ଫିଲ୍ମ ଷ୍ଟାଇଲରେ ଗୋଡେଇ ଗୋଡେଇ ATM ଭ୍ୟାନ ଲୁଟେରାଙ୍କୁ ଧରିଲା ପୋଲିସ, ଦେଖନ୍ତୁ ଘଟଣା ସମୟର Exclusive Video

ବିଲ ଗହୀର ମଝିରେ ମାଳ ମାଳ ପୋ-ଲି-ସ । ଗୋଟିଏ ପଟେ ଲୁ-ଟେ-ରା-କୁ ଜେ-ରା ଚାଲିଛି ଆଉ ଅନ୍ୟପଟେ ଗଣା ଚାଲିଛି ବିଡା ବିଡା ଟଙ୍କା । ଫିଲ୍ମ ଶୁ-ଟି-ଙ୍ଗ ଭଳି ଲାଗୁଥିବା ଏହି ଦୃଶ୍ୟଟି କିନ୍ତୁ ଏକଦମ ଅସଲ ଥିଲା । ପୁରା ଘ-ଟ-ଣା-ଟି ହେଉଛି କଟକ ଆଠଗଡରୁ ଅନୁଗୁଳ ଅଭିମୁଖେ ଯାଉଥିବା CMS ର ATM ଟଙ୍କା ବୋଝେଇ ଭ୍ୟାନ । ଦିନ ପ୍ରାୟ ଗୋଟାଏ ସମୟରେ ଏକ ଡିଜାୟାର ଗାଡିରେ ଭ୍ୟାନକୁ ଅଟକାଇ ଥିଲେ ଚାରିରୁ ପାଞ୍ଚ ଜଣ ମୁ-ଖା ପି-ନ୍ଧା ଲୁ-ଟେ-ରା ।

CMS ଭ୍ୟାନର ଡ୍ରାଇଭର, ସିକ୍ଯୁରିଟି ଏବଂ ଅନ୍ୟ ଦୁଇ କର୍ମଚାରୀ କିଛି ବୁଝିବା ପୂର୍ବରୁ ସେମାନଙ୍କ ମୁଣ୍ଡରେ ବ-ନ୍ଧୁ-କ ଓ ଖ-ଣ୍ଡା ଲଗାଇ ଥିଲେ ଲୁ-ଟେ-ରା-ମା-ନେ । ସିକ୍ଯୁରିଟି ଗାର୍ଡଙ୍କୁ ଗୁ-ରୁ-ତ-ର ଆ-ଘା-ତ କରି ତାଙ୍କ ବୋଝେଇ ଭ୍ୟାନକୁ ଅ-ପ-ହ-ର-ଣ କରି ନେଇଥିଲେ ଲୁ-ଟେ-ରା ମା-ନେ । ଡ-କା-ୟ-ତି ଘ-ଟ-ଣା ନେଇ ତୁରନ୍ତ ଢେଙ୍କାନାଳ ସଦର ପୋ-ଲି-ସ ଥା-ନା-କୁ ଖ-ବ-ର ଦେଇଥିଲେ ଭ୍ୟାନ କର୍ମଚାରୀ । ଖବର ପାଇବା ମାତ୍ରେ ଲୁ-ଟେ-ରା-ଙ୍କୁ ଧରିବାକୁ ସାଙ୍ଗେ ସାଙ୍ଗେ ଯୋଜନା ପ୍ରସ୍ତୁତ କରିଥିଲା ପୋ-ଲି-ସ ।

ଏପଟେ ଲୁ-ଟେ-ରା ମାନେ ସପ୍ତଶଯ୍ୟା ନିକଟରେ CMS ଭ୍ୟାନକୁ ଛାଡି ଟଙ୍କା ଧରି ଅନ୍ୟ ଏକ କାରରେ ଫେ-ରା-ର ମା-ରି-ବା ସୂଚନା ପାଇ ସେମାନଙ୍କୁ ପିଛା କରିଥିଲା ପୋ-ଲି-ସ । ଗାଁ ଗହଳି ରାସ୍ତା ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଲୁ-ଟେ-ରା ଦଳ ଓ ପୋ-ଲି-ସ ଟିମ୍ ମଧ୍ୟରେ ଚାଲିଥିଲା ଗୋଡାଗୋଡି । ତେବେ ଭୋଜଦେଇପୁର ନିକଟରେ ଆଗକୁ ଯିବାକୁ ରାସ୍ତା ନପାଇ ଗାଡି ଛାଡି ଫେ-ରା-ର ମା-ରି-ବାକୁ ଉଦ୍ୟମ କରିଥିଲେ ଡ-କା-ୟ-ତ ମାନେ ।

କିନ୍ତୁ ଖବର ଚାରିଆଡେ ପ୍ରସାରିତ ହୋଇ ସାରିଥିବାରୁ ଗାଁ ଲୋକଙ୍କ ସହ ଲୁ-ଟେ-ରା-ଙ୍କୁ ଧରିବା ସହ ଟଙ୍କା ବାକ୍ସ ଉଦ୍ଧାର କରିଥିଲା ପୋ-ଲି-ସ । ଆଇଜିଙ୍କ ସୂଚନା ଅନୁସାରେ ଏହି ଘ-ଟ-ଣା-ରେ ସାମିଲ ଥିଲେ ଚାରି ଜଣ ଡ-କା-ୟ-ତ । ତେବେ ୩ ଜଣଙ୍କୁ କା-ବୁ କରାଯାଇ ଥିବା ବେଳେ ଆଉ ଜଣେ ଫେ-ରା-ର ମା-ରି-ବା-ରେ ସଫଳ ହୋଇଛି । ଅ-ଭି-ଯୁ-କ୍ତ ମାନେ ଢେଙ୍କାନାଳ, ନୟାଗଡ, କନ୍ଧମାଳ ଏବଂ ଆଠଗଡ ଅଞ୍ଚଳର ଏବଂ ଏମାନେ ସମସ୍ତେ ପେଷାଦାର ଲୁ-ଟେ-ରା ବୋଲି ସୂଚନା ଦେଇଛି ପୋ-ଲି-ସ ।

ସେପଟେ ATM ଭ୍ୟାନରେ ମୋଟ ୧ କୋଟି ୨୯ ଲକ୍ଷ ଟଙ୍କା ଥିବା ବେଳେ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି । ବାକି ଟଙ୍କା ସମ୍ପର୍କରେ ଖୋ-ଳ-ତା-ଡ କରୁଛି ପୋ-ଲି-ସ । ଖସି ଯାଇଥିବା ଲୁ-ଟେ-ରା ଜଣକ କିଛି ଟଙ୍କା ନେଇ ଯାଇଥିବା ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।