ମାଷ୍ଟର ବ୍ଳାଷ୍ଟର Sachin Tendulkar ଶେୟାର କଲେ ‘କ୍ରିକେଟର୍ ଡଗ୍’ ର ଭିଡିଓ, ଯାହା କ୍ଷଣକ ମଧ୍ୟରେ ହେଲା ଭାଇରାଲ, ଆପଣ ବି କୁକୁରର କ୍ରିକେଟ ଖେଳ ଦେଖିଲେ ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video

ନିକଟରେ ଭାରତୀୟ କ୍ରିକେଟ୍ ର ଭଗବାନ ବୋଲି କୁହା ଯାଉଥିବା ସଚିନ ତେନ୍ଦୁଲକର ନିଜ ଟ୍ବି-ଟ-ର ଆ-କା-ଉ-ଣ୍ଟ-ରେ ଏକ ଭି-ଡି-ଓ ଶେୟାର କରିଛନ୍ତି । ସେହି ଭି-ଡି-ଓ-ରେ ଦେଖିବାକୁ ମିଳୁଛି କି କୌଣସି ଏକ ଗ୍ରାମରେ ଜଣଙ୍କ ବାଡିରେ ଦୁଇ ଜଣ ପିଲା ଓ ଗୋଟିଏ କୁକୁର ସହ କ୍ରିକେଟ ଖେଳୁଛନ୍ତି । ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଏହି ଭି-ଡି-ଓ-ଟି ଶେୟାର କରିବାର କିଛି ସମୟ ମଧ୍ୟରେ ହିଁ ତାହା ଖୁବ୍ ଭା-ଇ-ରା-ଲ ହୋଇଥିଲା ।

ଆପଣ ମଧ୍ୟ ଏହି ଭି-ଡି-ଓ ଦେଖିଲେ କୁକୁରର ବୁଦ୍ଧିମତା ଦେଖି ଖୁସି ଯେତିକି ହେବେ ଆଶ୍ଚର୍ଯ୍ୟ ବି ସେତିକି ହେବେ । ଏହି କ୍ରିକେଟର ଡଗ୍ ର ଚର୍ଚ୍ଚା ଏବେ ସବୁଆଡେ ହେଉଛି । ସଚିନ ତେନ୍ଦୁଲକର ଶେୟାର କରିଥିବା ଏହି ଭା-ଇ-ରା-ଲ ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଦୁଇ ଜଣ ଛୋଟ ପିଲା କ୍ରିକେଟ ଖେଳୁଛନ୍ତି । ଛୋଟ ପୁଅ ଟିଏ ବୋଲିଂ କରୁଛି ଓ ଛୋଟ ଝିଅଟିଏ ବ୍ୟାଟିଂ କରୁଛି ।

ଆଉ ୱିକେଟ ପଛରେ ଜଗିଛି ଏକ କ୍ୟୁଟ କୁକୁର ଟିଏ । ଯିଏ କି ୱିକେଟ କିପିଂ କରୁଛି ଆଉ ଦରକାର ହେଲେ ଜଣେ ଫିଲ୍ଡର ଭଳି ବି କାମ କରୁଛି । ପାଖରେ ଥିବା ଛୋଟ ଛୋଟ ବୁଦା ଭିତରେ ବଲ୍ ପଡିଗଲେ କୁକୁରଟି ଦୌଡିଯାଇ କ୍ଷଣକ ମଧ୍ୟରେ ବଲ୍ ଖୋଜି ଆଣୁଛି । ଆଉ ବଲ୍ କୁ ବୋଲରକୁ ଦେବା ପରେ ପୁଣି ଥରେ ୱିକେଟ କିପିଂ କରିବାକୁ ୱିକେଟ ପଛକୁ ଫେରି ଆସୁଛି ।

ଦୁଇ ଜଣ ପିଲା ଆଉ କୁକୁରଟି ଭି-ଡି-ଓ ଦେଖିବାକୁ ଲୋକେ ପସନ୍ଦ କରୁଛନ୍ତି । କୁକୁରଟିର ବୁଦ୍ଧି ଓ କ୍ରିକେଟ ଖେଳକୁ କିପରି ଭଲ ଭାବେ ସେ ବୁଝି ପାରିଛି ଏହା ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେଉଛି । କ୍ରିକେଟ ଗଡ୍ ସଚିନ ତେନ୍ଦୁଲକର ଏହି କ୍ୟୁଟ ଭି-ଡି-ଓ ଶେୟାର କରି କ୍ୟାପ୍ସନରେ କୁକୁରକୁ ପ୍ରଶଂସା କରିଛନ୍ତି । ଏହାସହ ତାଙ୍କୁ ଏହି ଭିଡିଓଟି ତାଙ୍କର କେହି ଜଣେ ବନ୍ଧୁ ତାଙ୍କୁ ପଠାଇଥିବା ସେ ଲେଖିବା ସହ କୁକୁରର ବଲ୍ ଧରିବା କୌଶଳକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, “ଏକା ସାଥିରେ ଜଣେ ୱିକେଟ କିପର୍, ଫିଲ୍ଡର ଏବଂ ଅଲ ରାଉଣ୍ଡରଙ୍କୁ ଆପଣ ଏଥିରେ ଦେଖି ପାରୁଥିବେ, ଏହାକୁ କଣ ନାମ ଦିଆଯିବ ?” ତେନ୍ଦୁଲକର ଏହି ଭି-ଡି-ଓ-ଟି ଶେୟାର କରିବାର କେଇ ମୂହୁର୍ତ୍ତ ମଧ୍ୟରେ ଲାଇକ ଓ କମେଣ୍ଟରେ ଭରପୁର ହୋଇ ଯାଇଥିଲା ।

କୁକୁରର ଅନନ୍ୟ ପ୍ରତିଭା ଦେଖି ଅନେକ ୟୁଜର୍ସ ଖୁବ୍ ଭଲ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି । ଆପଣଙ୍କୁ ଏହି କ୍ରିକେଟର ଡଗ୍ ର କ୍ରିକେଟ ଖେଳ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।