Deepika ଙ୍କୁ ଚ୍ୟାଲେଞ୍ଜ କାଲେ Dinesh ଙ୍କ ମାଆ, “ତୁ ମାଟିହାଣ୍ଡି ମୋ ସୁନାମୁଣ୍ଡା, ତୁ ସେମିତି ଦୁଆରେ ବସିଥା ମୋ ପୁଅ ମସ୍ତି କରିବ, ଦମ୍ ଅଛି ଯଦି ମୋ ପୁଅକୁ ଖୋଜିକି ଦେଖା…”,

ତୋର ତାକତ ଅଛି ଯଦି ମୋ ପୁଅ ଦିନେଶକୁ ଖୋଜିକି ବାହାର କର । ସେ ଏଇଠି ଅଛି ଏଇ ସାହିରେ ଅଛି ଆଉ ମୋ ସହ ଆସିଛି । ଯଦି ତୋର ଦମ୍ ଅଛି ତା’ହେଲେ ତୁ ମୋ ପୁଅକୁ ଖୋଜିକି ଦେଖା । ତୁମ ମୋ ପୁଅର କିଛି କରି ପାରିବୁନି । ମୋ ପୁଅ ସୁନାମୁଣ୍ଡା ଆଉ ଦୀପିକା ତୁ ମାଟିହାଣ୍ଡି । ମୋ ପୁଅ ଯାହାବି କଲେ ସେ ଠିକ, କିନ୍ତୁ ତୋର ଟିକିଏ ଭୁଲ ତୋ ଜୀବନ ବରବାଦ କରିଦେଲା । ମୋ ପୁଅକୁ କିଛି ଫରକ ପଡୁନି ।

ତୁ ଏଠି ଦୁଆର ବାହାରେ ବସିଛୁ ହେଲେ ମୋ ପୁଅ ଅଏସରେ ରହି ଏମବିଏ ପଢୁଛି । ତୁମ ଏମିତି ଖରା ବର୍ଷାରେ ପଡି ପଡି ବସି ବସି ଯିବୁ ହେଲେ ମୁଁ ତୋତେ ମୋ ଘରକୁ ଆଣିବିନି । ତୁ କଣ ଭାବିଛୁ ଏମିତି ଡ୍ରାମା କଲେ ମୁଁ ତୋତେ ବୋହୂ କରିବି ? କେବେ ନୁହେଁ ଦୀପିକା ଏସବୁ ଭୁଲିଯା । ତୋର କେତେ ତାକତ ସେଇଟା ମୁଁ ଭଲରେ ଜାଣିଛି । ଦିନେଶ ଏଇ ସାହିରେ ଅଛି, ତାକୁ ତୁ ବାହାର କରିକି ଦେଖା । ତୁ କଣ ମୋ ପୁଅ ଏଇ ସାହି ଭିତରେ କେଉଁଠି ଅଛି ଏକଥା କେହି ଜାଣି ପାରିବେନି ।

ତୁ ଫସିଗଲୁ ଦୀପିକା, ମୋ ପୁଅ ଏମିତି ମଜାମସ୍ତି କରିବ ଆଉ ତା’ ମାନେ ନୁହେଁ ଯେ ମୋ ପୁଅ ଯାହାକୁ ଭଲପାଇବ ତାକୁ ମୁଁ ଘରର ବୋହୂ କରିଦେବି । ତୁ ଏଠି ଯେତେ ବସୁଛୁ ବସ ମୋଟ କିଛି ଯାଏ ଆସେନି । କିନ୍ତୁ ତୁ ମୋ ପୁଅ ଦିନେଶକୁ କେବେବି ପାଇ ପାରିବୁ ନାହିଁ । ତୁ କଣ ଭୁଲିଗଲୁ ସେଦିନକୁ ଯେଉଁଦିନ ମୁଁ ତୋ ପାଲ ଚିରି ଦେଇଥିଲି ?

ଆଉ ତୋତେ ଏତେ ଲୋକଙ୍କ ଆଗରେ ହୀନସ୍ଥା କରିଥିଲି ? ଶୁଣ ଏଇଟା ମୋ ଘର ଏଠି ମୋର ହିଁ ରାଜ୍ ଚାଲେ । ତୋତେ ମୁଁ ଏଠି ଭଲରେ ବସେଇ ଦେବିନି । ଆଲୋ ତୁ କଣ ମୋ ଘରର ବୋହୂ ହେବୁ ତୋର ଔକାତ ହି ନାହିଁ । ଯେତେ ଏମିତି କେତେ ଦିନ ବସିବୁ । ଯେତେ ବସିବୁ ବସେ ହେଲେ ମୋ ପୁଅ ଅଏସରେ ବଞ୍ଚିବ । ତୁ ମାଟିହାଣ୍ଡି ଏବେ ତୋର କିଛି ହୋଇ ପାରିବନି । ହଁ ଆଜ୍ଞା, ଦୀପିକା ଏବଂ ତାଙ୍କ ଶାଶୁ ବା ଦିନେଶଙ୍କ ମାଆଙ୍କ ମଧ୍ୟରେ ଏବେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି ।

ତେବେ ଦେଖିବାକୁ ବାକି ରହିଲା ଏତେ ଦିନ ଧରି ନ୍ୟାୟ ପାଇଁ ଧାରଣାରେ ବସି ରହିଥିବା ଦୀପିକାକୁ କେବେ ମିଳୁଛି ଦିନେଶ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।