ।

ଦୋଷିକୁ ସହଜରେ କ୍ଷମା ଦିଅନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ମାନଙ୍କ ଅଶୁଭ ରାଶି ହେଉଛି, କର୍କଟ, ବିଛା, ମିନ ଏହିସବୁ ରାଶିର ବ୍ୟକ୍ତି ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତି କାରକ ଅଟନ୍ତି । ଆପଣଙ୍କ ପାଇଁ ନୀଳ ଏବଂ କଳା ରଙ୍ଗର ବସ୍ତ୍ର ଅଶୁଭ ଅଟେ । ଯେକୌଣସି ଜାତିର ହୋଇଥିଲେ ମଧ୍ୟ ଆପଣ ଧର୍ମ ଦେବା ଦେବୀଙ୍କ ଆଶୀର୍ବାଦ ନିଶ୍ଚିନ୍ତ ପାଇବେ ।

୩୦ ବର୍ଷ ରୁ ୪୦ ବର୍ଷ ମଧ୍ୟରେ ବ୍ୟବସାୟରୁ ମନ ମୁତାବକ ଶୁଭ ଫଳ ମିଳିବ । ହଠାତ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି । ଜଣେ ସ୍ତ୍ରୀ ଲୋକ ଆପଣଙ୍କର ଚିର ଶତ୍ରୁ ହୋଇ ବିପଦରେ ପକାଇବାକୁ ଆପଣଙ୍କୁ ଚେଷ୍ଟା କରିବେ । ଯଦି ଆପଣ ମାନଙ୍କୁ ମର ଏହି ପୋଷ୍ଟ ତି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।