ବିଦ୍ୟାଭାରତୀଙ୍କୁ ଆସିଲା କୋର୍ଟଙ୍କ ସମନ୍, ACF Soumya Ranjan ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ !

ବନ୍ଧୁଗଣ ବହୁ ଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନା ମୃତ୍ୟୁ ମାମଲା ପୁଣି ଥରେ ଚର୍ଚ୍ଚା ରେ । ହଁ ଦର୍ଶକ ବନ୍ଧୁ ସୋଇ ପଡିଥିବା ପ୍ରସଙ୍ଗ ଏବେ ପୁଣି ଥରେ ମୁଣ୍ଡ ଟେକିଛି । ଆଉ ଠିକ ଏତିକି ବେଳେ ବିଦ୍ୟା ଭାରତୀ ପଣ୍ଡା ହାଜର ହୋ, ଡିଏଫଓ ସଂଗ୍ରାମ କେସରୀ ବେହେରା ହାଜର ହୋ, ରୋଷେୟା ମନ୍ମଥ କୁମ୍ଭ ହାଜର ହୋ । ହଁ ଦର୍ଶକ ବନ୍ଧୁ ଏସିଏଫ ସୋମ୍ୟରଞ୍ଜନ ଙ୍କ ମୃ-ତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟା ଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେସରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଙ୍କ ବିରୁଦ୍ଧରେ ହ-ତ୍ୟା ଓ ଅ-ପ-ରା-ଧ ଷ-ଡ-ଯ-ନ୍ତ୍ର ରଚିବା କୁ ନେଇ ପୁଣି ଥରେ ହେବ ବିଚାର ।

ଏ ଖବର ଜଣା ପଡିବା ପରେ ସୋମ୍ୟଙ୍କ ପରିବାରକୁ ନ୍ୟାୟ ପାଇବାର ଆଶା ଦେଖାଯାଇଛି । ଏହି ଖବର ହେଉଛି ସେବେକାର ଯେବେ ନିଆଁ ରେ ପୋ-ଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବନ୍ୟ ସରଙ୍ଖ୍ୟଙ୍କ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମେଡିକାଲ ରେ ମୃ-ତ୍ୟୁ ହୋଇଥିଲା । ସେହି ସମୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ସୋମ୍ୟଙ୍କ ମୃ-ତ୍ୟୁ ମାମଲା । ଗଜପତି ଜିଲ୍ଲା ସଦର ମୋହକମା ପାରଳାଖେମୁଣ୍ଡିର ବନ୍ୟ ସରଙ୍ଖ୍ୟଙ୍କ ସୋମ୍ୟରଞ୍ଜନ ମହାପାତ୍ରଙ୍କୁ ଅଧା ପୋଡା ଅବସ୍ଥାରେ ଉଧାର କରାଯାଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । ଆଉ ତାଙ୍କ ଶରୀରର 80 ପ୍ରତିଶତ ପୋଡି ଯାଇଥିବା ପରେ ଅବସ୍ଥା ଗୁରୁତର ହୋଇଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ଆଉ ତାପରେ କଟକ ର ଏକ ଘରୋଇ ମେଡିକାଲ କୁ ନିଆ ଯାଇଥିଲା ।ଯେଉଁଠି ତାଙ୍କର ମୃ-ତ୍ୟୁ ହୋଇଥିଲା । ଆଉ ଏହି ଖବର ପରେ ନୂଆ ନୂଆ ବାହା ହୋଇଥିବା ଏସିଏଫ ସୋମ୍ୟରଞ୍ଜନ ମହାପାତ୍ର ଙ୍କ ସ୍ତ୍ରୀ ସୁନ୍ଦରୀ ବିଦ୍ୟା ଭାରତୀୟ ପଣ୍ଡା ଆସିଥିଲେ ସାମ୍ନା କୁ ।

ଆଉ କୁହାଗଲା ବିଦ୍ୟା ଭାରତୀଙ୍କ ନାଁ ଓ ଡିଏଫଓ ସଂଗ୍ରାମ କେସରୀ ବେହେରା ଙ୍କ ମଧ୍ୟରେ କୁଆଡେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ତାହାର ଜ୍ଵଳନ୍ତ ଉଦାହରଣ ସାଜିଥିଲେ ରୋଷେୟା ମନ୍ମଥ କୁମ୍ଭ । ଯାହାକୁ ଏବେ ପୁଣି ଥରେ ବିଚାର କରାଯିବ । ସୋଇ ପଡିଥିବା ପ୍ରସଙ୍ଗ ଏବେ ପୁଣି ଥରେ ମୁଣ୍ଡ ଟେକିଛି । ଠିକ ସେତିକି ବେଳେ ସ୍ତ୍ରୀ ବିଦ୍ୟା ଭାରତୀ ପଣ୍ଡା, ଦୀଏଫଓ ସଂଗ୍ରାମ କେସରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଙ୍କୁ ହାଜିର ହେବା ପାଇଁ ନୋଟିସ ଆସିଛି । ସୋମ୍ୟଙ୍କ ବାପା ଅଭିରାମଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି SDJM ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଅଭିଯୁକ୍ତ ଙ୍କୁ ଆସନ୍ତା 27ରେ ହାଜର ହେବାକୁ ଜଣାଯାଇଛି । ଆବେଦନକାରୀଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଓ ଅନ୍ୟାୟ ଦଲିଲ କୁ ଦସ୍ତାବିଜ କୁ ତର୍ଜମା କରି କୋର୍ଟ କହିଛନ୍ତି ଯେ ହ-ତ୍ୟା ଓ ଅ-ପ-ରା-ଧି-କ ଷ-ଡ-ଯ-ନ୍ତ୍ର ରଚିବା ଅ- ଭି-ଯୋ-ଗ-ର ବିଚାର ଯୋଗ୍ୟ । ତେବେ ତଥ୍ୟ ରହିଛି । ତେଣୁ ଏହି ଆଧାରରେ ସମସ୍ତ ଅ-ଭି-ଯୁ-କ୍ତ ଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।