କଣ ଆପଣ ଚାକିରି କରିଛନ୍ତି ? ତ ଏବେ ସରକାରଙ୍କ ତରଫରୁ ଫ୍ରୀ ରେ ମିଳିବ 7 ଲକ୍ଷ ଟଙ୍କା, ଜାଣନ୍ତୁ କଣ ଅଟେ ସରକାରଙ୍କର ଏହି ଯୋଜନା

କୋରୋନା ସମୟରେ କାହା ପାଖରେ କାମ ନାହି ତ ଆଉ କାହା ପାଖରେ କାମରେ  ଥିଲେ ମଧ୍ୟ ପଇସା ମିଳୁ ନାହି ଏହି ସମୟରେ କେନ୍ଦ୍ର ସରକାର ଚାକିରି କରିଥିବା ବ୍ୟକ୍ତି ମାନଙ୍କ ପାଇଁ ବଡ ଖୁସି ଖବର ନେଇ ଆସିଛନ୍ତି । ସରକାରଙ୍କ ଦ୍ଵାରା ଏମ୍ପ୍ଲଏ ଡିପୋଜିତ ଲିଙ୍କଡ ଇନସୁରେନ୍ସ ସ୍କିମ, ୧୯୭୬ରେ ହୋଇଥିବା ବୀମା ରାଶିର ସୀମା ଏବେ ୬ ଲକ୍ଷରୁ ୭ ଲକ୍ଷ ଟଙ୍କା କରା ଯାଇଛି । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ମେମ୍ବର ଏମ୍ଲୋଏ ମାନଙ୍କର ବିମା ଭଳି ସାନଦାର ସୁବିଧା ପ୍ରଦାନ କରିଥାଏ ।

୧୯୭୬ରେ ହୋଇଥିବା EDLI ବୀମା ଅନୁଯାୟୀ ବର୍ତ୍ତମାନ ୭ଲକ୍ଷ ଟଙ୍କା କରିଦିଆ ଯାଇଛି । ୨୦୨୦ ସେପ୍ଟେମ୍ବର ୯ରେ EDLI ଯୋଜନା ଅନୁଯାୟୀ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗବାରଙ୍କର ଅଧକ୍ଷତା କରୁଥିବା CBT ଏହି ନିସ୍ପତି ନେଇଛନ୍ତି ।

୨୮ ଅପ୍ରେଲ EDLI ଯୋଜନା ଅନୁସାରେ ଶ୍ରମ ଓ ରୋଜଗାର ମନ୍ତ୍ରୀ ଅଧିକତମ ବୀମା ରାଶିକୁ ବଢେଇବା ପାଇଁ ନିସ୍ପତି ନେଇଛନ୍ତି । ବର୍ତ୍ତମାନ ଏହି ବୀମା ପଲିଶି ୭ ଲକ୍ଷ ତାଙ୍କ ହେଇଯାଇଛି । ଅଧିସୂଚନାର ତାରିଖ ପୂର୍ବରୁ ଏହା ଲାଗୁ କରା ଯାଇଛି ।  EDLI ଯୋଜନା ଅନୁସାରେ ଏମ୍ପ୍ଳଏ ର ନୋମିନୀ କରିଥିବା ଏମ୍ପ୍ଲୋଏର ଦୁର୍ଘଟଣା, ସ୍ଵାଭାବିକ ମୃ-ତ୍ୟୁ ହେବା ବା ସ୍ୱାସ୍ଥ୍ୟ ଅସୁସ୍ଥ ରହିଲେ ଏହାର କ୍ଳେମ କରାଯାଇ ପାରିବ ।

ବର୍ତ୍ତମାନ ଏହା କର୍ମଚାରୀ ମାନଙ୍କର ପରିବାରକୁ ମଧ୍ୟ ଦିଆଯିବ । ଯେଉଁମାନେ ମୃ-ତ୍ୟୁର ୧୨ମାସ ପୂର୍ବରୁ ଅଧିକରୁ ଅଧିକ କମ୍ପାନୀରେ କାମ କରିଥିବେ ସେମାନଙ୍କୁ ଏହି ସ୍କିମ ଦିଆଯିବ । EDLIରେ କର୍ମଚାରୀ ମାନଙ୍କୁ କୌଣସି ପଇସା ଦେବାକୁ ପଡେ ନାହି । ଯଦି ସ୍କିମ ଅନୁଯାୟୀ କୌଣସି ନୋମିନେସନ ହୋଇ ନାହି ତେବେ ମୃ-ତ ବ୍ଯକ୍ତିର ପରିବାର ଲୋକ ଯେମିତିକି ତାଙ୍କ ସ୍ତ୍ରୀ, ପିଲାମାନଙ୍କୁ ଏହି ପଇସା ଦିଆଯାଏ । ଆପଣ EDLI ସ୍କିମର କ୍ଳେମ ହିସାବ କର୍ମଚାରୀକୁ ମିଳିଥିବା ୧୨ ମାସର ବେଶିକ ଦରମା +DA କୁ ଆଧାର ଉପରେ କରି ପାରିବେ ।

ହେଓ ସଂଶୋଧନ ଅନୁସାରେ କର୍ମଚାରୀ କ୍ଳେମ କରିଥିବା ବେଶିକ ଦରମା +DA ଠାରୁ ୩୫ ଗୁନା ଅଧିକ ରହିଥାଏ । ଏହା ଛଡା ବର୍ତ୍ତମାନ 1.75 ଲକ୍ଷ ଟଙ୍କା ମ୍ୟାକ୍ଷୀମାମ ବୋନସ ମିଳିବ ଯାହା ଆଗରୁ 1.50 ଲକ୍ଷ ତାଙ୍କ ମିଳୁଥିଲା । ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ ଏହି ବୋନସ ମାସର ଶେଷ ଦିନରେ ଏଭରେଜ ପିଏଫ ବାଲାନ୍ସର 50% ମାନାଯାଏ । ଯଦି କୌଣସି କର୍ମଚାରୀର 12 ମାସର ବେଶିକ ଦରମା +DA ବା 15,000 ଟଙ୍କା ହୋଇଥାଏ ତେବେ ଇଂସୁରାନ୍ସ କ୍ଳେମ 7 ଲକ୍ଷ ଟଙ୍କା ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।