ଦାଉ ସାଜୁଥିଲା ଛତିଶଗଡ । ଆଉ ଛତିଶଗଡ ର ଯାହା ଉଦ୍ଦେଶ୍ୟ ଥିଲା ତାହା ଆଜି ଫେଲ ମାରିଛି । କାରଣ ଗୋଟେ ପରେ ଗୋଟେ ହିରାକୁଦ ର 4ଟି ଡ୍ୟାମ କୁ ବନ୍ଦ କରି ଦିଆଗଲା । ଆଉ ଓଡ଼ିଶାକୁ ଯେଉଁ ଭଳି ଭାବେ ପାଣି ମାଡି ଯାଉଥିଲା ମହାନଦୀ ର ତାହାକୁ ନିୟନ୍ତ୍ରଣ କୁ ଅଣାଗଲା ଯାହା ଛତିଶଗଡ ଚାହୁଁ ନଥିଲା । ଓଡିଶାରେ କିଛି ଏଭଳି ସ୍ଥିତି ହେଉ କେଉଁଥିରେ ଲୋକେ ହନ୍ତସନ୍ତ ହୁଅନ୍ତୁ ଆଉ ସବୁ କିଛି ଭାସିଯାଉ ।

କିନ୍ତୁ ଆଜି ସବୁ କିଛି ସତେ ଯେମିତି ବଦଳି ଯାଇଛି । ହଁ ବନ୍ଧୁଗଣ 2019 ଠାରୁ ଯେମିତି ମନୋବୃତ୍ତି ଦେଖାଇଛି ଛତିଶଗଡ ତାହାକୁ ଠିକ ଭାବେ ବୁଝିଛନ୍ତି ହୀରାକୁଦ ଡ୍ୟାମ ର କର୍ତ୍ତୁପକ୍ଷ । ଆଉ ସେଥିପାଇଁ ତ ଏତେ ସବୁ ବାଧା ବିଘ୍ନ ପରେ ବି ହୀରାକୁଦ ଡ୍ୟାମର କର୍ତ୍ତୁପକ୍ଷ ଜଳ କୁ ସଠିକ ଭାବେ ନିୟନ୍ତ୍ରଣ କରି ପାରୁଛନ୍ତି । କାରଣ ଛତିଶଗଡ ଯେବେ କଲମା ବ୍ୟାରେଜ ର ସବୁ ଗେଟ ଖୋଲି ଦେଇଥିଲା ହୀରାକୁଦ କର୍ତ୍ତୁପକ୍ଷ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
କାରଣ ରାତାରାତି ହୀରାକୁଦ ରେ ଜଳ ସ୍ତର କ୍ଷିପ୍ର ଗତିରେ ବଢିଥିଲା ଆଉ ହୀରାକୁଦ ଡ୍ୟାମ ଭର୍ତ୍ତି ହେବାରେ ଲାଗିଥିଲା । ତଥାପି ଚିନ୍ତା କରାଯାଉଥିଲା କି କଣ କରାଯିବ । ଆଉ ଶେଷରେ ଗୋଟେ ପରେ ଗୋଟେ 5ଟି ଗେଟ ଖୋଲିଥିଲା ହୀରାକୁଦ । ଆଉ ତାପରେ ବି ଛତିଶଗଡରେ ଯେଉଁ ବର୍ଷା ହେଲା ସେହି ଆଣି ମଧ୍ୟ ଭାସି ଆସିଲା । ଯାହା ପାଇଁ ହୀରାକୁଦ ଡ୍ୟାମ ଭର୍ତ୍ତି ହୋଇଗଲା ପାଣିରେ ।

ଆଉ ତାପରେ 5ଟି ତା ପରେ 3ଟି ଓ ଶେଷରେ 4ଟି ଗେଟ ଖୋଲିଥିଲା ହୀରାକୁଦ । କିନ୍ତୁ ଏବେ 4ଟି ଗେଟ କୁ ବନ୍ଦ କରିଦେଇଛି ହୀରାକୁଦ । ଆଉ ଓଡିଶାର ଯେଉଁ ଅଞ୍ଚଳକୁ ମହାନଦୀର ପାଣି କ୍ଷିପ୍ର ଗତିରେ ପଶି ଯାଉଥିଲା ଏବେ ନିୟନ୍ତ୍ରଣ ହୋଇ ଯାଇଛି । ଆଉ ଏବେ ପାଣି ପଡୁ ନାହିଁ କାରଣ ଏପଟେ ହୀରାକୁଦ ଡ୍ୟାମ ର ଗେଟ ବନ୍ଦ କରିଦିଆଯାଇଛି । ହୀରାକୁଦ ଡ୍ୟାମ ର କର୍ତ୍ତୁପକ୍ଷଙ୍କ ରଣନୀତି କାରଣରୁ ଆଜି ଓଡିଶାର ଲୋକେ ବଞ୍ଚି ଯାଇଛନ୍ତି ।
ଆଉ ଛତିଶଗଡ ଯାହା ଚାହୁଁଥିଲା ତାହା ଆଜି ସମ୍ଭବ ହୋଇ ନାହିଁ । ଛତିଶଗଡ ବିପଦରେ ଓଡ଼ିଶାକୁ ପକାଇବାକୁ ସବୁବେଳେ ଚେଷ୍ଟା କରୁଥିଲା । ଆଉ ସେଥିପାଇଁ ଗତ 3 ବର୍ଷ ହେଲାଣି କୌଣସି ତଥ୍ୟ ହୀରାକୁଦ କୁ ଦେଉ ନ ଥିଲା ଛତିଶଗଡ । ଲଗାତାର ଭାବେ 2019 ରୁ ଛତିଶଗଡ କେବେ ଗେଟ ଖୋଲୁ ଥିଲା ତ ଆଉ କେବେ ଗେଟ ବନ୍ଦ କରୁଥିଲା ତାହାର କୌଣସି ତଥ୍ୟ ହୀରାକୁଦ ଡ୍ୟାମ ର କର୍ତ୍ତୁପକ୍ଷ ଙ୍କୁ ହେଉଥିଲା ।
ଯାହା ପାଇଁ ଅନେକ ସମସ୍ଯା ହେଉଥିଲା । କିନ୍ତୁ କିଛି ସଫ୍ଟୱେୟାର ଓ ଟେକ୍ନୋଲୋଜି ମାଧ୍ୟମରେ ହୀରାକୁଦ ଡ୍ୟାମ ର କର୍ତ୍ତୁପକ୍ଷ ପୂର୍ବରୁ ଜାଣି ଜଳ କୁ ନିୟନ୍ତ୍ରଣ କରୁଥିଲେ । ଯେଉଁ ମନ୍ଦ ଉଦ୍ଦେଶ୍ୟ ଏଇ ଛତିଶଗଡ ସବୁ ଗେଟ ଖୋଲି ଜଳ ଛାଡିଥିଲା ତାହା ଆଜି ଫେଲ ମାରିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।