ସେଦିନ ରାତିର ଅନେକ ଗୁମର ଖୋଲିଦେଲେ DFO ଙ୍କ ମାଳୀ ଓ ଜଗୁଆଳି, ଦେଲେ ଏହି ଚାଞ୍ଚଲ୍ୟକର ତଥ୍ୟ, ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା-ରେ ଫୁଲ୍ ଦମ୍ ରେ ଲାଗି ପଡିଛି କ୍ରା-ଇ-ମ-ବ୍ରା-ଞ୍ଚ । ମାମଲାକୁ ହାତକୁ ନେବାର ଚତୁର୍ଥ ଦିନ ମଧ୍ୟରେ ଦୁଇ ଜଣ ACFO, ତିନି ଜଣ ଫରେଷ୍ଟ ଗାର୍ଡ, ସୌମ୍ୟଙ୍କ ରୋଷେୟା ସହିତ DFO ଙ୍କ ମାଳୀ ଓ ଜଗୁଆଳି ଆଦୀଙ୍କୁ ଜେ-ରା କରି ସାରିଲାଣି କ୍ରା-ଇ-ମ-ବ୍ରା-ଞ୍ଚ । ସୌମ୍ୟଙ୍କ ମୃ-ତ୍ୟୁ ର-ହ-ସ୍ୟର ତ-ଦ-ନ୍ତ ଯେତିକି ଆଗକୁ ଯାଉଛି ସେତିକି ନୂଆ ନୂଆ ଚରିତ୍ର ଏବଂ ତଥ୍ୟ ସାମନାକୁ ଆସୁଛି ।

କ୍ରା-ଇ-ମ-ବ୍ରା-ଞ୍ଚ ତ-ଦ-ନ୍ତ ଜେ-ରାରେ DFO ଙ୍କ ଗେଟ ଜଗୁଆଳି ସନ୍ତୋଷ ବିଶ୍ଵାଳ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ଘଟଣା ଦିନ ଗଜପତି ଜିଲ୍ଲାପାଳ DFO ଙ୍କ ଅଫିସରେ ଉପସ୍ଥିତ ଥିଲେ ବୋଲି କହିଛନ୍ତି ଜଗୁଆଳି । ଜିଲ୍ଲାପାଳ ଆସିବା ବେଳେ ସେ ନିଜେ ଗେଟ ଖୋଲିଥିଲେ ଓ ତାପରେ ଏହି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି । ଏମିତି ସୌମ୍ୟଙ୍କୁ ହସ୍ପିଟାଲ ନେବା ବେଳେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ଥିଲେ ବୋଲି ସ୍ପଷ୍ଟ କରିଛନ୍ତି DFO ଙ୍କ ଜଗୁଆଳି ସନ୍ତୋଷ ବିଶ୍ଵାଳ ।

ତେବେ ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ପଚରା ଉଚରା କରାଯିବ କି ପ୍ରଶ୍ନର ଉତ୍ତରରେ କ୍ରା-ଇ-ମ-ବ୍ରା-ଞ୍ଚ ଡ଼ିଏସପି କହିଛନ୍ତି କି ସେ କଥା ସମୟ କହିବ । ଆବଶ୍ୟକତା ଅନୁସାରେ ସେ ନେଇ ବିଚାର କରାଯିବା ବୋଲି କହିଛନ୍ତି ଡ଼ିଏସପି । ତେବେ ଜଗୁଆଳିଙ୍କ ସହ ଆଜି DFO ଙ୍କ ମାଳୀକୁ ମଧ୍ୟ ଜେ-ରା କରିଥିଲା କ୍ରା-ଇ-ମ-ବ୍ରା-ଞ୍ଚ । ଗୁଡେଇ ତୁଡେଇ ପ୍ରାୟ ୬୦ ରୁ ୭୦ ପ୍ରଶ୍ନ ପଚାରିବା ପରେ ସେଦିନ ରାତିର ଅନେକ ଗୁମର ଖୋଲିଥିଲେ DFO ଙ୍କ ମାଳୀ ଓ ଜଗୁଆଳି ।

DFO ଙ୍କ ମାଳୀ ଅଜୟ ବେହେରା କହିଛନ୍ତି କି, ସେ ଯାହା ଯାହା ଜାଣିଥିଲେ ସବୁ କିଛି ସାର ଙ୍କୁ କହିଛନ୍ତି । ତେବେ ସୌମ୍ଯଙ୍କ ମୃ-ତ୍ୟୁ ମା-ମ-ଲା-ରେ DFO ଙ୍କ ସମ୍ପୃକ୍ତି ନେଇ ସୌମ୍ୟଙ୍କ ପରିବାର ଲିଖିତ ଅଭିଯୋଗ କରିଥିବା ବେଳେ, ସେଦିନ ରାତିରେ ଜିଲ୍ଲାପାଳଙ୍କ ଉପସ୍ଥିତି ଘଟଣାକୁ ଆହୁରି ସ-ନ୍ଦେ-ହ ଘେରକୁ ଟାଣି ଆଣିଛି ।

ଏଭଳି ସ୍ଥିତିରେ ଅଡୁଆ ସୂତାରୁ ଖିଅ ବାହାର କରିବାକୁ କ୍ରା-ଇ-ମ-ବ୍ରା-ଞ୍ଚ କେତେ ଦୂର ସଫଳ ହେଉଛି କେବଳ ତାହା ଦେଖିବାକୁ ବାକି ରହିଲା । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।