Chanakya Neeti: କଥା କଥାରେ କାନ୍ଦୁଥିବା ଝିଅମାନେ କିପରି ହୋଇଥାନ୍ତି ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଲୁଚି ଲୁଚି ବା ବନ୍ଦ କୋଠରିରେ କାନ୍ଦୁଥିବା ବ୍ୟକ୍ତି କାହା ଠାରୁ ମଧ୍ୟ କମ୍ ହୋଇ ନ ଥାନ୍ତି । ଚାଣକ୍ୟଙ୍କ ମତରେ ଏପରି ଲୋକ ଖୁବ ଅଜବ ସ୍ଵଭାବର ହୋଇଥାନ୍ତି । ଏପରିକି ଏମିତି କିଛି ଲୋକ ଚାହାନ୍ତି ଯେଉଁମାନେ ବଞ୍ଚିବାକୁ ମଧ୍ୟ ଚାହାନ୍ତି ନାହିଁ କି କେହି କଟୁ କଥା କହିଦେଲେ ସହ୍ୟ କରି ପାରନ୍ତି ନାହିଁ । ଯଦି ଆପଣ ବା ଆପଣଙ୍କର କେହି ନିକଟ ସମ୍ପର୍କୀୟ ଏଭଳି ଲୁଚିକରି କାନ୍ଦନ୍ତି କିମ୍ବା ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି ତେବେ ଆପଣ ଏହା ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ବନ୍ଦ କୋଠରିର ଲୁଚିକି କାନ୍ଦୁଥିବା ଲୋକ ସମସ୍ତଙ୍କୁ ମିଳନ୍ତି ନାହିଁ । ଏହି ଲୋକ ବହୁତ ପ୍ରେମୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ସୁନ୍ଦର ହୋଇଥାଏ । ଯେତେ ସମସ୍ଯାରେ ଥିଲେ ମଧ୍ୟ ଏମାନେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଏମାନେ କାହାକୁ ନିଜ ଲୁହ ଦେଖାଇବାକୁ ପସନ୍ଦ କରନ୍ତି । ଫୁଲ ପରି କୋମଳ ହୃଦୟ ଥିବା ଏହି ବ୍ୟକ୍ତିମାନେ ଅନ୍ୟର ଭାବନାକୁ ବେଶ ଭଲ ଭାବେ ବୁଝି ପାରନ୍ତି । ଏହି ବ୍ୟକ୍ତିମାନେ ଖୁବ ବିଶ୍ଵସନୀୟ ମଧ୍ୟ ହୋଇଥାନ୍ତି ।

ଏମାନେ ଟିକେ ଗମ୍ଭୀର ହୋଇଥିବାରୁ ଆପଣ ଏମାନଙ୍କୁ ସାହାଯ୍ୟ କରିବା ଉଚିତ । ଏହିପରି ଲୋକଙ୍କ ହୃଦୟ ଭାଙ୍ଗିବା ପାପ ସହ ସମାନ ବୋଲି କୁହାଯାଏ । ଚାଣକ୍ୟଙ୍କ ମତରେ କାନ୍ଦିବା ଦ୍ଵାରା ମନ ହାକୁଳା ହେବା ସହ ଶରୀରର କଷ୍ଟ ମଧ୍ୟ ଦୂର ହୋଇଥାଏ । କାନ୍ଦିବା ଆମ ଶରୀର ପାଇଁ ଏକ ବରଦାନ ଅଟେ । ସେଥିପାଇଁ ମନୁଷ୍ୟ କେବେ କେବେ କାନ୍ଦିବା ଉଚିତ । କାନ୍ଦୁଥିବା ବ୍ୟକ୍ତିଙ୍କୁ ରୋଗ ସହ ଲଢିବାକୁ ଖୁବ ଶକ୍ତି ମଧ୍ୟ ମିଳିଥାଏ ।

ଆହୁରି ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ବନ୍ଦ କୋଠରୀରେ ଲୁଚିକି କାନ୍ଦନ୍ତି ସେମାନେ ନିଜ ପ୍ରେମୀଙ୍କ ଠାରୁ କେବେ ମଧ୍ୟ ଦୂରେଇ ରହିବାକୁ ଚାହାନ୍ତି ନାହିଁ । ଏହି ଲୋକମାନେ ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ନିଜ ସାଥିଙ୍କୁ ପ୍ରେମ କରନ୍ତି । ପରିବାର ପାଇଁ ଏହି ବ୍ୟକ୍ତିଙ୍କୁ ଖୁବ ଭଲ ବୋଲି ମାନାଯାଏ । ଭୁଲ ନ ଥିଲେ ମଧ୍ୟ ଏମାନେ କେବେ କେବେ କାନ୍ଦି ପକାନ୍ତି । ଏମାନଙ୍କ ମଧ୍ୟରେ ମମତା ଫୁଟି ଉଠେ ଯାହା ଆପଣଙ୍କ ପାଇଁ ଅମୃତ ସମାନ ଅଟେ । ତୁରନ୍ତ ବୁଝିଯାନ୍ତୁ କି ଏହି ଲୋକମାନେ ଖୁବ ଭଲ ଅଟନ୍ତି ।

ବନ୍ଦ କୋଠରୀରେ କାନ୍ଦୁଥିବା ବ୍ୟକ୍ତିଙ୍କ ହୃଦୟ ଭାଙ୍ଗିଲେ ଆପଣଙ୍କୁ ଜୀବନରେ ଆଗକୁ ପସ୍ତେଇବାକୁ ପଡିଥାଏ । କାରଣ ଚାଣକ୍ୟ କହିଛନ୍ତି ଏପରି ଲୋକ ପୁଣି ମିଳି ନଥାନ୍ତି । ଏମାନେ ସତ ବିଚାରବାଦୀ ଲୋକ ହୋଇଥାନ୍ତି । ଏମିତି ଲୋକଙ୍କୁ ଆପଣ କେବେ ମଧ୍ୟ କନ୍ଦାନ୍ତୁ ନାହିଁ । ତେବେ ବନ୍ଧୁଗଣ ଆପଣ ଯଦି ଏମିତି ଲୁଚିକି କାନ୍ଦୁଛନ୍ତି ତେବେ ଆପଣ ମଧ୍ୟ ଜଣେ ସଚ୍ଚା ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ