ଚନ୍ଦ୍ର ଗ୍ରହଣ ପରେ ଚମକିବ ଏହି 7 ଟି ରାଶିର ଭାଗ୍ୟ, ସାବଧାନ ରୁହନ୍ତୁ ଏହି 5 ରାଶି

ଏହି ବର୍ଷର ମାନେ ୨୦୨୧ ର ପ୍ରଥମ ଚନ୍ଦ୍ରଗ୍ରହଣ ହେଇଯାଇଛି । ଏହି ବର୍ଷ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୨ ଟି ଗ୍ରହଣ ଓ ୨ ଟି ପରାଗ ହେବାକୁ ଯାଉଛି । ମାତ୍ର ଏହା ସହ ଏହା ମଧ୍ୟ ସୂତ୍ରରୁ ଜଣା ପଡିଛି କି ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହେଇଅଛି ।

କାରଣ ଏହା ସମ୍ପୂର୍ଣ ରୂପେ କଳା ହେବନି ଏହା ଟିକେ ପାଉଁସିଆ ରଙ୍ଗ ହେଇଥିଲା । ଏହା ଦିନ ସମୟରେ ଲାଗିଥିଲା । ଏହି ଦିନ ଏକ ଶୁଭ ଦିନ ଅଟେ ମାତ୍ର କିଛି ଲୋକଙ୍କ ପାଇଁ ଏହା ଖରାପ ପ୍ରଭାବ ହେବାକୁ ଯାଉଛି । ଏହି ଦିନ ଉପଛାୟା ଚନ୍ଦ୍ର ଗ୍ରହଣ ହେଇଥିବାରୁ ଏହି ଦିନ ଦେବା ନୀତି କିମ୍ବା ହାଣ୍ଡିଛାଡ ହେବାକୁ ମନା କରା ଯାଇଥିଲା ।

ଏହି ଗ୍ରହଣ ପ୍ରାୟ ୨ ଟା ପରେ ଆରମ୍ଭ ହେଇଥିଲା । ତେଣୁ କରି ଏହା ପାଇଁ ଚିନ୍ତିତ ହେବବା ଆବଶ୍ୟକ ନାହିଁ ବୋଲି କୁହା ଯାଇଛି । ଏହି ଦିନ ପୂର୍ଣମୀ ମଧ୍ୟ ପଡିଥିଲା । ଏହି ଦିନ ଆପଣ ଜାଣିଥିବେ କି ମାହାନ ଆତ୍ମା ବୁଦ୍ଧଙ୍କ ଜନ୍ମ ଦିନ ତେଣୁ ଏହାକୁ ବୁଦ୍ଧ ପୁର୍ଣିମା କୁହା ଯାଇଥାଏ । ଏହି ଦିନରୁ କିଛି ରାଶି ମାନଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହେବା ଯୋଗ ଦେଖାଉଛି । ତେବେ ଆଜି ଆମେ କହିବାକୁ ଯାଉଛୁ କି କେଉଁ ରାଶି ମାନଙ୍କ ଉପରେ ଭଲ ପ୍ରଭାବ ହେବାକୁ ଯାଉଛି ।

ଆପଣଙ୍କୁ କହି ରଖିବୁ କି ଏହି ରାଶୀମାନେ ନିଜ ପରିବାରରେ ଭଲ ସମୟ ବିତାଇବେ । ଯେଉଁ ମାନେ ଚାକିରି କରିଛନ୍ତି ସେମାନେ ଭଲ ପୋଷ୍ଟ କୁ ଯିବେ, କିଛି ନୂଆ ଆଇଡିଆ ରେ ଆପଣ ନିଜ ଉପରୋକ୍ତ ଅଧିକାରୀଙ୍କ ପ୍ରଶଂସା ନେବେ। ଆପଣ ନିଜ ପିଲାମାନଙ୍କ ଠାରୁ କିଛି ଭଲ ଖବର ପାଇବେ । ଏହି ରାଶି ମାନଙ୍କ ପାଇଁ କିଛି ଭଲ ଧନ ପ୍ରାପ୍ତି ର ଯୋଗ ଅଛି । ଆପଣ ସମାଯରେ ନିଜର ଖୁବ ଭଲ ଜାଗା କରିବେ ।

ସାମାଜିକ କାମରେ ନିଜକୁ ନିଯୋଜିତ କରିବେ । ଆପଣ ନିଜ ଜୀବନସାଥୀ ରୂପେ ସେହି ବ୍ୟକ୍ତି କିମ୍ବା ମହିଳା ଙ୍କୁ ପାଇବେ ଯାହାକୁ ଆପଣ ଭଲ ପାନ୍ତି । ଏହି ରାଶି ଗୁଡିକର ନାମ ହେଉଛି ସିଂହ, ମିଥୁନ, ମକର, ତୁଳା, ମେଷ, କନ୍ୟା, କୁମ୍ଭ ରାଶି । ଏହି ଭଳି କିଛି ଅନ୍ୟ ରାଶି ମାନଙ୍କ ଖରାପ ଯୋଗ ଆରମ୍ଭ ହେବ ଏହା ସମ୍ପୂର୍ଣ ରୂପେ ଖରାପ ନ ହୋଇଥିଲେ ବି ଏହା ଆପଣଙ୍କ ଜୀବନରେ ସମସ୍ଯା ଆଣିବ ।

ଏଥିପାଇଁ ଆପଣ ଟିକେ ସଚେତନ ହୋଇ ରୁହନ୍ତୁ । ନିଜ ଲୋକଙ୍କ ସହ ରହିବା ସହ ଆପଣ ନିଜ ଚିଟା ଧାରାକୁ ଟିକେ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମୟ ଆପଣଙ୍କ ସବୁଦିନ ପାଇଁ ନ ରହିଲେ ବି ଆପଣ ଏହା ପାଇଁ ଟିକେ ସଚେତନ ରୁହନ୍ତୁ । ଏହି ରାଶି ମାନଙ୍କ ନାମ ହେଉଛି କର୍କଟ, ମିନ, ଧନୁ, ବିଛା, ବୃଷ ରାଶି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ