ଭୁଲରେ ବି ଛୁଅନ୍ତୁ ନାହିଁ ସ୍ତ୍ରୀମାନଙ୍କର ଏହି ଅଙ୍ଗ, ହୋଇଯାଆନ୍ତି ଦେବୀ କ୍ରୋଧିତ ଓ କରିବାକୁ ପଡେ ଅସୁବିଧାର ସାମନ୍ନା

ପ୍ରକୃତି ଦ୍ଵାରା ପ୍ରସ୍ତୁତ ବହୁତ ସୁନ୍ଦର ଜିନିଷ ଅଛି ଏବଂ ସେହି ସବୁ ରଚନା ମଧ୍ୟରୁ ଗୋଟିଏ ହେଉଛି ମହିଳା । ଯାହାଙ୍କ ଆଗରେ ଦୁନିଆର ସମସ୍ତ ମଣିଷ ମୁଣ୍ଡ ତଳକୁ କରି ଦିଅନ୍ତି । ମହିଳା ମାନେ ଘରକୁ ଯୋଡି ବି ପାରନ୍ତି ଓ ଘରକୁ ଭାଙ୍ଗି ବି ପାରନ୍ତି । ମହିଳାଙ୍କ ଦ୍ଵାରା ଏହି ସଂସାର ଚାଲିଥାଏ । ମହିଳାଙ୍କ କାରଣରୁ ଦୁଇ ପରିବାର ଏକାଠି ହୋଇ ଥାନ୍ତି । ପୁରୁଷମାନେ ମହିଳାଙ୍କର ସବୁ ଜିନିଷରେ ଦିବାନା ଅଟନ୍ତି । କିନ୍ତୁ ଯଦି ଆପଣ ଦେବୀ ମାଙ୍କୁ ପୂଜା କରୁଛନ୍ତି ତେବେ ଭୁଲରେ ବି ସ୍ତ୍ରୀମାନଙ୍କର ଏହି ଅଙ୍ଗକୁ ସ୍ପର୍ଶ କରନ୍ତୁ ନାହିଁ , ଦେବୀ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ଜୀବନରେ ସମସ୍ୟାର ପାହାଡ ଭାଙ୍ଗିପଡେ ।

ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ ସ୍ତ୍ରୀମାନଙ୍କର ଏହି ଅଙ୍ଗକୁ, ହୋଇ ଯାଆନ୍ତି ଦେବୀ କ୍ରୋଧିତ

Image courtesy: Google

ବହୁତ ଅଜବ କଥା ଅଟେ କିନ୍ତୁ ଶାସ୍ତ୍ରରେ ଗୋଟିଏ କଥା ବିଷୟରେ ବିସ୍ତାର ରୂପରେ କୁହାଯାଇଛି କି ମହିଳା ମାନଙ୍କ ସହିତ ପୁରୁଷମାନଙ୍କୁ କେଉଁଭଳି ଭବାରେ ବ୍ୟବହାର କରିବା ଉଚିତ । ତାଙ୍କ ସହିତ ସଂବନ୍ଧ ବନାଇବା ସମୟରେ ବିଭିନ୍ନ କଥା ପ୍ରତି ଧ୍ୟାନ ଦେବାକୁ ପଡି ଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କର ଏକ ବିଶେଷ ଅଙ୍ଗ ଏମିତି ବି ହୋଇଥାଏ ଯାହାକୁ ସ୍ପର୍ଶ କରିବା ଦ୍ଵାରା ମା କାଳୀ କ୍ରୋଧିତ ହୋଇ ଥାନ୍ତି ।

ହିନ୍ଦୁ ଧର୍ମରେ ମହିଳାଙ୍କୁ ଦେବୀ ବୋଲି କୁହା ଯାଇଛି । ସେଥିପାଇଁ ସେମାନଙ୍କ ସହିତ ସଂବନ୍ଧ କରିବା ପୂର୍ବରୁ ତାଙ୍କ ଠାରୁ ଅନୁମତି ନେବା ଉଚିତ ।

Image courtesy: Google

ଶାସ୍ତ୍ରରେ ଲେଖା ହୋଇଛି କି ମହିଳାଙ୍କ ସହିତ ତାଙ୍କର ଅନୁମତି ସଂବନ୍ଧ କରିବା ଖରାପ ହୋଇ ନ ଥାଏ, କିନ୍ତୁ ସଂବନ୍ଧ ସ୍ଥାପିତ କରିବା ସମୟରେ ଯଦି ଆପଣ ତାଙ୍କର ନାଭିକୁ ସ୍ପର୍ଶ କରି ଦେଉଛନ୍ତି ତେବେ ମା କାଳୀ କ୍ରୋଧିତ ହୋଇ ଯାଆନ୍ତି ।

ନାଭି ଏକ ବିଶେଷ ଜାଗା ଅଟେ ଯାହାକୁ ଭୁଲରେ ବି ସ୍ପର୍ଶ କରିବା ଉଚିତ ନୁହେଁ, ସ୍ତ୍ରୀମାନଙ୍କର ନାଭିରେ ମା କାଳୀଙ୍କର ଶକ୍ତି ନିହିତ ହୋଇଥାଏ । ଏହାକୁ ସ୍ପର୍ଶ କରିବା ଦ୍ଵାରା ପୁରୁଷଙ୍କ ଉପରେ ସମସ୍ୟାର ପାହାଡ ଭାଙ୍ଗି ପଡେ । ଏହା ବ୍ୟତୀତ ନାଭି ଆମ ଶରୀରର କେନ୍ଦ୍ର ହୋଇଥାଏ ଏବଂ ଏହାକୁ ସର୍ବଦା ସଫା କରିବା ଉଚିତ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।