ଛାତିରେ ଯନ୍ତ୍ରଣା ହୋଇପାରେ ହାର୍ଟଟାକ ? ଜାଣନ୍ତୁ ହାର୍ଟଟାକ ଆସିଲେ କଣ କରିବେ ? Dr Gunadhar Padhi

ଆମ ଶରୀରରେ କିଛି ନା କିଛି ରୋଗ ଦେଖା ଯାଇଥାଏ । ବିଶେଷ କରି ହାର୍ଟ ସମସ୍ୟା ହେଲେ ବହୁତ କଷ୍ଟ ଅନୁଭବ ହୋଇଥାଏ । ଏସିଡିଟି କାରଣରୁ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇଥାଏ ।

ଯଦି କୌଣସି ବ୍ୟକ୍ତି ଏସିଡିଟି ଯୋଗୁ ମେଡ଼ିସିନ ନେଉଠନ୍ତି ତେବେ ସେମାନଙ୍କୁ ଛାତିରେ ଯନ୍ତ୍ରଣା ହୋଇଥାଏ । ହାର୍ଟ ସମ୍ବଧୀୟ ଯନ୍ତ୍ରଣା ହେଲେ ଏହା ହାର୍ଟ ଆଟାକର ମୁଖ୍ୟ ଲକ୍ଷଣ ଅଟେ । ଏହା ସହ ହାର୍ଟ ସମ୍ଭଧିତ ଆନୁଷଙ୍ଗିକ ଲକ୍ଷଣ ମଧ୍ୟ ଦେଖାଯାଏ । କିଛି ଲୋକଙ୍କ ଠାରେ ଛାତିରେ ଯନ୍ତ୍ରଣା ବାମ ପଟେ ହୋଇଥାଏ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଛାତି ଯନ୍ତ୍ରଣା ହେବା ସହ ଅଣ୍ଟା ମଧ୍ୟ ପେନ ହୋଇଥାଏ ।

ଯଦି ଛାତି ପେନ ସମୟରେ ଆପଣଙ୍କର ହାତକୁ ଏହା ପ୍ରଭାବ ପକାଇଥାଏ ତେବେ ଏହା ହାର୍ଟ ଆଟାକର ମୁଖ୍ୟ କାରଣ ଅଟେ । ହାର୍ଟ ଆଟାକ ହେଉଛି ମାଇଲ୍ଡ, ମାଡରେଟ ଓ ଶିବିୟର ଅଟେ । ମାଇଲ୍ଡ ହାର୍ଟ ଆଟାକରେ ହାଲ୍କା ହୋଇଥାଏ । ମାଡରେଟ ହାର୍ଟ ଆଟାକ ମାଇଲ୍ଡ ଠାରୁ ଟିକେ ଅଧିକ ହୋଇଥାଏ ।

ସିବିଆର ହାର୍ଟ ଆଟାକରେ ରୋଗୀର ଜୀବନ ମଧ୍ୟ ଯାଇପାରେ । ବ୍ୟକ୍ତିର କେଉଁ ପ୍ରକାରର ହାର୍ଟ ଆଟାକ ହୋଇଛି ତାହା ବିଭିନ୍ନ ପ୍ରକାର ଲାବ୍ରୋଟୋରି ଟେଷ୍ଟ ଦ୍ଵାରା ଜଣା ପଡିଥାଏ । ଏଭଳି କେସରେ ରୋଗୀ ତୁରନ୍ତ ହସପିଟାଲରେ ଆଡ୍ମିସନ ହେବ ପରେ ଇସିଜି ନେବାକୁ ପଡିବ । ପ୍ରାଥମିକ ଚିକିତ୍ସାରେ ରୋଗୀକୁ ବ୍ଲଡ଼ ଦେବା ସହ ଆସ୍ପରିନ ମେଡ଼ିସିନ ଖାଇବାକୁ ଦିଆଯାଏ । ଛାତି ଯନ୍ତ୍ରଣା ଦୂର କରିବା ପାଇଁ ବେଳେବେଳେ ରୋଗୀକୁ ପେନ ଇଂଜେକସନ ମଧ୍ୟ ଦିଆଯାଏ । ଏହା ପରେ ହାର୍ଟ ବିଟକୁ କମ କରିବା ପାଇଁ ବେଟା ବ୍ଲକର ମେଡ଼ିସିନ ରୋଗୀକୁ ଦିଆଯାଏ ।

ଚେସ୍ଟ ପେନକୁ ରିଲିଫ କରିବା ପାଇଁ ବେଳେବେଳେ ପେନ ରିଲିଫ ମେଡ଼ିସିନ ଦିଆଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଣ୍ଟି ଫ୍ଲେଗଲେଟ ବା ଗ୍ଲାଟକୁ ସଙ୍ଗେ ସଙ୍ଗେ ଡିଜର୍ଭ କରିବା ପାଇଁ ସାହାଜ୍ଯ କରିଥାଏ । ଯେତେବେଳେ ସିବିୟର ହାର୍ଟ ଆଟାକା ହେଉଛି ତେବେ ରୋଗୀର ଆନଜିଓପ୍ଲାଷ୍ଟି କରିବାକୁ ପଡିଥାଏ । ଯଦି ଆନଜିଓପ୍ଲାଷ୍ଟି ସମ୍ଭବ ନ ହୁଏ ତେବେ ରୋଗୀକୁ ଏକ ମେଡ଼ିସିନ ଦିଆଯାଏ ଯାହା ହେଉଛି ଥାମ୍ବଲିସେସ କରିବା ପରେ ରୋଗୀକୁ ଅନ୍ୟ କୌଣସି ହସପିଟାଲରେ ରେଫର କରାଯାଏ ।

ଯଦି କେହି ବ୍ୟକ୍ତିର ହାର୍ଟ ଆଟାକ ହୁଏ ତେବେ ତୁରନ୍ତ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ଉଚିତ । କିଛି କ୍ଷେତ୍ରରେ ରୋଗୀ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବାକୁ ଅନେକ ସମସ୍ଯା ହୋଇଥାଏ । କାହାର ହାର୍ଟ ଆତକ ହେଉଥିଲେ ଯଦି ପଲ୍ସ ନ ଥାଏ ତେବେ ତୁରନ୍ତ ଚେସ୍ଟ କମ୍ପ୍ଲେକ୍ସ କରି ତାଙ୍କୁ ହସପିଟାଲ ନେବାକୁ ପଡିଥାଏ । ହାର୍ଟ ଆଟାକ ସମୟରେ ବ୍ୟକ୍ତିର ବ୍ରେନରେ ପରାଭବ ପଡିଥାଏ। ଏହା ପରେ ରୋଗୀ ହସପିଟାଲ ଯିବା ପରେ ତାର ହାର୍ଟ ବିଟକୁ ପ୍ରଥମେ ନିରୀକ୍ଷଣ କରାଯାଏ ଯେ କେଉଁ କାରଣରୁ ଏହା ବନ୍ଦ ହୋଇଛି ।

ରୋଗୀକୁ ପ୍ରଥମେ ଶୁଆଇ ଦେଇ ତାର ହାତ ଲକ କରି ବାମ ପାଟ ଛାତିରେ ପ୍ରେସ କରାଯାଏ । ପ୍ରତି ମିନିଟରେ ଡାକ୍ତର ମାନେ ରୋଗୀକୁ ୧୨୦ କମ୍ପରେସନ ଦେଇଥାନ୍ତି । ଏହା ପରେ ରୋଗୀର ପାଟିରେ ବ୍ରିଦିଙ୍ଗ କରାଯାଏ ଯାହା ଦ୍ଵାରା ଅକ୍ସିଜେନ ରୋଗୀର ଶରୀରକୁ ଯାଇଥାଏ ।

ଅକ୍ସିଜେନ ଦେବା ସହ ହାର୍ଟକୁ ମଧ୍ୟ ପମ୍ପ କରିବାକୁ ପଡିବ । ଯଦି ରୋଗୀର ଅବସ୍ଥା ଅଧିକ ଗୁରୁତର ହୋଇଥାଏ ତେବେ ତାକୁ ଆସିୟୁକୁ ସିଫ୍ଟ କରାଯାଏ। ଏହା ସହ CPI ଦ୍ଵାରା ହାର୍ଟ ଭିତରେ ଥିବା ବ୍ଲକେଜକୁ ଆକ୍ଟିଭ କରିବା ପାଇଁ ଚେଷ୍ଟା କରାଯାଏ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।