ଯିଏ ଯେତେ କହିଲେ ବି ଏହି 4 ଟି ରାଶିର ବ୍ୟକ୍ତି କେବେ ବି ପିନ୍ଧନ୍ତୁ ନାହିଁ ଏହି ମୁଦି, ହେଇଯିବେ ବର୍ବାଦ – Jyotish Shastra

ଅଧିକ ଧନର ଆଶାରେ କ୍ଷତି ଅଧିକ ହୋଇପାରେ । ପ୍ରତେକ ମଣିଷ ନିଜ ଜୀବନରେ ଧନ ସମ୍ପତି ପାଇବା ପାଇଁ କିଛି ଉପାୟ ମାନ କରିଥାଏ । କିନ୍ତୁ ଯଦି ଉପାୟ ଠିକ ଭାବରେ କରାଯାଇ ନ ଥାଏ । ବ୍ୟକ୍ତିକୁ ଅଧିକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ । ଆପଣଙ୍କୁ କହୁଛି ବିଭିନ୍ନ ପ୍ରକାରର ଜ୍ୟୋତିଷ ଉପାୟ କରିଥାନ୍ତି । କିନ୍ତୁ ଆପଣ ଭୁଲ ରୂପରେ କରିଲେ ତାହା ଦୁଷପ୍ରଭାବ ପଡିଥାଏ ।

ଯେତେବେଳେ ଆପଣ ଜ୍ୟୋତିଷ ଉପାୟ କରୁଛନ୍ତି ତାହା ଭଲଭାବେ ଚିନ୍ତା କରି କିମ୍ବା ବିଚାର କରିକି କରନ୍ତୁ ।   ପ୍ରଥମେ ସେହି ଉପାୟ ସଠିକ ଜ୍ଞାନ ରଖିବା ଆବଶ୍ୟକ । ଆଜିକାଲି ଲୋକମାନଙ୍କ ହାତରେ ଦେଖିଥିବେ ଯେ କଇଁଛ ମୁଦି ପିନ୍ଧିଥାଆନ୍ତି ।

କିନ୍ତୁ ତାହାର ଲାଭ ଓ କ୍ଷତି ବିଷୟରେ ଜଣା ନ ଥାଏ । କେବଳ ତାଙ୍କର ଉଦେଶ୍ୟ ଏହା ଅଟେ କି ହାତରେ କଇଁଛର ଆଙ୍ଗୁଠି ପିନ୍ଧିବାର ଅର୍ଥ ଧନକୁ ନିଜ ଆଡକୁ ଆକର୍ଷିତ କରିବା କିନ୍ତୁ ଏପରି ଭାବିବା ଭୁଲ ଅଟେ । ଆପଣଙ୍କୁ କହିଦିଏ କିଛି ରାଶି ଏପରି ହୋଇଥାଏ କି ଯେଉଁମାନଙ୍କୁ ଭୁଲରେ କଇଁଛର ମୁଦି ପିନ୍ଧିବା ଠିକ ନୁହେଁ ।

ବୃଷ ରାଶି

ବୃଷ ରାଶିର ଦେବତା ମଙ୍ଗଳ ଗ୍ରହ ଅଟେ । ଏପରି ସ୍ଥିତିରେ ଆପଣଙ୍କୁ କଇଁଛର ଆଙ୍ଗୁଠି ପିନ୍ଧିବା ଠିକ ନୁହେଁ । ଯଦି ଆପଣ ଏପରି କରନ୍ତି ଆପଣଙ୍କ ଉପରେ ମଙ୍ଗଳର ଦୋଷ ଲାଗିପାରେ । ଏପରି ସ୍ଥିତିରେ କାମ ଧନ୍ଦା ଉପରେ ଖରାପ ସ୍ଥିତି ପଡିପାରେ । ସେଥିପାଇଁ ଏପରି ଭୁଲ କରନ୍ତୁ ନାହିଁ ।

ମୀନ ରାଶି

ମୀନ ରାଶି ଦେବତା ବୃହସ୍ପତି ଅଟନ୍ତି । ବୃହସ୍ପତି ଶାନ୍ତି ପାଇଁ ଜାତକମାନଙ୍କୁ ସୁନା , ବୁଟ ଡାଲି , ଚିନୀ , ହଳଦିଆ ରଙ୍ଗର ଜିନିଷ , ପାନ ,ଦକ୍ଷିଣା ଆଦି ଜିନିଷ ଦାନ କରିବା ଉଚିତ । ବିଶେଷ କରି କଇଁଛର ମୁଦି ପିନ୍ଧିବା ଉଚିତ ନୁହେଁ । ନାହିଁ ତ ଅର୍ନର୍ଥ ହୋଇପାରେ ।

ମେଷ ରାଶି

ମେଷ ରାଶିର ସ୍ଵାମୀ ମଙ୍ଗଲ ଗ୍ରହକୁ ବିଚାର କରାଯାଏ । ଏପରି ସ୍ଥିତିରେ ଯେଉଁ ବ୍ୟକ୍ତି ଯଦି କଇଁଛର ଆଙ୍ଗୁଠି ପିନ୍ଧିଥାନ୍ତି । ମଙ୍ଗଳର ସ୍ଥାନରେ ଅମଙ୍ଗଳ ହୋଇପାରେ । ସେଥିପାଇଁ ଏପରି ଭୁଲ କରିବାରେ ବଞ୍ଚନ୍ତୁ ।

କନ୍ୟା ରାଶି

ଏହି ରାଶିର ସ୍ଵାମୀ ବୁଧ ଗ୍ରହର ଅଧୀନ ଅଟେ । ଏଥିପାଇଁ କୌଣସି କାମ ଏପରି କରନ୍ତୁ ନାହିଁ । ଯାହା ଦ୍ଵାରା ଆପଣଙ୍କ ଉପରେ ଦୋଷ ଲାଗିଥାଏ । ସେଥିପାଇଁ କଇଁଛର ମୁଦି ପିନ୍ଧିବାରୁ ବଞ୍ଚନ୍ତୁ ।

ଚାଲନ୍ତୁ ଜାଣିବା ଏହି ସବୁ ରାଶି ମାନେ କଇଁଛର ଆଙ୍ଗୁଠି ପିନ୍ଧିବା ଦ୍ଵାରା କଣ କଣ କ୍ଷତି ହୋଇପାରେ । କଇଚ ଆଙ୍ଗୁଠି ଧାନକୁ ନିଜ ଆଡକୁ ଆକର୍ଷିତ କରିଥାଏ । କିନ୍ତୁ ଏହି ଚାରୋଟି ରାଶିଙ୍କ ଉପରେ ବିପଦ ପଡିଥାଏ । ଏମାନଙ୍କୁ ବ୍ୟାପାର କାର୍ଯ୍ୟ କ୍ଷେତ୍ରରେ ଅଧିକ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ । ଜୀବନରେ ଦୁଖ ଓ ସମସ୍ୟା ମଧ୍ୟ ବଢିଯାଇଥାଏ । ପରିବାରରେ କ୍ଲେଶର ବାତା ବାରଣ ସୃଷ୍ଟି ହୋଇଥାଏ । ଏବଂ ଏମାନଙ୍କର ଧନ ସମ୍ପତି କମ ହେବାରେ ଲାଗିଥାଏ । ସେଥିପାଇଁ ଏହି ରାଶିର ଲୋକମାନେ କଇଁଛ ମୁଦି ଧାରଣ କରିବା ପାଇଁ ପଛନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।