IAS Interview Questions: କୋକା କୋଲା (Coca Cola) କେଉଁ ଦେଶର କମ୍ପାନୀ ? କଣ ଆପଣ ଜାଣିଛନ୍ତି ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ପକ୍ଷୀ ନିଜର ରଙ୍ଗ ବଦଳେଇ ପାରେ ?

ଉ: ସୁର କାଉ

୨- “ଜନଗଣ ମନ ଅଧିନାୟକ” ଏହି ଜାତୀୟ ସଙ୍ଗୀତଟି କେତେ ସମୟ ଭିତରେ ଗାନ କରିବା ଉଚିତ ?

ଉ: ୫୨ ସେକେଣ୍ଡ

୩- ବଳଦେବ ଜୀଉ ମନ୍ଦିର ମୁଖଶାଳା ପାଖରେ କେତୋଟି ପାହାଚ ଅଛି ?

ଉ: ୭ଟି

୪- ଓଡିଶାର ସବୁଠାରୁ ବଡ ମଧୁର ଜଳ ଥିବା ହ୍ରଦର ନାମ କଣ ?

ଉ: ଅଂଶୁପା ହ୍ରଦ

୫- ନଦୀର ଦେଶ କାହାକୁ କୁହାଯାଏ ?

ଉ: ବାଂଲାଦେଶ

୬- ହଜାର ନଦୀର ଦେଶ କାହାକୁ କୁହାଯାଏ ?

ଉ: ଫିନଲାଣ୍ଡ

୭- ଭାରତର କେଉଁ ରାଜ୍ୟରେ ସର୍ବାଧିକ ଅପରାଧ ହୋଇଥାଏ ?

ଉ: ଉତ୍ତର ପ୍ରଦେଶ

୮- ବର୍ତ୍ତମାନ ଭାରତର ରାଜଧାନୀର ନାମ କଣ ?

ଉ: ନୂଆଦିଲ୍ଲୀ

୯- ସୂର୍ଯ୍ୟଙ୍କର ନିକଟତମ ଗ୍ରହର ନାମ କଣ ?

ଉ: ବୁଧ ଗ୍ରହ

୧୦- ବିହାରର ଦୁଃଖ କେଉଁ ନଦୀକୁ କୁହାଯାଏ ?

ଉ: କୋଷି ନଦୀ

୧୧- କେଉଁ ମାଛ ଉଡିପାରେ ?

ଉ: ଗରନଇ ମାଛ

୧୨- କାହାର କାର୍ ରେ ନମ୍ବର ପ୍ଳେଟ ନଥାଏ ?

ଉ: ରାଷ୍ଟ୍ରପତି

୧୩- ବିଶ୍ଵର ସର୍ବାଧିକ ଜନସଂଖ୍ୟା ଥିବା ଦେଶ କିଏ ?

ଉ: ଚୀନ

୧୪- କେଉଁ ଜୀବ କେବେବି ମରେ ନାହିଁ ?

ଉ: ଜେଲି ଫିସ୍

୧୫- ପୁରାଣ ଅନୁସାରେ ଅସୁର ମାଙ୍କର ଗୁରୁ କିଏ ଥିଲେ ?

ଉ: ଶୁକ୍ରାଚାର୍ଜ୍ୟ

୧୬- କେଉଁ ପକ୍ଷୀର ଡେଣା ନଥାଏ ?

ଉ: କିୱି

୧୭- ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହରର ନାମ କଣ ?

ଉ: ମୁମ୍ବାଇ

୧୮- କ୍ଷେତ୍ରଫଳ ଦୃଷ୍ଟିରୁ ଦୁନିଆର ସବୁଠୁ ବଡ ଦେଶ କିଏ ?

ଉ: ଋଷ

୧୯- କେଉଁ ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ?

ଉ: ଶନି

୨୦- କେଉଁ ଜନ୍ତ୍ର ସାହାଯ୍ୟରେ ବାୟୁର ଗତି ମାପ କରାଯାଏ ?

ଉ: ଏନିମୋମିଟର

୨୧- ‘ଭାରତରତ୍ନ’ ର ଡିଜାଇନ କେଉଁ ବୃକ୍ଷର ପତ୍ର ସଦୃଶ ହୋଇଥାଏ ?

ଉ: ଅଶ୍ଵତଥ ବୃକ୍ଷ

୨୨- ଗାନ୍ଧୀଜୀ କେଉଁଠାରେ ଆଇନ ଅଧ୍ୟୟନ କରିଥିଲେ ?

ଉ: ଇଂଲଣ୍ଡ

୨୩- ଭାରତର କେଉଁ ସହରକୁ ସାତ ଦ୍ଵୀପର ସହର କୁହାଯାଏ ?

ଉ: ମୁମ୍ବାଇ

୨୪- ଭାରତର କେଉଁ ନଦୀରୁ ହୀରା ମିଳିଥାଏ ?

ଉ: କ୍ରୀଷ୍ଣା

୨୫- କୋକା କୋଲା (Coca Cola) କେଉଁ ଦେଶର କମ୍ପାନୀ ?

ଉ: ଆମେରିକା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।