ବଲୀଉଡର ସୁଲତାନ ଯେତେବେଳେ କରିଥିଲେ ଡେବ୍ୟୁ ସେତେବେଳେ ଏହି ୫ ଜଣ ହିରୋଇନ ଥିଲେ ଶିଶୁ, ହେଲେ ଏବେ ଏମାନଙ୍କ ସହ କରୁଛନ୍ତି ରୋମାନ୍ସ

ବଲୀଉଡ ଇଣ୍ଡଷ୍ଟ୍ରିର ସୁଲତାନ କୁହାଯାଉଥିବା ସଲମାନ ଖାନ ବଲୀଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଟନ୍ତି । ସେ ବଲୀଉଡରେ ଗୋଟିଏ ରୁ ବଳି ଗୋଟିଏ ଫିଲ୍ମ କରିଛନ୍ତି । ବଲୀଉଡ ଇଣ୍ଡଷ୍ଟ୍ରିରେ ବହୁତ ଫେମସ ଓ ଜଣା ଶୁଣା ଅଭିନେତା କୁହାଯାଉଥିବା ସଲମାନ ଖାନ ନିଜ ଫିଲ୍ମି କ୍ୟାରିୟରର ଆରମ୍ଭ ୧୯୮୮ରେ ଫିଲ୍ମ “ବୀୱୀ ହୋ ତୋ ଐସୀ” ରୁ କରିଥିଲେ । ପରନ୍ତୁ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସଲମାନ ଖାନଙ୍କର ଡେବ୍ୟୁ ସମୟରେ ତାଙ୍କ ଘରଲୋକଙ୍କ କୋଳରେ ଖେଳୁଥିଲେ । ଯେତେବେଳେ ସଲମାନ ଖାନ ଡେବ୍ୟୁ କରିଲେ ସେତେବେଳେ ଏହି ଅଭିନେତ୍ରୀମାନେ ଶିଶୁ ଥିଲେ । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀମାନଙ୍କ ବିଷୟରେ ।

କୈଟରୀନା କୈଫ

Image courtesy: Google

ଏହି ଲିସ୍ଟରେ ସର୍ବ ପ୍ରଥମେ ବଲୀଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କୈଟରୀନା କୈଫଙ୍କର ନାମ ଆସିଥାଏ । ଯେତେବେଳେ ସଲମାନ ଖାନ ୧୯୮୮ରେ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ କୈଟରୀନା କୈଫଙ୍କର ବୟସ ୫ ବର୍ଷ ଥିଲା । କୈଟରୀନା କୈଫଙ୍କର ଜନ୍ମ ୧୯୮୩ରେ ହୋଇଥିଲା, ସେତେବେଳେ ସଲମାନ ଖାନଙ୍କୁ ୧୮ ବର୍ଷ ହୋଇଥିଲା । ଆଜି ସଲମାନ ଖାନ ୫୨ ବର୍ଷର ଓ କୈଟରୀନା କୈଫ ୩୫ ବର୍ଷର ଅଟନ୍ତି ।

କରିନା କପୁର

Image courtesy: Google

ଅଭିନେତ୍ରୀ କରିନା କପୁର ବର୍ଷ ୨୦୦୦ରେ ବଲୀଉଡରେ ଡେବ୍ୟୁ କରିଥିଲେ । ସଲମାନ ଓ କରିନାଙ୍କର ସାକ୍ଷାତ ଫିଲ୍ମ “ଅନ୍ଦାଜ”ର ସେଟରେ ହୋଇଥିଲା ଓ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସେହି ସମୟରେ ସଲମାନ ଖାନଙ୍କୁ କରିନା କପୁର ଅଙ୍କଲ ବୋଲି ଡାକୁଥିଲେ । କରିନାଙ୍କର ଜନ୍ମ ୧୯୮୦ରେ ହୋଇଥିଲା ।

ଜୈକଲିନ ଫର୍ନାଂଡୀସ

Image courtesy: Google

ବଲୀଉଡର ପ୍ରସିଦ୍ଧ ଅଭିନେତା ସଲମାନ ଖାନ ଫିଲ୍ମ କିକ ଓ ରେସ ୩ରେ ଜୈକଲିନ ଫର୍ନାଂଡୀସଙ୍କ ସହିତ କାମ କରିସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି ସଲମାନ ଖାନ ଯେତେବେଳେ ଡେବ୍ୟୁ କରିଥିଲେ ସେତେବେଳ ଜୈକଲିନ ଫର୍ନାଂଡୀସ ମାତ୍ର ୩ ବର୍ଷର ଥିଲେ ଓ ବର୍ତ୍ତମାନ ଜୈକଲିନ ଫର୍ନାଂଡୀସ ୩୩ ବର୍ଷର ହୋଇ ଯାଇଛନ୍ତି ।

ଅନୁଷ୍କା ଶର୍ମା

Image courtesy: Google

ଏହି ଲିସ୍ଟରେ ଆଉ ଗୋଟିଏ ନାମ ଫିଲ୍ମ ସୁଲତାନ ରେ ସଲମାନଙ୍କ ସହିତ ନଜର ଆସିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଅଟେ । ଅନୁଷ୍କା ଶର୍ମାଙ୍କର ଜନ୍ମ ୧୯୮୮ରେ ହୋଇଥିଲା ଓ ସେହି ସମୟରେ ଅଭିନେତା ସଲମାନ ଖାନ ୨୩ ବର୍ଷର ଥିଲେ । ବର୍ତ୍ତମାନ ଅନୁଷ୍କା ଶର୍ମାଙ୍କୁ ୩୦ ବର୍ଷ ଓ ସଲମାନଙ୍କୁ ୫୨ ବର୍ଷ ଅଟେ ।

ସୋନାକ୍ଷୀ ସିନ୍ହା

Image courtesy: Google

ବଲୀଉଡର ଅଭିନେତ୍ରୀ ସୋନାକ୍ଷୀ ସିନ୍ହା ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ ସଲମାନ ଖାନଙ୍କ ସହିତ ଫିଲ୍ମ ‘ଦବଙ୍ଗ’ରୁ କରିଥିଲେ ଓ ଏହି ଫିଲ୍ମ ବର୍ଷ ୨୦୧୦ରେ ରିଲିଜ ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସଲମାନ ଖାନ ଯେତେବେଳେ ଡେବ୍ୟୁ କରିଥିଲେ ସେତେବେଳେ ସୋନାକ୍ଷୀ ସିନ୍ହା ମାତ୍ର ୧ ବର୍ଷର ଥିଲେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।