ଚଳନ୍ତା ଅଟୋରେ ଝିଅଟି ସହ ଯାହା ହେଲା ଦେଖିଲେ ଆପଣଙ୍କ ଲୋମ ଟା-ଙ୍କୁ-ରି ଉଠିବ, ଦେଖନ୍ତୁ ପୁରା ଭିଡିଓ

ଆମ ଦେଶ ଭାରତରେ କନ୍ୟା ସନ୍ତାନଙ୍କୁ ଦେବୀ ମାଙ୍କ ସହ ତୁଳନା କରାଯାଏ । କିନ୍ତୁ ଦୁଃଖର ବିଷୟ ଝିଅମାନଙ୍କ ପୂଜା କରୁଥିବା ଏହି ଦେଶରେ ଅନେକ ସମୟରେ ଝିଅମାନେ ହିଁ ବିଭିନ୍ନ ପ୍ରକାର ଅ-ତ୍ୟା-ଚା-ର-ର ସମୁଖୀନ ହୋଇଥାନ୍ତି । ପ୍ରତିଦିନ ଖବରରେ ଏହିପରି କେତେ ଘ-ଟ-ଣା ଆମେ ଶୁଣିବାକୁ ପାଇଥାଉ । ଏହିପରି ଏକ ଘ-ଟ-ଣା ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦରେ, ଯାହାର ଭି-ଡି-ଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି ।

ଏହି ସଂପୂର୍ଣ୍ଣ ଘ-ଟ-ଣାଟି ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା । ସିସିଟିଭି ରେ ଦେଖିବାକୁ ମିଳିଥିଲା କି, ଅଟୋ ରିକ୍ସାରୁ ଡେ-ଇଁ ତଳେ ପଡିବା ପରେ ଯୁ-ବ-ତୀ ଜଣକ କିଛି ସମୟ ସେମିତି ପଡି ରହୁଛନ୍ତି ଓ ତାପରେ ସେଠାରୁ ଉଠି ଦୌଡିବାକୁ ଲାଗୁଛନ୍ତି । ସେଠାରେ ଏକ ଅଟୋ ରିକ୍ସା ରାସ୍ତାରେ ଯାଉଥିବା ଜଣେ ଯୁ-ବ-ତୀ ଅଟୋ ଭିତରୁ ରାସ୍ତାକୁ ଡେ-ଇଁ ପଡିଥିବା ଦେଖିବାକୁ ମିଳିଥିଲା । ଚଳନ୍ତା ଅଟୋ ରିକ୍ସାରୁ ରାସ୍ତାକୁ ଡେ-ଇଁ-ବା ଫଳରେ ଯୁ-ବ-ତୀଙ୍କ ମୁହଁ, ହାତ ଏବଂ ଗୋଡରେ ଗମ୍ଭୀର ଆ-ଘା-ତ ମଧ୍ୟ ଲାଗିଛି ।

ଯୁ-ବ-ତୀ ଦୌଡୁଥିବା ଦେଖି ସେହି ଅଟୋ ରିକ୍ସା ଡ୍ରାଇଭର ମଧ୍ୟ ତାଙ୍କ ପଛରେ କିଛି ବାଟ ଦୌଡିବାର ଦେଖିବାକୁ ମିଳିଥିଲା । ଏହା ପରେ ସେଠାରେ କିଛି ଲୋକ ଆସି ଯାଇଥିଲେ ଓ ଯୁ-ବ-ତୀଙ୍କ ଘରକୁ ଫୋନ କରି ଘ-ଟ-ଣା ବିଷୟରେ ଜଣାଇଥିଲେ । ତେବେ ଏହି ଘ-ଟ-ଣା ସମ୍ବନ୍ଧରେ ଯୁ-ବ-ତୀଙ୍କୁ ପଚରା ଯିବାରୁ ସେ ଅହିଥିଲେ କି, ଘରୁ ଟ୍ଯୁସନ ଯିବା ପାଇଁ ସେ ଅଟୋ ରିକ୍ସାରେ ବସିଥିଲେ । କିନ୍ତୁ ରାସ୍ତାରେ ଅଟୋ ରିକ୍ସାବାଲା ତାଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇଥିଲା ।

ଯୁ-ବ-ତୀ ଅଟୋ ରିକ୍ସା ରୋକିବାକୁ କହିଥିଲେ ମଧ୍ୟ ସେ ଅଟୋ ଅଟକାଇ ନଥିଲେ । ଏହାପରେ ଭ-ୟ-ଭୀ-ତ ହୋଇ ଯୁ-ବ-ତୀ ଜଣକ ପ୍ରା-ଣ ବିକଳରେ ଚଳନ୍ତା ଅଟୋ ରିକ୍ସାରୁ ଡେ-ଇଁ ପ-ଡି-ଥିଲେ । ତେବେ ଏହି ଘ-ଟ-ଣା ବିଷୟରେ ସୂଚନା ପାଇବା ପରେ ଔରଙ୍ଗାବାଦର ଜିନସି ପୋ-ଲି-ସ ସମ୍ପୃକ୍ତ ଅଟୋ ରିକ୍ଷା ଡ୍ରାଇଭରଙ୍କୁ ଗି-ର-ଫ କରି ମା-ମ-ଲା-ର ଯା-ଞ୍ଚ କରୁଛି ।

ଏପରି ଘ-ଟ-ଣାରୁ ଶିକ୍ଷା ପାଇ ଆପଣ ଯାନବାହାନରେ ଯାତାୟାତ କରିବା ସମୟରେ ସଜାଗ ରହିବା ନିହାତି ଆବଶ୍ୟକ ଅଟେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।