ଚାଇନିଜ ଫୋନ ର ଅସ୍ତିତ୍ୱ ଶେଷ, ଆସିଗଲା ଜିଓ ଫୋନ 3, ଏକ ଦମ୍ ମାଗଣା

ପ୍ରତିବର୍ଷ ରିଲାଏନ୍ସ ଜିଓର ନୂଆ ଫୋନ୍ ବିଷୟରେ ଖବର ଆସେ । ଗତ ବର୍ଷ କମ୍ପାନୀ ରିଲାଏନ୍ସ ଜିଓ ଫୋନ୍ ୨ ଲଞ୍ଚ କରିଥିଲା । ଜିଓ ଫୋନ୍ 2 ଜିଓ ଫୋନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯେଉଁଠାରେ ଜିଓ ଫୋନରେ ଏକ ସରଳ କୀପ୍ୟାଡ୍ ଥିବାବେଳେ ଜିଓ ଫୋନ୍ 2 ରେ QWERTY କୀବୋର୍ଡ୍ ଅଛି । ଏଥି ସହିତ, ଖବର ଅଛି ଯେ ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଭାରତରେ ଜିଓ ଫୋନ୍ ଲଞ୍ଚ କରିବ, ଯେଉଁଥିରେ ଟଚ୍ ସ୍କ୍ରିନ୍ ସମର୍ଥିତ ହେବ, ଅର୍ଥାତ୍ ଜିଓ ଫୋନ୍ 3 ସ୍ମାର୍ଟଫୋନ୍ ହେବ । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା । ଜିଓ ୩ ଫୋନ ପାଇଁ, ମୁକେଶ ଅମ୍ବାନୀ କିଛି ନୂଆ ପ୍ଲାନ କରୁଛନ୍ତି ।

ଖୁବ ଶୀଘ୍ର ଜିଓ 3 ଫୋନ କୁ ଭାରତରେ ଲଞ୍ଚ କରି ସ୍ବଦେଶୀ ବ୍ୟବହାର ଏବଂ ଚାଇନିଜ ସାମଗ୍ରୀ ଉପରେ ପ୍ରହାର କରିବାକୁ ଜିଓ ଅଣ୍ଟା ଭିଡ଼ିଛି । ଚାଇନିଜ ସାମଗ୍ରୀ ଚାଇନିଜ ଫୋନ ର ଅଧିକ ବିକ୍ରି ଯୋଗୁଁ ଜିଓ ଏବେ ସ୍ମାର୍ଟଫୋନ ମାର୍କେଟ କୁ ପ୍ରବେଶ ପାଇଁ ଚିନ୍ତା କରୁଛି । ଅନେକ ବିଶେଷଜ୍ଞ ଙ୍କ ମତ ଏହି ଫୋନ ଆସିଗଲେ ଚୀନ ଫୋନ ଯୁଗର ଅନ୍ତ ଘଟିବ ।

● କଣ ରହିଛି ଏହି ଫୋନ ର ମୂଲ୍ୟ?

ଏହି ଫୋନ ସମ୍ପୂର୍ଣ୍ଣ ମାଗଣା ନୁହେଁ । କିନ୍ତୁ ମାଗଣା ଭଳି ହିଁ ଅଟେ । ଆପଣଙ୍କ ପକେଟ କୁ ସୁହାଇବ ଏହି ଫୋନ । ଜିଓ ଫୋନ୍ 3 ର ମୂଲ୍ୟ ବିଷୟରେ ଏକ ଖବର ଅଛି ଯେ ଏହାର ମୂଲ୍ୟ 63 ଡଲାର ଅର୍ଥାତ୍ ପ୍ରାୟ 4,500 ଟଙ୍କା ହେବ । କ୍ୟାମେରା ବିଷୟରେ କୁହାଯାଉଛି ଯେ ଜିଓ ଫୋନ୍ 3 ରେ 5 ମେଗାପିକ୍ସେଲର ପଛ କ୍ୟାମେରା ଏବଂ 2 ମେଗାପିକ୍ସେଲର ସାମ୍ନା କ୍ୟାମେରା ରହିବ ।

● କେବେ ବିକ୍ରି ହେବ ଏହି ଫୋନ?

କୁହାଯାଉଛି ଯେ ଏହାର ବିକ୍ରୟ ଅକ୍ଟୋବର ମାସ ରେ ହେବାକୁ ଯାଉଛି । ଏହା ଏକ ସ୍ପେଶାଲ ଅଫର ସହିତ ଲଞ୍ଚ ହେବାକୁ ଯାଉଛି । ସ୍ପେଶାଲ ଅଫର ଏହା ଯେ ଏହି ଫୋନ ର ନୂଆ ଗ୍ରାହକ ମାନଙ୍କୁ ଏକ ବର୍ଷ ପାଇଁ ଫ୍ରି ଡାଟା ମିଳିବ । ଦୈନିକ 1 GB ଡାଟା ସହିତ ଏକ ବର୍ଷ ପାଇଁ ଡାଟା ଏବଂ ଫୋନ କଲ ମାଗଣା ରହିବ । ଜିଓ ର ଏହି ବାର୍ଷିକ ଡାଟା ପ୍ଲାନ ର ଦାମ 2,500 ରହିଛି । ତେବେ ଆପଣ ଯଦି ଫୋନ ଟି 4,500 ରେ କିଣିବେ ତେବେ ଆପଣଙ୍କୁ 2,500 ଟଙ୍କାର ଲାଭ ହେବ । ଆଶା କରାଯାଉଛି କି ଏହି ଫୋନ ଲଞ୍ଚ ହେଲେ ଭାରତରେ ଜିଓ ର ଝଡ଼ ସୃଷ୍ଟି ହେବ । ଚାଇନା ଫୋନ ର ଅସ୍ତିତ୍ୱ ଶେଷ ହୋଇଯିବ ।

● ଏହି ଫୋନ ର ଫିଚର ସବୁ କଣ ରହିଛି?

ରିପୋର୍ଟ ଅନୁଯାୟୀ, ଜିଓ ଫୋନ୍ 3 କୁ 5 ଇଞ୍ଚର ଟଚ୍ ସ୍କ୍ରିନ୍ ମିଳିବ ଏବଂ ଏହି ଫୋନ୍ 2 GB RAM ସହିତ ଲଞ୍ଚ ହେବ । ଏହା ବ୍ୟତୀତ ଫୋନରେ 64 ଜିବି ଷ୍ଟୋରେଜ୍ ଉପଲବ୍ଧ ହେବ, ଯାହା ମେମୋରୀ କାର୍ଡ ସାହାଯ୍ୟରେ ବୃଦ୍ଧି କରିବାର ବିକଳ୍ପ ମଧ୍ୟ ପାଇବ । କୁହାଯାଉଛି ଯେ ଆଣ୍ଡ୍ରଏଡ୍ ୱାନ୍ ଓରିଓ 8 ର ଗୋ ସଂସ୍କରଣ ଜିଓ ଫୋନ୍ ରେ ଦିଆଯିବ । କମ୍ RAM ଏବଂ ଷ୍ଟୋରେଜ୍ ସ୍ମାର୍ଟଫୋନ୍ ପାଇଁ ଆଣ୍ଡ୍ରଏଡ୍ ଗୋ ସଂସ୍କରଣ ଏକ ଉତ୍ତମ ଅପରେଟିଂ ସିଷ୍ଟମ୍ ବୋଲି ବ୍ୟାଖ୍ୟା କରା ଯାଉଛି । ଏହା ସହିତ ଗୁଗୁଲର ଅନେକ ବିଟା ଆପ୍ ମଧ୍ୟ ଉପଲବ୍ଧ ଅଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।