ମାମୁନି ଥେଇ ଥେଇ ଗୀତରେ ଜୋରଦାର ଡ୍ୟାନ୍ସ ଚାଲିଥିଲା । ଆଉ ଏତିକି ବେଳେ ଭରା ମଞ୍ଚରେ ଅଭିନେତ୍ରୀଙ୍କୁ ଅପଦସ୍ତ ହେବାକୁ ପଡିଛି । ଥେଇ ଥେଇ ନାଚୁଥିବା ବେଳେ ହଠାତ ଷ୍ଟେଜ ଭିତରକୁ ଗଳି ପଡିଲେ ଅଭିନେତ୍ରୀ ଜଣକ । ଯାତ୍ରା ପେଣ୍ଡାଲର ଏଭଳି ଏକ ଡ୍ୟାନ୍ସ ଦୃଶ୍ୟ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଯାତ୍ରାରେ ଅ-ଶ୍ଳୀ-ଳ-ତା ବିରୋଧରେ ସ୍ଵର ଉତ୍ତୋଳନ କରାଯାଇଛି ।

ରାଜ୍ୟ ସରକାର ମଧ୍ୟ ଯାତ୍ରା ଅ-ଶ୍ଳୀ-ଳ-ତା ଉପରେ ବ୍ୟାନ ଲଗାଇଛନ୍ତି । ଅ-ଶ୍ଳୀ-ଳ ଶବ୍ଦ କିମ୍ବା ଅ-ଶ୍ଳୀ-ଳ ନୃତ୍ୟକୁ ଯାତ୍ରା ମଞ୍ଚରେ ସଂପୂର୍ଣ୍ଣ ଭାବେ ବାରଣ କରି ଦିଆଯାଇଛି । ଅଭିନେତ୍ରୀ ନିଶା ମହାରଣାଙ୍କୁ ମଞ୍ଚ ଉପରେ ଚଢିବାକୁ ନ ଦେବା ପାଇଁ ଅଡି ବସିଛନ୍ତି ଯାତ୍ରା କଳାକାର ମାନେ । ଏନେଇ ଯାତ୍ରା କଳାକାର ଓ ନିଶା ମହାରଣାଙ୍କ ମଧ୍ୟରେ ଅନେକ ବାଦବିବାଦ ଉପୁଜିଛି । ଉଭୟପକ୍ଷ ପରସ୍ପରକୁ କଟୁ କଥା କହିବା ସହ ଖୁଲମଖୁଲା ଗା-ଳି-ଗୁ-ଲ-ଜ କରିବାରେ ଲାଗି ପଡିଛନ୍ତି ।
ଯାତ୍ରା ଦୁନିଆରେ ଏତେ ସବୁ ଚାଲିଥିବା ବେଳେ ବର୍ତ୍ତମାନ ଯାତ୍ରା ପେଣ୍ଡାଲର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଗୀତଟି ବେଶ ହିଟ୍ ହେବା ସହ ସୋ-ସି-ଆ-ଲ ମି-ଡି-ଆ-ରେ ଭାଇରାଲ ହେବାରେ ଲାଗିଛି । ମାମୁନି ଥେଇ ଥେଇ ହେଉ ହେଉ ଷ୍ଟେଜ ଟା ଗଳିପଡିଲା ଆଉ ମାମୁନି ବି ତା’ ଭିତରେ କୁଆଡେ ପଡିଗଲେ ।

ଆଉ ସେ ପଡିବା ମାତ୍ରେ ସାଥି କଳାକାର ତାଙ୍କୁ ଧରି ଉଠେଇ ଆଣିଲେ । ଆଉ ତା’ପରେ ସବୁ ଲାଜସରମ ଭୁଲି ପୁଣି ଥରେ ମଞ୍ଚ ଉପରେ ମାମୁନି ଥେଇ ଥେଇ ଜାରି ରଖିଲେ ଅଭିନେତ୍ରୀ । ଯାତ୍ରାରେ ଅ-ଶ୍ଳୀ-ଳ-ତା-କୁ ନେଇ ଅନେକ ବାଦବିବାଦ ଲାଗି ରହିଥିବା ବେଳେ ମାମୁନି ଥେଇ ଥେଇ ଗୀତାର ଏହି ନାଚ, ଷ୍ଟେଜ ଭାଙ୍ଗିବା ଆଉ ଷ୍ଟେଜ ଭିତରେ ମାମୁନି ଗଳି ପଡିବା ଖୁବ ଜୋରରେ ଭାଇରାଲ ହେଉଛି । ଆଉ ଦର୍ଶକ ଏହାର ମଜା ଖୁବ ଉଠାଉଛନ୍ତି ।
ଏହାକୁ ଦେଖି ନେଟିଜେନ୍ସ କମେଣ୍ଟ କରୁଛନ୍ତି କି ଯାତ୍ରାରେ ଷ୍ଟଣ୍ଟ ମାରିବା ଠାରୁ ଦୂରେଇ ରହିବା ଉଚିତ । ମେଲୋଡି ବେଳେ ଦୁଃସାହସିକ କାର୍ଯ୍ୟ ନ କରାଯାଉ ନହେଲେ ଏଭଳି ଅ-ଘ-ଟ-ଣ ଘଟିପାରେ । ଅବଶ୍ୟ ଅଭିନେତ୍ରୀ ଜଣକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।