ବର୍ତ୍ତମାନ ସମୟରେ ଏମିତି ବହୁତ ରୋଗ ଅଛି ଯାହା ସମସ୍ତଙ୍କ ମଧ୍ୟରେ ଦେଖାଯାଇଥାଏ । ଏହା ମଧ୍ୟରୁ ଗୋଟିଏ ରୋଗ ହେଉଛି ବ୍ଲଡ ପ୍ରେସର । ମେଡିକାଲ ସାଇନ୍ସ ଅନୁସାରେ ଏହି ରୋଗ ଯାହାକୁ ଥରେ ହୋଇଯାଏ ସେଥିରୁ ମୁକ୍ତି ପାଇବା ପାଇଁ ତାକୁ ଜୀବନସାରା ଔଷଧ ଉପରେ ନିର୍ଭର ରହିବାକୁ ପଡିଥାଏ । କିନ୍ତୁ ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ନିଜର ବ୍ଲଡ ପ୍ରେସର ସମସ୍ୟାରୁ ମୁକ୍ତି ମିଳିଯିବ ।

ଗାଜର
ଆପଣଙ୍କୁ କହିଦେଉଛୁ କି ଗାଜର ଏକ ଏମିତି ଖାଦ୍ୟ ପଦାର୍ଥ ଅଟେ ଯାହାକୁ ବିଶେଷ ରୂପରେ ହାଇ ବ୍ଲଡ ପ୍ରେସରର ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଇଥାଏ ।

ଆପଣଙ୍କୁ କହିଦେଉଛୁ କି ଗାଜରରେ ଥିବା ତତ୍ଵ ମୁଖ୍ୟ ରୂପରେ ଧମନୀରେ ଜମୁଥିବା ରକ୍ତକୁ ପ୍ରବାହିତ କରିଥାଏ ଓ ବ୍ଲକେଜର ସମସ୍ୟାକୁ ଆସିବାକୁ ଦିଏ ନହିଁ । ଏମିତିରେ ଯଦି ଆପଣ ଗାଜରର ସେବନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଅଚାନକ ଆସୁଥିବା ସ୍ଟ୍ରୋକ ର ସମସ୍ୟାରୁ ମୁକ୍ତି ମିଳିଯିବ ।
ମୂଳା

ଶୀତ ଦିନରେ ପ୍ରାୟତଃ ଲୋକମାନେ ମୂଳାର ସେବନ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ମୂଳାରୁ ଭରପୁର ମାତ୍ରାରେ ପୋଟାସିୟମ ମିଳିଥାଏ । ଯାହା ହାଇ ବ୍ଲଡ ପ୍ରେସରକୁ କନ୍ଟ୍ରୋଲ କରିବାରେ ବହୁତ ମହତ୍ଵପୂର୍ଣ ପ୍ରମାଣିତ ହୋଇଥାଏ । ଯଦି ଆପଣ ମୂଳାର ସେବନ ନିୟମିତ ରୂପରେ କରୁଛନ୍ତି ତେବେ ଆପଣ ବ୍ଲଡ ପ୍ରେସର ସମସ୍ୟାରୁ ନିଜକୁ ବଞ୍ଚାଇ ପାରିବେ ।
ମେଥୀ ଶାଗ

ଶୀତ ଦିନରେ ମେଥୀ ଶାଗ ସମସ୍ତଙ୍କୁ ଖାଇବା ଉଚିତ । କାରଣ ଏହା ଶରୀରର କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ ଯାହାର ଫଳ ସ୍ୱରୂପ ହାର୍ଟ ଆଟାକ ଓ ବ୍ଲଡ ପ୍ରେସର ଇତ୍ୟାଦି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଥାଏ ।
ପାଳଙ୍ଗ ଶାଗ

ଯଦି ଆପଣ ପାଳଙ୍ଗ ଶାଗର ସେବନ କରିବେ ତେବେ ଏହା ବି ବ୍ଲଡ ପ୍ରେସର ର ସମସ୍ୟାକୁ କମ କରିବାରେ ସାହାର୍ଯ୍ୟ କରିଥାଏ । କାରଣ ପାଳଙ୍ଗ ଶାଗରେ ପୋଟାସିୟମ, ଫୋଲେଟ ଏସିଡ ଓ ମ୍ୟାଗ୍ନେସିୟମ ବହୁତ ଅଧିକ ମାତ୍ରାରେ ମିଳିଥାଏ । କହିଦେଉଛୁ କି ଏହା ଧମନୀରେ ହେଉଥିବା ବ୍ଲକେଜକୁ ହେବାକୁ ଦେଇ ନଥାଏ । ଯଦି ଆପଣ ଏହାକୁ ନିଜର ଡାଏଟରେ ସାମିଲ କରିଦେବେ ତେବେ ଆପଣଙ୍କର ହାଇ ବ୍ଲଡ ପ୍ରେସର ସମସ୍ୟା ରହିବ ନାହିଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।