ଏହାକୁ ଖାଇ ନିଅନ୍ତୁ, 99 % ଗଣ୍ଠି ଦରଜ, Joint Pain, ହାତ ଗୋଡ ବିନ୍ଧା ବିଲକୁଲ ଭଲ ହେଇଯିବ- Health Tips

ପୁଷ୍ଟିସାର ଖାଦ୍ଯ ଖାଇବା ନିହାତି ଦରକାର ଏକ ସୁସ୍ଥ ଶରୀର ପାଇଁ ଯଦି ଆପଣ ନିଜର ଖାଇବାରେ ଏମିତି କିଛି ପାରିବା ରଖିବେ ଯାହା ପାଇଁ ଆପଣଙ୍କର ଅନେକ ସମସ୍ଯା ଦୂର ହୋଇ ପାରେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପାରିବା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ସୁସ୍ଥ , ରୋଗ ମୁକ୍ତ , ଦୀର୍ଘାୟୁ ଓ ସୁନ୍ଦର ଦେଖା ଯିବେ । ଏହା କେବଳ ଆପଣଙ୍କର ଆଭ୍ଯନ୍ତରୀଣ ଅଙ୍ଗକୁ ନୁହେ ତା ସହ ଶରୀରର ବାହାର ଭାଗକୁ ମଧ୍ୟ ଭଲ ରଖେ ।

ତେବେ ଆସନ୍ତୁ ଜାଣିବା କଣ କଣ ପ୍ରତିଦିନ ଖାଦ୍ଯରେ ରଖିଲେ ଆମେ ଏହି ସବୁ ଉପକାରିତା ପାଇ ପାରିବା । କ୍ଷୀରରେ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ ଏହା ଆମର ହାଡକୁ ଓ ଦାନ୍ତ କୁ ମଜବୁତ କରାଏ । କ୍ଷୀର କୁ ଛାଡିକି କିଛି ଏମିତି ଖାଇବା ଅଛି ଯାହା ଯାଉ ଆମେ କ୍ୟାଲସିୟମ ପାଇ ପାରିବା ତେବେ ଆସନ୍ତୁ ଜାଣିବା ଏମିତି କିଛି ପାରିବା ବିଷୟରେ ।

ପ୍ରଥମେ ସୋୟାବିନ ଏହା ଦେହରେ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ ଯଦି ଆପଣ ଙ୍କୁ ଏହା ପସନ୍ଦ ନୁହେଁ ତେବେ ଆପଣ ଏହାର କ୍ଷୀର କାଢିକି ମଧ୍ୟ ଖାଇ ପାରିବେ । ତା ପରେ ଆସେ ବ୍ରୋକୋଳି ଏତିରେ କେବଳ କ୍ୟାଲସିୟମ ନୁହେଁ ତା ସହ ଜିଙ୍କ ଭିଟାମିନ – ବି , ଭିଟାମିନ – ଇ ଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ବୟସ ର ଛାପ ଆସିବାକୁ ଦିଏନି ।

ଏହାକୁ ଖାଇବା ଦ୍ଵାରା ସ୍କିନ ବି ଭଲ ରହେ । ଆଖିକୁ ଭଲ ଦେଖା ଯାଏ । ଏହାକୁ ଆପଣ ଭାଜି କି ଖାଇ ପାରିବେ, ଏହାକୁ ଗ୍ରୀଲ କରିକି ଖାଇ ପାରିବେ । ଯଦି ଆପଣଙ୍କ ଆଁଠୁରେ ଯନ୍ତ୍ରଣା ହେଉ ଥାଏ ତେବେ ଏହାକୁ ନିଶ୍ଚୟ ଖାନ୍ତୁ ।   ଏହା ପରେ ପାଳଙ୍ଗ ଶାଗ ଖାନ୍ତୁ  ଏହା ଦ୍ଵାରା  ଆପଣଙ୍କୁ ଆଇରନ ମିଳିଥାଏ ।

ଏଥିରେ ମାଗ୍ନେସିୟମ ଅଧିକ ମାତ୍ରାରେ ଥାଏ ତେବେ ଏହା ମାଂସ ପେଶୀ ଗୁଡ଼ିକୁ ଅନେକ ସମୟରେ ମଜୁବୁତ କରିଥାଏ ।  ଏହାକୁ ଖାଇବା ଦ୍ଵାରା ଆପଣ ଜୁଷ କରିକି ପି ପାରିବେ । ଲୋକି ଖାଇବା ଦ୍ଵାରା ବ୍ଲଡ ପ୍ରେସର କୁ କଣ୍ଟ୍ରୋଲ କରିଥାଏ ।  ଏହା ଡାଇବେଟିସ କୁ ବି କମ କରିଥାଏ । ଏହା ଆପଣଙ୍କ ମୁଣ୍ଡ ବ୍ୟଥା ଆଁଠୁ ବ୍ୟଥା ଓ କିଡନିରେ ଯଦି ଷ୍ଟୋନ ଅଛି ତେବେ ଏହାଦ୍ବାରା ଭଲ ହୋଇ ଜୀବ । ଏହାକୁ ଆପଣ ତରକାରୀ କରି ଖାଇ ପାରିବେ କିମ୍ବା ଏହାକୁ ଆପଣ ଜୁଷ କରି ମଧ୍ୟ ପି ପାରିବେ ।

ମୋଟା ପାଣରୁ ଆପଣଙ୍କୁ ମୁକ୍ତି ମିଳିବ । ଏହା ସହ ଯୋଗ କଲେ ଭଲ ।  ମଟର ସୁଣ୍ଠି ଏହାକୁ ଖାଇବା ଦ୍ଵାରା ଆପଣ ନିଜକୁ ଏନର୍ଯେଟିକ ଅନୁଭବ କରିବେ । ଆପଣ ସୁସ୍ଥ ଅନୁଭବ କରିବେ । ଟମାଟ ଏହା ହାଡକୁ ମଜବୁତ କରେ ଓ ଆମ ରକ୍ତକୁ ସଫା କରେ ଯାହା ଦ୍ଵାରା ତ୍ଵଚାରେ ଚମକ ମଧ୍ୟ ଆସିଥାଏ । ତେବେ ଆପଣ ମାନଙ୍କୁ ଆମର ଏହି ବିବରଣୀ କିଭଳି ଲାଗିଲା କହିବେ ଓ ଲାଇକ ମଧ୍ୟ କରିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ