ବ୍ୟକ୍ତିକୁ ଏହି ୩ଟି କାର୍ଯ୍ୟକୁ କରିବା ପରେ ଗାଧୋଇବା ନିହାତି ଦରକାର, ନିଶ୍ଚୟ ଜାଣି ନିଅନ୍ତୁ

ନମସ୍କାର ବନ୍ଧୁମାନେ, ଆପଣ ସମସ୍ତଙ୍କୁ ଆମର ଏହି ଆର୍ଟକୀଲରେ ପୁଣି ଥରେ ସ୍ଵଗାତ । ବନ୍ଧୁମାନେ ଆଜି ଆମେ ଆପଣଙ୍କୁ ଏମିତି ତିନୋଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ପରେ ଆପଣଙ୍କୁ ନିଶ୍ଚିତ ରୂପରେ ଗାଧୋଇବା ଉଚିତ ଓ ଏମିତି ହିଁ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅଟେ । କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ସବୁ ବାଣୀ ବହୁତ ହିଁ ମହତ୍ଵ ରଖିଥାଏ ।

କାରଣ ତାଙ୍କର ସମସ୍ତ ବାଣୀରେ ମନୁଷ୍ୟ ଜାତି ପାଇଁ ଶିକ୍ଷା ଅଛି ଓ ସେ ନିଜ ବାଣୀ ଦ୍ଵାରା ମନୁଷ୍ୟ ଜାତିକୁ ଉଚିତ ଶିକ୍ଷା ପ୍ରଦାନ କରିବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ତିନୋଟି କାର୍ଯ୍ୟ ବିଷୟରେ ।

ଏହି ୩ ଟି କାର୍ଯ୍ୟ ପରେ ସ୍ନାନ କରିବା ବହୁତ ଜରୁରୀ ଅଟେ

୧. ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଶବଯାତ୍ରାରେ ନିଶ୍ଚିତ ଯାଇଥିବେ କାରଣ ଏହା ଏକ ସେବା କାର୍ଯ୍ୟରେ ଯାଇଥାଏ । କହିବାକୁ ଗଲେ ଶବଯାତ୍ରା କରିବା ପରେ ନିଶ୍ଚିତ ରୂପରେ ଗାଧୋଇବା ଉଚିତ । କାରଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଶବ ଯାତ୍ରା କରିବା ପରେ ବ୍ୟକ୍ତିର ଶରୀର ଅପବିତ୍ର ହୋଇଯାଏ । ସେଥିପାଇଁ ଗାଧୋଇବା ବହୁତ ହିଁ ଜରୁରୀ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ଶରୀର ପବିତ୍ର ହୋଇଯିବ ।

୨. ଏହି ସଂସାରରେ ସବୁ ପୁରୁଷ ଓ ମହିଳାମାନେ ନିଜର କେଶ ନିଶ୍ଚିତ କାଟି ଥାନ୍ତି । ବିଶେଷ କରି ପୁରୁଷମାନେ ନିଜର କେଶ ଅଧିକ କାଟନ୍ତି । କିନ୍ତୁ ଏହା ଜାଣିବା ଆପଣଙ୍କ ପାଇଁ ସବୁଠୁ ଜରୁରୀ ଅଟେ କି କେଶ କାଟିବା ପରେ ଗାଧୋଇବା ଉଚିତ । କାରଣ କେଶ କାଟିବା ପରେ କିଛି କେଶ ଆପଣଙ୍କ ଶରୀରରେ ଲାଗି ରହିଥାଏ, ଯେଉଁଥିରୁ ଆପଣଙ୍କୁ କୁଣ୍ଡିଆ ରୋଗ ହୋଇପାରେ । ସେଥିପାଇଁ କେଶ କାଟିବା ପରେ ଗାଧୋଇବା ଉଚିତ । କହିବାକୁ ଗଲେ କେତେକ ଲୋକମାନେ କେଶ କାଟିବା ପରେ ଗାଧୋଇ ନଥାନ୍ତି । ଏହି ସୂଚନା ବିଶେଷ କରି ସେମାନଙ୍କ ପାଇଁ ଅଟେ ।

୩. ଅନ୍ୟ ଏକ ବିଶେଷ କଥା ଏହା ଅଟେ କି ଶୋଇ କି ଉଠିବା ପରେ ବି ନିଶ୍ଚିତ ଗାଧୋଇବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅଟେ କି ଶୋଇବା ପରେ ଶରୀର ଅପବିତ୍ର ହୋଇଯାଏ । ସେଥିପାଇଁ ସକାଳୁ ଉଠିବା ପରେ ନିଶ୍ଚିତ ରୂପରେ ଗାଧୋଇବା ଜରୁରୀ ଅଟେ ।

ବନ୍ଧୁମାନେ ଆପଣମାନଙ୍କୁ ଆମର ଏହି ଖବର ପସନ୍ଦ ଆସିଛି ତେବେ ଏହି ଖବରକୁ ଲାଇକ ଓ ଶେୟାର କରନ୍ତୁ । ଯଦି ଆପଣ ଏହିଭଳି ଖବର ଆଗକୁ ବି ପଢିବାକୁ ଚାହୁଁଛନ୍ତି ତେବେ ଆମ ପେଜକୁ ଲାଇକ କରନ୍ତୁ ।