ଏମାନେ ହେଲେ Bollywoodର ସବୁଠୁ ପତଳା ଅଭିନେତ୍ରୀ, ନମ୍ବର 4ର ଓଜନ ଜାଣି ବିଶ୍ବାସ ହେବନି

ବଲିଉଡରେ ନିଜର ନୂଆ ପରିଚୟ ସୃଷ୍ଟି କରିଥିବା ଅନେକ କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଆଜିକା ଡେଟରେ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଲୁକ, ବ୍ୟକ୍ତିତ୍ବ, ଅନ୍ଦାଜ ଓ ସୁନ୍ଦରତା ଯୋଗୁ ପୁରା ୱାର୍ଲ୍ଡରେ ଚର୍ଚ୍ଚାରେ ରହିଛନ୍ତି । କେତେକ ଅଭିନେତ୍ରୀ ମାନେ ନିଜର ଫିଗରକୁ ନେଇ ଚର୍ଚିତ ତ ଆଉ କେତେକେ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ ଓ ଲୁକ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି ।

ଆଉ କେତେକ ଅଭିନେତ୍ରୀ ମାନେ ନିଜର ୱେଟ ବା ଓଜନକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବଲିଉଡରେ ସମସ୍ତଙ୍କ ଠାରୁ ପୁରା ସ୍ଲିମ ବା ପତଳା ହୋଇ ନିଜ ଫିଗରକୁ ମେଣ୍ଟେନ କରୁଛନ୍ତି ।

୧- “କ୍ରୀତ୍ତି ସନନ” : ବଲିଉଡରେ ଅଭିନୟ କରି ଅଭିନେତ୍ରୀ କ୍ରୀତ୍ତି ସନନ ନିଜର ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ତାଙ୍କର ନୂଆ ଅନ୍ଦାଜ ଓ ଲୁକରେ ଦେଶରେ ଲୋକପ୍ରିୟ ହୋଇ ପାରିଛନ୍ତି । ଫିଲ୍ମ “ହିରୋ ପନ୍ଥୀ” ଠାରୁ ଆରମ୍ଭ କରି “ଟାଇଗର ଶ୍ରଫ”ଙ୍କ ବିପରୀତରେ ଡେବ୍ୟୁ କରି କ୍ରୀତ୍ତି ସନନ ବଲିଉଡରେ ଅନେକ ଫିଲ୍ମ କରି ସାରିଛନ୍ତି । ସେ ବଲିଉଡର ସବୁଠାରୁ ପତଳା ଅଭିନେତ୍ରୀ ଅଟନ୍ତି । ତାଙ୍କର ଓଜନ ୪୮ କିଲୋ ଅଟେ ।

୨- “ଦିଶା ପଟାନି” : ବଲିଉଡର ସବୁଠାରୁ କିଉଟ ଅଭିନେତ୍ରୀ ଭାବେ ଦିଶା ପଟାନୀଙ୍କୁ ସମସ୍ତେ ଜାଣିଛନ୍ତି । “ଏମ ଏସ ଧୋନୀ” ଫିଲ୍ମରେ ସେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ ସବୁଠାରୁ ପତଳା ଅଭିନେତ୍ରୀ ଅଟନ୍ତି । ତାଙ୍କର ଓଜନ ୪୫ କିଲୋ ଅଟେ ।

୩- “ସୋନମ କପୁର” : ବଲିଉଡରେ ଅନେକ ହିଟ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ସୋନମ କପୁର ଦେଖିବାକୁ ପତଳା ଯେପରି ସେହିପରି ବହୁତ ଲମ୍ବା ମଧ୍ୟ ଅଟନ୍ତି । ଗୋଟେ ସମୟରେ ତାଙ୍କର ଓଜନ ୭୫ କିଲୋ ରହିଥିଲା । କିନ୍ତୁ ସମୟ ଅନୁସାରେ ସେ ତାଙ୍କର ଓଜନ ବହୁତ କମ କରିଥିଲେ । ସୋନମ କପୁର ୨୦୦୮ରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କ ସହ ବିବାହ କରିଛନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଓଜନ ୪୫ କିଲୋ ଅଟେ ।

୪- “ଡାଇନା ପେନ୍ଟୀ” : “ହାପି ଭାଗ ଯାଏଗୀ”, “ପରମାଣୁ” ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ଡାଇନା ପେଣ୍ଟି ବଲିଉଡରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ତାଙ୍କ କ୍ଯାରିଅରର ପ୍ରଥମ ଫିଲ୍ମ “କକଟେଲ”ରେ ଅଭିନେତା ସେଫ ଅଲ୍ଲୀ ଖାନ ଓ ଅଭିନେତ୍ରୀ ଦୀପିକା ପାଦୁକନଙ୍କ ସହ ଅଭିନୟ କରି ବଲିଉଡରେ ଚର୍ଚ୍ଚାରେ ଆସିଥିଲେ । ଏହି ଫିଲ୍ମକୁ ନେଇ ସେ ବହୁତ ପାପୁଲାର ହୋଇଥିଲେ । ସେ ଦେଖିବାକୁ ବହୁତ ପତଳା ଅଟନ୍ତି କିନ୍ତୁ ତାଙ୍କର ଓଜନ ମାତ୍ର ୩୭ କିଲୋ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।