Chanakya Neeti- ଭାଗ୍ୟଶାଳୀ ସ୍ତ୍ରୀ ଙ୍କ ଶରୀରରେ ଥାଏ ଏମିତି ସବୁ ଚିହ୍ନ, ଥରେ ନିଶ୍ଚୟ ଦେଖି ନିଅନ୍ତୁ

ଆଜି ଆମେ ଆପଣଙ୍କୁ କହିବୁକି ଭାଗ୍ୟଶାଳୀ ମହିଳାଙ୍କ ସେହି ଚିହ୍ନ ବିଷୟରେ ଯାହାଦ୍ଵାରା ଜାଣି ପାରିବେ ସେ କେତେ ଭାଗ୍ୟଶାଳୀ ଅଟନ୍ତି । ଏହି ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଛନ୍ତି । ଚାଣକ୍ୟ ନୀତିରେ ସେହି ଚିହ୍ନ ବିଷୟରେ କହିଛନ୍ତି ଯାହା ମହିଳା ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟେ । ବନ୍ଧୁଗଣ ହିନ୍ଦୁ ଧର୍ମରେ ସ୍ତ୍ରୀକୁ ଲକ୍ଷ୍ମୀ ବୋଲି ମାନନ୍ତି ଏବଂ ସ୍ତ୍ରୀଙ୍କୁ ପୂଜା ମଧ୍ୟ କରନ୍ତି ।

ଜଦି କୈାଣସି ହିନ୍ଦୁ ଧର୍ମରେ ଝିଅ ଜନ୍ମ ହୁଏ ତେବେ କୁହାଯାଏ ଯେ ଲକ୍ଷ୍ମୀ ଆସିଛନ୍ତି ବୋଲି । ତାଛଡା ଯେତେବେଳେ ଝିଅ ବଡ ହୋଇଯାଏ ତାପରେ ତାର ବାହାଘର କରିଦିଅନ୍ତି ଏବଂ ଯେତେବେଳେ ପ୍ରଥମ ଥର ଝିଅ ତା ଶାଶୁଘର କୁ ଯାଏ ସେତେବେଳେ କୁହନ୍ତି ଯେ ସେମାନଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି । ଅର୍ଥାତ୍ ସ୍ତ୍ରୀର ରୂପକୁ ଦେବୀର ସଂଜ୍ଞା କୁହନ୍ତି ।

ବନ୍ଧୁଗଣ ସମସ୍ତ ଝିଅ ମା, ବାପାଙ୍କ ପାଇଁ ସ୍ୟୈଭାଗ୍ୟବତୀ ବୋଲି ମାନନ୍ତି । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଚାର ଅନୁସାରେ ସମୁଦ୍ର ଶାସ୍ତ୍ରରେ କିଛି ସ୍ୟୈଭାଗ୍ୟଶାଳୀ ସ୍ତ୍ରୀଙ୍କର କିଛି ବିଶେଷ ସଂକେତ କୁହାଯାଇଛି । ଜୀବନରେ ସ୍ତ୍ରୀ ମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି, କାରଣ ସେମାନେ ନୂଆ ଜୀବନର ମୂଳ ଆଧାର ଅଟନ୍ତି ।

ମା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉଁ ଘରେ ସ୍ତ୍ରୀର ସମ୍ମାନ କରାଯାଏ । ଆଜି ଆପଣଙ୍କୁ ସେହି ସଂକେତ ବିଷୟରେ କହିବୁ ଯେଉଁଥିରୁ ଜାଣିପାରିବେ କେଉଁ ସ୍ତ୍ରୀ ପରିବାର ପାଇଁ ଭାଗ୍ୟ ଶାଳୀ ଅଟନ୍ତି । ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ଶାସ୍ତ୍ରରେ କୁହାଯାଇଛି ଯଦି ନାରୀଙ୍କ କିଛି ଅଙ୍ଗ ବଡ଼ ଥାଏ ତେବେ ନିଜର ଏବଂ ପରିବାର ପାଇଁ ବହୁତ ଲାଭଦାୟକ ଅଟେ ।

ଚାଣକ୍ୟ କୁହନ୍ତି ବଡ଼ ନଖ ଥିବା ମହିଳା ବହୁତ ସୁନ୍ଦର ଅଟନ୍ତି । ଗୋଲାପି ରଙ୍ଗର ଚମକୁଥିବା ନଖ ଝିଅ ମାନେ ସୁନ୍ଦର ସ୍ବାସ୍ଥ୍ୟ ଏବଂ ଭଲ ଚରିତ୍ର ବାଲି ହୋଇଥାନ୍ତି । ଏମାନେ ନିଜ ସ୍ବାମୀ ଏବଂ ପରିବାରର ସୁଖ, ଦୁଃଖର ଧ୍ୟାନ ଦିଅନ୍ତି । ଯେଉଁ ଝିଅର ଗୋବର ମଝି ଆଙ୍ଗୁଠି ବଡ଼ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ମହିଳା ମାନଙ୍କୁ ବିବାହ କରିବା ପୂର୍ବରୁ ଆପଣଙ୍କୁ ବହୁତ ଭାବିବାକୁ ପଡ଼ିଥାଏ । ଏମିତି ମହିଳାମାନେ ଆପଣଙ୍କ ଜୀବନକୁ ବଦଳାଇ ଦେଇ ଥାନ୍ତି‌ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବାମ ଗାଲରେ କଳା ଜାଈ ଥିବା ମହିଳା ‌ । ଯେଉଁ ମହିଳାମାନଙ୍କର ବାମ ଗାଲରେ କଳା ଜାଈ ଥାଏ ସେ ବହୁତ ସୋଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ମହିଳା ମାନେ ଖାଇବା ପାଇଁ ବେଶୀ ଆଗ୍ରହୀ ଥାନ୍ତି ଏବଂ ସବୁ ପ୍ରକାର ଖାଦ୍ୟର ମଜା ନେଇ ଥାନ୍ତି ଏବଂ ସମସ୍ତ ପରିବାରର ଧ୍ୟାନ ରଖନ୍ତି । ସେମାନେ ବହୁତ ବହୁତ ଭଲ ଖାଇବା ବନାନ୍ତି ଯେଉଁଥିପାଇଁ ତାଙ୍କ ପରିବାରରେ ସବୁବେଳେ ଖୁସି ରୁହନ୍ତି ।

ଏଭଳି ମହିଳା ଯେଉଁ ଘରେ ରୁହନ୍ତି ସେହି ଘରେ ସୁଖ ଲାଗିରହେ ଏବଂ ସେହି ଘରେ କେବେବି ଦୁଃଖ ରୁହେ ନାହିଁ । ଏମିତି ମହିଳାମାନଙ୍କ ଠାରେ ମା ଲକ୍ଷ୍ମୀ ରୁହନ୍ତି ‌ । ଏହାପରେ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଲମ୍ବା ନାକ ଝିଅ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ମହିଳାମାନଙ୍କର ନାକ ଲମ୍ବା ଥାଏ ସେମାନଙ୍କର କୈାଣସି ସମସ୍ୟାକୁ ଶାନ୍ତିରେ ବୁଝିବାର କ୍ଷମତା ଥାଏ ।

ଏହି ମହିଳା ମାନେ ବହୁତ କମ୍ ଖର୍ଚ୍ଚ କରିଥାନ୍ତି । ସେଥିପାଇଁ ଏମାନେ ବେକାରର ଖର୍ଚ୍ଚ କରନ୍ତି ନାହିଁ ଯେଉଁଥିପାଇଁ ଏବଂ ପରିବାର ସେମାନଙ୍କର ବହୁତ ଭଲରେ ଚାଲିଥାଏ । ସେଥିପାଇଁ ଏଇଭଳି ସ୍ତ୍ରୀଙ୍କୁ ସ୍ବାମୀମାନେ ବହୁତ ପସନ୍ଦ କରିଥାନ୍ତେ । ସ୍ବାମୀ ମାନଙ୍କୁ ସେହି ଭଳି ସ୍ତ୍ରୀ ପସନ୍ଦ ଯିଏ କମ୍ ଖର୍ଚ୍ଚରେ ଘରକୁ ଚଳାଇ ପାରୁଥିବ । ଏହି ଭଳି ଝିଅ ଘରକୁ ସ୍ବର୍ଗ ବନାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଜଦି କୈାଣସି ଝିଅର ପାଦତଳେ ତ୍ରିକୋଣ ଥାଏ ସେହି ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳାଙ୍କ ପାଦତଳେ କିଛି ଗମ୍ଭୀର ରହସ୍ୟ ଲୁଚି ରହିଥାଏ । ଯେଉଁ ମହିଳାମାନଙ୍କର ପାଦତଳେ ତ୍ରିକୋଣର ଚିହ୍ନ ହୋଇଥାଏ ସେମାନେ ବହୁତ ଚାଲାକ୍ ଏବଂ ବୁଦ୍ଧିମାନ ହୋଇଥାନ୍ତି ଏବଂ ଏମାନେ ସବୁ କାର୍ଯ୍ୟକୁ ବୁଝି, ବିଚାରକରି କାମ କରନ୍ତି ।

ଅର୍ଥାତ୍ ଏହି ଭଳି ଝିଅଙ୍କୁ ବିବାହ କରୁଥିବା ବ୍ୟକ୍ତି ବହୁତ ଖୁସିରେ ରୁହନ୍ତି । ଏମାନେ କେବେ ନିରାଶ ହୋଇନଥାନ୍ତି । ସେମାନଙ୍କୁ ଏକ ବୁଦ୍ଧିମାନ ସ୍ତ୍ରୀ ମିଳି ଯାଏ ଯିଏ ସବୁବେଳେ ନିଜ ସ୍ବାମୀଙ୍କ ସାଙ୍ଗରେ ରୁହନ୍ତି । ସେଥିପାଇଁ ଜଦି ମହିଳାଙ୍କ ପାଦରେ ତ୍ରିକୋଣ ଥାଏ ତେବେ ମହିଳା ବାସ୍ତବରେ ସୋଭାଗ୍ୟବତୀ ହୋଇଥାଏ ଏବଂ ସେ ସାକ୍ଷାତ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ।

ଜଦି ଚାଣକ୍ୟଙ୍କ ଦ୍ବାରା କୁହାଯାଇଥିବା ମହିଳାଙ୍କର ଏହି ଚିହ୍ନ ଥିବା ମହିଳା ଆପଣଙ୍କ ପରିବାରର ସଦସ୍ୟ ହୋଇଥାନ୍ତି ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି । ଆପଣଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ଦେଖିବାକୁ ମିଳୁଛି, ଯାହା ଆପଣଙ୍କ ଘର ପାଇଁ ଶୁଭ ଅଟେ ଏବଂ ଆପଣଙ୍କୁ କେବେବି ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିନଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।